Advertisment

ପୁରୀରେ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ: ମଙ୍ଗଳ ଆଳତି ବେଳେ ପାଟ ପିନ୍ଧି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିବା ୨ଜଣ ଛଦ୍ମବେଶୀ ସେବାୟତଙ୍କୁ ପୁଲିସ୍‌ ଅଟକ ରଖିଛି। ସୂଚନା ଅନୁସାରେ, ଆଜି ସକାଳେ ୨ ଜଣ ବାହାର ଭକ୍ତ ପାଟ ପିନ୍ଧି ସେବାୟତଙ୍କ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ଏହି ସମୟରେ ମଙ୍ଗଳ ଆଳତି ଚାଲିଥିଲା। ସେମାନଙ୍କର ଚାଲିଚଳଣ ଦେଖି ଅନ୍ୟ ସେବାୟତଙ୍କ ସନ୍ଦେହ ସୃଷ୍ଟି ହେବାରୁ ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। କୁମ୍ଭାରପଡ଼ା ପୁଲିସ୍‌ ୨ଜଣଙ୍କୁ […]

author-image
Rajalaxmi Sahoo
ପୁରୀରେ ୨ ଛଦ୍ମବେଶୀ ସେବାୟତ ଅଟକ

puri

ପୁରୀ: ମଙ୍ଗଳ ଆଳତି ବେଳେ ପାଟ ପିନ୍ଧି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିବା ୨ଜଣ ଛଦ୍ମବେଶୀ ସେବାୟତଙ୍କୁ ପୁଲିସ୍‌ ଅଟକ ରଖିଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ୨ ଜଣ ବାହାର ଭକ୍ତ ପାଟ ପିନ୍ଧି ସେବାୟତଙ୍କ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ଏହି ସମୟରେ ମଙ୍ଗଳ ଆଳତି ଚାଲିଥିଲା। ସେମାନଙ୍କର ଚାଲିଚଳଣ ଦେଖି ଅନ୍ୟ ସେବାୟତଙ୍କ ସନ୍ଦେହ ସୃଷ୍ଟି ହେବାରୁ ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୁଲିସ୍‌କୁ ଖବର ଦିଆଯାଇଥିଲା।

କୁମ୍ଭାରପଡ଼ା ପୁଲିସ୍‌ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Puri Rath Yatra 2020 ରଥଯାତ୍ରା 2020
Advertisment
Advertisment