Advertisment

‘ଫୋନି’ ଦ୍ୱାରା ୧୪ ଜିଲ୍ଲାର ୮୮ ବ୍ଲକ୍‌ ପ୍ରଭାବିତ

‍ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ଫସଲ କ୍ଷୟକ୍ଷତି ନେଇ ସରକାରଙ୍କ ଆକଳନ ସଂପର୍କରେ ସୂଚନା ଲୋକ ସଂପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ୧୪ଟି ଜିଲ୍ଲାର ୮୮ ବ୍ଲକ୍‌ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଛି। ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ୧୨ ହଜାର ୨୭୭ ହେକ୍ଟର ଜମିର ନଡ଼ିଆ, ଆମ୍ବ ଚାଷ ନଷ୍ଟ ହୋଇଥିବା ସୂଚନା ଲୋକ ସଂପର୍କ ସଚିବ କହିଛନ୍ତି। ତେବେ କ୍ଷତି ଭରଣା ପାଇଁ ୧୪୫.୪୫ […]

‘ଫୋନି’ ଦ୍ୱାରା ୧୪ ଜିଲ୍ଲାର ୮୮ ବ୍ଲକ୍‌ ପ୍ରଭାବିତ

1

Advertisment

‍ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ଫସଲ କ୍ଷୟକ୍ଷତି ନେଇ ସରକାରଙ୍କ ଆକଳନ ସଂପର୍କରେ ସୂଚନା ଲୋକ ସଂପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ୧୪ଟି ଜିଲ୍ଲାର ୮୮ ବ୍ଲକ୍‌ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଛି।

Advertisment

୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ୧୨ ହଜାର ୨୭୭ ହେକ୍ଟର ଜମିର ନଡ଼ିଆ, ଆମ୍ବ ଚାଷ ନଷ୍ଟ ହୋଇଥିବା ସୂଚନା ଲୋକ ସଂପର୍କ ସଚିବ କହିଛନ୍ତି। ତେବେ କ୍ଷତି ଭରଣା ପାଇଁ ୧୪୫.୪୫ କୋଟି ଟଙ୍କାର ସହାୟତା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ