Advertisment

Big Relief for Citizens: ଜମି କିଣା-ବିକା ସହଜ ହେବ; ଖୋଲିବ ନୂଆ ସବ୍ ରେଜିଷ୍ଟ୍ରାର ଅଫିସ

ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୫୭ ନୂଆ ସବ୍ ରେଜିଷ୍ଟ୍ରାର ଅଫିସ। ଫେବୃୟାରୀ ୫ରୁ କାର୍ଯ୍ୟକ୍ଷମ ହେବ ନୂଆ ଉପନିବନ୍ଧକ କାର୍ଯ୍ୟାଳୟ। ସାଧାରଣ ଲୋକଙ୍କୁ ଜମି କିଣା-ବିକା ଓ ପଞ୍ଜୀକରଣରେ ହେବ ସୁବିଧା।

Sub-Registrar Offices

Sub-Registrar Offices Photograph: (OTV)

Advertisment

ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ନୂଆ ସବ ରେଜିଷ୍ଟ୍ରାର ଅଫିସ ବା ଉପନିବନ୍ଧନ କାର୍ଯ୍ୟାଳୟ। ଏସବୁ ସବ୍ ରେଜିଷ୍ଟ୍ରାର ଅଫିସ ଫେବୃୟାରୀ ୫ରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା ଫଳରେ ଆଗକୁ ସାଧାରଣ ଲୋକଙ୍କୁ ଜମି କିଣା-ବିକା ଏବଂ ପଞ୍ଜିକରଣରେ ଅଧିକ ସୁବିଧା ହୋଇପାରିବ। 

Advertisment

ରାଜ୍ୟରେ ୩୨୨ଟି ସବ ରେଜିଷ୍ଟର ଅଫିସ ରହିଛି। ରାଜ୍ୟରେ ଆଉ ୫୭ଟି ନୂଆ ସବ ରେଜିଷ୍ଟ୍ରାର ଉପନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟକାରୀ ହେବାକୁ ଯାଉଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Revenue Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ