Advertisment

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହିକ୍ରମରେ ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୭ ଜଣ କ୍ୱାରେଣ୍ଟିନ୍‌ରୁ ଓ ୨୧୮ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୩୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Bhubaneswar Corona News: କେଉଁ ଅଞ୍ଚଳରୁ କେତେ?  CRPF କ୍ୟାମ୍ପସରୁ ୧୮, ଡୁମୁଡୁମାରୁ ୬, ଚନ୍ଦ୍ରଶେଖରପୁର BDA କଲୋନୀରୁ […]

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

bhubaneswar

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହିକ୍ରମରେ ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୭ ଜଣ କ୍ୱାରେଣ୍ଟିନ୍‌ରୁ ଓ ୨୧୮ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୩୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

Bhubaneswar Corona News:

କେଉଁ ଅଞ୍ଚଳରୁ କେତେ? 

CRPF କ୍ୟାମ୍ପସରୁ ୧୮, ଡୁମୁଡୁମାରୁ ୬, ଚନ୍ଦ୍ରଶେଖରପୁର BDA କଲୋନୀରୁ ୫, IRC ଭିଲେଜରୁ ୫, ଝାରପଡ଼ାରୁ ୭, ଖଣ୍ଡଗିରିରୁ ୬ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1307652647722168321?s=20

ସେହିପରି ଅନ୍ୟ ଜିଲ୍ଲାରୁ ୮, ପଟିଆରୁ ୬, କେନ୍ଦ୍ରୀୟ ହସ୍ପିଟାଲରୁ ୫, CRPF କ୍ୟାମ୍ପସରେ କ୍ୱାରେଣ୍ଟିନରୁ ୨୦, ପାତ୍ରପଡ଼ାରେ ୭ ଚିହ୍ନଟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ