/odishatv-khabar/media/post_attachments/uploadimage/library/16_9/16_9_0/corona-testing-4_1622191362.jpg)
corona testing
ଭୁବନେଶ୍ୱର: ଗତକାଲି ରାଜ୍ୟରେ ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ସର୍ବାଧିକ ୧,୦୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୮୦୯ ଓ କେନ୍ଦ୍ରାପଡ଼ାରୁ ୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା, ସୁନ୍ଦରଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ କିଛିଦିନ ଧରି କଟକ, ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ।
ହଠାତ୍ ଗତକାଲି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଥିଲା। ଗତକାଲି ୬ ହଜାର ୭୩୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ବାହାରିଥିଲେ ୨,୭୭୪ ଜଣ।
Covid-19 Report For 27th May
New Positive Cases: 7216
In quarantine: 4041
Local contacts: 3175(Details of local contacts will be shared by concerned Dist Administration)
District Wise Cases:
1. Angul: 409
2. Balasore: 215
3. Bargarh: 331
4. Bhadrak: 246
5. Balangir: 130— I & PR Department, Odisha (@IPR_Odisha) May 28, 2021
6. Boudh: 148
7. Cuttack: 1091
8. Deogarh: 68
9. Dhenkanal: 428
10. Gajapati: 38
11. Ganjam: 150
12. Jagatsinghpur: 183
13. Jajpur: 241
14. Jharsuguda: 64
15. Kalahandi: 150
16. Kandhamal: 101
17. Kendrapada: 487
18. Keonjhar: 72
19. Khurda: 809
20. Koraput: 220— I & PR Department, Odisha (@IPR_Odisha) May 28, 2021
21. Malkangiri: 135
22. Mayurbhanj: 27
23. Nawarangpur: 242
24. Nayagarh: 164
25. Nuapada: 66
26. Puri: 110
27. Rayagada: 246
28. Sambalpur: 241
29. Sonepur: 74
30. Sundargarh: 184
31. State Pool: 146— I & PR Department, Odisha (@IPR_Odisha) May 28, 2021
New recoveries: 11551
Cumulative tested: 11596753
Positive: 739955
Recovered: 635179
Active cases: 102072— I & PR Department, Odisha (@IPR_Odisha) May 28, 2021
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୦୪୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟସ୍ ୩୧୭୫ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୯,୯୫୫ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧,୦୨,୦୭୨ ଥିବାବେଳେ ୬,୩୫,୧୭୯ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳରୁ ୫, ସୁନ୍ଦରଗଡ଼ରୁ ୪, ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୬୫୧ରେ ପହଞ୍ଚିଛି।
/odishatv-khabar/media/post_attachments/wp-content/uploads/2021/05/Capture-33.jpg)
Regret to inform the demise of thirty three numbers of Covid positive patients while under treatment in hospitals.
1.A 22 years old male of Angul district.
2.A 58 years old female of Angul district.
3.A 26 years old female of Angul district.
— H & FW Dept Odisha (@HFWOdisha) May 28, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)