Advertisment

ଶଶି ଓ ଦେବାଶିଷଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର: ଏଥର ବିଜେଡି ୩ ଜଣ ନେତାଙ୍କୁ ଟିକେଟ୍‌ ଦେଇନାହିଁ। ସେମାନେ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦା। ଶଶିଭୂଷଣ ବେହେରାଙ୍କ ନିର୍ବାଚନମଣ୍ଡଳୀ ଜୟଦେବ ପାଇଁ  ଅରବିନ୍ଦ ଢାଲିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବରୀ ପାଇଁ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ଦଳ ଟିକେଟ୍ ଦେଇଛି। ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦାଙ୍କର ମଧ୍ୟ ଟିକେଟ୍‌ କଟିଛି। ମୋରଡ଼ା […]

ଶଶି ଓ ଦେବାଶିଷଙ୍କୁ ମିଳିଲାନି ଟିକେଟ୍‌

bjd

Advertisment

ଭୁବନେଶ୍ୱର: ଏଥର ବିଜେଡି ୩ ଜଣ ନେତାଙ୍କୁ ଟିକେଟ୍‌ ଦେଇନାହିଁ। ସେମାନେ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦା।

Advertisment

ଶଶିଭୂଷଣ ବେହେରାଙ୍କ ନିର୍ବାଚନମଣ୍ଡଳୀ ଜୟଦେବ ପାଇଁ  ଅରବିନ୍ଦ ଢାଲିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବରୀ ପାଇଁ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ଦଳ ଟିକେଟ୍ ଦେଇଛି।

ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦାଙ୍କର ମଧ୍ୟ ଟିକେଟ୍‌ କଟିଛି। ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓଙ୍କ ଟିକେଟ୍ କଟିଥିବା ବେଳେ ଟିକେଟ୍ ଘୋଷଣା ପୂର୍ବରୁ ସେ ଦଳ ଛାଡ଼ିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ