Train Photograph: (OTV)
Advertisment
ଟ୍ରେନରୁ ୭୦ ଲକ୍ଷ କ୍ୟାସ୍ ଜବତ। ବଲାଙ୍ଗିର ଟିଟିଲାଗଡ଼ ଷ୍ଟେସନରୁ ୭୦ ଲକ୍ଷ ଟଙ୍କା ଜବତ କରିଛି RPF। ଏର୍ଣ୍ଣାକୁଲମ୍-ହଟିଆ ଧର୍ତି ଆବା ସୁପରଫାଷ୍ଟ ଟ୍ରେନ୍ ରୁ ୭୦ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରଭାତ କୁମାର ସାହୁ ଓ ଉମେଶ ପ୍ରସାଦ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।
ଏତେ ପରିମାଣର କ୍ୟାସ୍ ଆସିଲା କେଉଁଠୁ, କିଏ ପଠାଇଥିଲା? କୁଆଡ଼େ ଯାଉଥିଲା ତାକୁ ନେଇ ଅନେକ ପ୍ରଶ୍ନ ଉପୁଜିଛି। ସବୁଠୁ ବଡ଼ କଥା ହେଲା ନୂଆପଡ଼ା ନିର୍ବାଚନ ଥିବାରୁ ଏହି କ୍ୟାସ୍ ନିର୍ବାଚନ ପାଇଁ ଆସିନଥିଲା ତ? ତେଣୁ ଏସବୁ ଦିଗରେ ଏବେ ତଦନ୍ତ ହେଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/train-2025-10-18-12-06-10.jpg)