Advertisment

ସେସୁକୁ ସହାୟତା କରିବ ଅଗ୍ନିଶମ ବିଭାଗର ୩୦ ଟିମ୍‌

ଭୁବନେଶ୍ୱର: ଫୋନି ବ୍ୟାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀରେ ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରିବାକୁ ଦମକଳ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୭୬ ଜଣ ଆଗ୍ନିକଙ୍କୁ ନେଇ ୭୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୬ଜଣ ସଦସ୍ୟ ରହିବେ । ଏମାନେ ଗଛକଟା, ଜଳଯୋଗାଣ, ବିଦ୍ୟୁତ ସଂଯୋଗରେ ସଂପୃକ୍ତ ବିଭାଗକୁ ସହାୟତା ପ୍ରଦାନ କରିବେ । ସେସୁକୁ ୩୦ଟି ଟିମ୍‌ ସହାୟତା ପାଇଁ ଦିଆଯିବ ବୋଲି ଫାୟାର ଡିଜିଙ୍କ ନେତୃତ୍ୱରେ ଏକ […]

ସେସୁକୁ ସହାୟତା କରିବ ଅଗ୍ନିଶମ ବିଭାଗର ୩୦ ଟିମ୍‌

6y7

Advertisment

ଭୁବନେଶ୍ୱର: ଫୋନି ବ୍ୟାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀରେ ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରିବାକୁ ଦମକଳ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୭୬ ଜଣ ଆଗ୍ନିକଙ୍କୁ ନେଇ ୭୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୬ଜଣ ସଦସ୍ୟ ରହିବେ । ଏମାନେ ଗଛକଟା, ଜଳଯୋଗାଣ, ବିଦ୍ୟୁତ ସଂଯୋଗରେ ସଂପୃକ୍ତ ବିଭାଗକୁ ସହାୟତା ପ୍ରଦାନ କରିବେ । ସେସୁକୁ ୩୦ଟି ଟିମ୍‌ ସହାୟତା ପାଇଁ ଦିଆଯିବ ବୋଲି ଫାୟାର ଡିଜିଙ୍କ ନେତୃତ୍ୱରେ ଏକ ବୈଠକ ନିଷ୍ପତ୍ତି ହୋଇଛି।

Advertisment
Right Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ