Ashrumochan Photograph: (OTV)
ଖାଇକୁ ଖସିଲା ଅଶ୍ରୁମୋଚନଙ୍କ କାର୍। ଅଭିନେତା ଅଶ୍ରୁମୋଚନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ। ଭୁବନେଶ୍ବର କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଥିଲା ଅଶ୍ରୁମୋଚନଙ୍କ କାର୍।
ମିଳିଥିବା ସୂଚନା ମୁତାବକ, କାର୍ ସାମ୍ନାକୁ କୁକୁର ଆସିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କାର୍ ସମ୍ପୂର୍ଣ୍ଣ ଖାଇ ଭିତରକୁ ଖସି ଯାଇଥିବା ବେଳେ ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ରହିଛି।
• ଅଶ୍ରୁମୋଚନଙ୍କ ଦୁର୍ଘଟଣା
• ଅଭିନେତା ଅଶ୍ରୁମୋଚନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
• ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍
• ଭୁବନେଶ୍ବର କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଲା କାର୍
• ସାମ୍ନାକୁ କୁକୁର ପଳାଇ ଆସିବାରୁ ଦୁର୍ଘଟଣା ସୂଚନା
• ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/08/ashrumochan-2025-11-08-13-54-10.jpg)