Maoist Photograph: (OTV)
ଦୁର୍ଦ୍ଦାନ୍ତ ମାଓ ନେତା ଶୁକ୍ରୁ ଓ ତାର ସାଥୀ ମାଓବାଦୀଙ୍କୁ ଆଉ ନାହିଁ ନିସ୍ତାର। ଶୁକ୍ରୁକୁ ଧରିବା ଲାଗି ଦାରିଙ୍ଗବାଡ଼ି ମାଓ ପ୍ରବଣ ଇଲାକରେ ୪ ଦିନ ଧରି ଖୋଜୁଛି ସୁରକ୍ଷା ବାହିନୀ। ଲଗାତାର ଭାବେ ୪ ଦିନ ହେଲାଣି ଏକ ବଡ଼ ଧରଣର ଆଣ୍ଟି ନକ୍ସଲ ଅପରେସନ ଜାରି ରହିଛି ।
ଶୁକ୍ରୁର ଗତିବିଧି ଉପରେ ତୀକ୍ଷଣ ନଜର ରଖିବା ଲାଗି ଆକାଶ ମାର୍ଗରେ ଉଡି ବୁଲୁଛି ଓଡ଼ିଶା ପୋଲିସର ଅତ୍ୟାଧୁନିକ ଡ୍ରୋନ୍ ! ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଇଲାକରେ ସୁରକ୍ଷା କର୍ମୀ ଜଗି ରହିଥିବାବେଳେ ଆକାଶ ଉପରୁ କଡ଼ା ନଜର ରଖୁଛି ଏହି ଡ୍ରୋନ୍ ! ମାଓ ନେତା ଶୁକ୍ରୁ ଉପରେ ଆକାଶ ମାର୍ଗରୁ କିଭକି ଭାବେ ଡ୍ରୋନ୍ ସାହାଯ୍ୟରେ କଡ଼ା ନଜର ରଖାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/02/maoist-2026-03-02-12-32-02.jpg)