Advertisment

ଗଛରେ ପିଟିହେଲା ଟାଟା ମ୍ୟାଜିକ

ବିନିକା(ଦିଲ୍ଲୀପ୍‌ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଏସ୍‌. ରାମପୁରରେ ସଡ଼କ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ବିଶାପାଲି ଛକରେ ଏକ ଟାଟା ମ୍ୟାଜିକ ଗାଡ଼ିର ଚକ ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଥିବା ୧୫ଜଣ ଆହତ ହୋଇଛନ୍ତି। ଏମାନଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବିନିକା ଦେଣ୍ଡୁପଦର ଗାଁ ଲୋକେ ବାହାଘର ପାଇଁ ଜିନିଷ […]

ଗଛରେ ପିଟିହେଲା ଟାଟା ମ୍ୟାଜିକ

car

Advertisment

ବିନିକା(ଦିଲ୍ଲୀପ୍‌ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଏସ୍‌. ରାମପୁରରେ ସଡ଼କ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ବିଶାପାଲି ଛକରେ ଏକ ଟାଟା ମ୍ୟାଜିକ ଗାଡ଼ିର ଚକ ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଥିବା ୧୫ଜଣ ଆହତ ହୋଇଛନ୍ତି। ଏମାନଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବିନିକା ଦେଣ୍ଡୁପଦର ଗାଁ ଲୋକେ ବାହାଘର ପାଇଁ ଜିନିଷ କିଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ