/odishatv-khabar/media/post_attachments/uploadimage/library/16_9/16_9_0/india-gate_1626687694.jpg)
ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ଆତ୍ମଦାହ ଉଦ୍ୟମ। ଇଣ୍ଡିଆ ଗେଟ୍ ସାମନା ରାଜପଥର ସେରିମୋନିଆଲ ରୋଡ୍ରେ ନିଜ ଦେହରେ ନିଆଁ ଲଗାଇଲେ ୨୫ବର୍ଷିୟ ଓଡ଼ିଆ ଯୁବକ କାର୍ତ୍ତିକ ମେହେର।
Advertisment
ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରି ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଯୁବକଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଥିବା ଡାକ୍ତର କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)