Advertisment

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ରାଉରକେଲା  : ରାଉରକେଲା ଆମ୍ବବାଗାନ ଛକ ନିକଟରେ ଆଜି ଉନ୍ମୋଚିତ ହୋଇଛି ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚନ କରିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଅଟଳ ବିହାରୀଙ୍କ ଜନ୍ମ ଦିବସ ଅବସରରେ ଏ କାର୍ଯ୍ୟକ୍ରମ ହାତକୁ ନେଇଛି ଆରଏସପି । ଏ ଉତ୍ସବରେ ରାଉରକେଲା ବିଧାୟକ, ରଘୁନାଥପାଲି ବିଧାୟକ, ବିରମିତ୍ରପୁର ବିଧାୟକଙ୍କ ସମେତ ଆରଏସପି ସିଇଓ ଓ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ତେବେ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି ଅଟଳଙ୍କ […]

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

atal

Advertisment

ରାଉରକେଲା  : ରାଉରକେଲା ଆମ୍ବବାଗାନ ଛକ ନିକଟରେ ଆଜି ଉନ୍ମୋଚିତ ହୋଇଛି ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚନ କରିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ।

Advertisment

ଅଟଳ ବିହାରୀଙ୍କ ଜନ୍ମ ଦିବସ ଅବସରରେ ଏ କାର୍ଯ୍ୟକ୍ରମ ହାତକୁ ନେଇଛି ଆରଏସପି । ଏ ଉତ୍ସବରେ ରାଉରକେଲା ବିଧାୟକ, ରଘୁନାଥପାଲି ବିଧାୟକ, ବିରମିତ୍ରପୁର ବିଧାୟକଙ୍କ ସମେତ ଆରଏସପି ସିଇଓ ଓ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।

ତେବେ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି ଅଟଳଙ୍କ ମନ୍ତ୍ରୀ ମଣ୍ଡଳରେ ଜୁଏଲ ମଧ୍ୟ ସାମିଲ ହୋଇଥିଲେ। ତେଣୁ ତାଙ୍କ ସହିତ ସମ୍ପର୍କ ବହୁତ ଭଲ ଥିବା କହିଛନ୍ତି । ଅଟଳ ବିହାରୀ ରାଉରକେଲାକୁ ମଧ୍ୟ ତିନି ତିନି ଥର ଆସିଥିବା କହିଛନ୍ତି। ଓଟିଭିକୁ ଜୁଏଲ ନିଜର ଅଭୁଲା ସ୍ମୃତି ଯାହା ଅଟଳ ବିହାରୀଙ୍କ ସହିତ ଥିଲା ତାହା କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ