Advertisment

ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ

ରାଉରକେଲା : ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଆଇଟି କଲୋନି କ୍ୱାର୍ଟର୍ସରୁ ଏକ ବନ୍ଦ ଘରୁ ମିଳିଛି ଏହି ୪ ଜଣଙ୍କ ମୃତଦେହ । ସେମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ , ପୁଅ ଓ ଝିଅ। ଗତ ତିନି ଦିନ ଧରି ଘର ବନ୍ଦ ଥିବା ବେଳେ ଆଜି ସକାଳୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ଅଭିଯୋଗ କରିଥିଲେ । ଆଉ ଘର ବାହାରେ ତାଙ୍କ […]

ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ

deadbody

Advertisment

ରାଉରକେଲା : ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଆଇଟି କଲୋନି କ୍ୱାର୍ଟର୍ସରୁ ଏକ ବନ୍ଦ ଘରୁ ମିଳିଛି ଏହି ୪ ଜଣଙ୍କ ମୃତଦେହ । ସେମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ , ପୁଅ ଓ ଝିଅ।

Advertisment

publive-imageଗତ ତିନି ଦିନ ଧରି ଘର ବନ୍ଦ ଥିବା ବେଳେ ଆଜି ସକାଳୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ଅଭିଯୋଗ କରିଥିଲେ । ଆଉ ଘର ବାହାରେ ତାଙ୍କ ସ୍କୁଟର୍ ରଖାଯାଇଥିଲା ।  ଏନେଇ ଲୋକଙ୍କ ସନ୍ଦେହ ଅଧିକ ବଢ଼ିବାରୁ ପୁଲିସକୁ ଖବର ଦେଇଥିଲେ।

 ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ଘର କବାଟ ଭାଙ୍ଗିବା ପରେ ଭିତରରୁ ଏହି ୪ ଜଣଙ୍କ ମୃତଦେହ ମିଳିଛି । ତେବେ ଏହି ମୃତ୍ୟୁ ପଛରେ କଣ ରହିଛି କାରଣ ସେ ନେଇ ଏବେ ସୁଦ୍ଧା କିଛି ଜଣାପଡ଼ିନାହିଁ  । ରଞ୍ଜିତ କୁମାର ଏକ ଘରୋଇ କମ୍ପାନିରେ ମେକାନିକ୍ ଭାବେ କାର୍ଯ୍ୟ କରୁଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ