ସଂକ୍ଷେପରେ ଆଜିର ତାଜା ଖବର - Sunday, 03 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବକ୍ସ ଡ୍ରେନ୍ ଲୋକାର୍ପଣ ଶ୍ରେୟକୁ କଟକ ବିଜେଡି ଦୁଇ ଫାଳ

କଟକରେ ବକ୍ସ ଡ୍ରେନ ଲୋକାର୍ପଣ ପରେ ଆରମ୍ଭ ହୋଇଛି ରାଜନୀତି। ବକ୍ସଡ୍ରେନ ନିର୍ମାଣର ଶ୍ରେୟ କାହାକୁ ଯିବ ତାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି। More

 ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ବୃଦ୍ଧି ହେଲା ପେନସନ୍...

ବଢିଲା ନିର୍ମାଣ ଶ୍ରମିକଙ୍କ ପେନସନ। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ଶ୍ରମିକ ମାନଙ୍କ ପେନସନ ରାଶିରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । More

ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ; ୯ ଜଣଙ୍କୁ ଅଟକ ରଖିଲା ପୋଲିସ...

ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । More

ଫାଳ ଫାଳ ବିଜେଡି କ୍ୟାମ୍ପ, ବିଜେପି ମୁହାଁ ହେଉଛନ୍ତି ଜଣଙ୍କ ପରେ ଜଣେ ଅସନ୍ତୁଷ୍ଟ

ଫାଳ ଫାଳ ବିଜେଡି କ୍ୟାମ୍ପ। ରାଜଧାନୀରୁ ପାରାଦୀପ। ସବୁଠି ବିଧାୟକଙ୍କ ବିରୋଧରେ ଆଶାୟୀଙ୍କ ବିଦ୍ରୋହ। ବିଜେଡି ଅସନ୍ତୁଷ୍ଟ ଏବେ ବିଜେପି ମୁହାଁ। More

ନବୀନଙ୍କ ଜିଲ୍ଲାରେ ଭାଙ୍ଗୁଛି କି ଶଙ୍ଖ ଗଡ଼ ? ପଦ୍ମ ଧରୁଛନ୍ତି ଜଣଙ୍କ ପରେ ଜଣେ ଟାଣୁଆ ଚେହେରା

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଶକ୍ତିହୀନ ହେଉଛି କି ବିଜେଡି ? ଗୋଟିଏ ପଟେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଛାମୁଆ ନେତା ଓ କର୍ମୀଙ୍କ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ସୀମା ଡେଇଁଲାଣି। More

ମରିବି ଅମର ଶୁଭଜିତ୍, ୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ

ଅଙ୍ଗଦାନ ପାଇଁ ରାଜ୍ୟରେ ସୃଷ୍ଟି ହେଉଛି ସଚେତନତା। ପୁଅର ଅଙ୍ଗଦାନ କରି ପୁଣି ଚର୍ଚ୍ଚାରେ ପିତାମାତାଙ୍କ ମହନୀୟତା। More

ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ; ଫାଇନ୍ କି ଥାନାରୁ ଜାମିନ୍ ନୁହେଁ, ସିଧା ଯିବେ ଜେଲ୍ !  

ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ । More

ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା, ଭୁବନେଶ୍ୱରରେ ଫ୍ଲାଗମାର୍ଚ୍ଚ କଲା କେନ୍ଦ୍ରୀୟ ଫୋର୍ସ

ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର CAPF ଯବାନ। More

ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। More

ଭଟଲିରେ କିଏ ଜିତିବ ଭୋଟରଙ୍କ ମନ; ବିଜେପିରୁ ଈରାଶିଷ ଆଚାର୍ଯ୍ୟ ନା ସୁଶାନ୍ତ ମିଶ୍ର ?

ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ। More

ଆହୁରି ତାତିବ ! ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର..

କିଛି ଦିନ ଧରି ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା, ଏବେ ଆକାଶରୁ ମେଘ ହଟିଯିବା ପରେ ତାପମାତ୍ରା ବଢିଛି। More

ମନିପର୍ସରୁ ମର୍ଡର; ୫୫୦ ଟଙ୍କା ପାଇଁ ଚାଲିଗଲା ଜୀବନ

ମନିପର୍ସରୁ ମହାଭାରତ। ଯୁବକଙ୍କୁ ହତ୍ୟା। ଘଟଣାଟି ଘଟିଛି ବାରିପଦା ସୁନଗଡ଼ିଆରେ। More

ଛିଡୁଛି ବିଜେଡି, ବଢୁଛି ବିଜେପି; ୧୦ ଦିନରେ ୫ ବଡ଼ ଚେହେରା

ନିର୍ବାଚନ ପୂର୍ବରୁ ବିଜେଡିକୁ ପୁଣି ଝଟକା। ଦଳ ଛାଡ଼ିଲେ ଆଉ ଜଣେ ନେତା। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଶଙ୍ଖକୁ ବାଏ ବାଏ କରିଛନ୍ତି। More

କଟକ ପ୍ରସିଦ୍ଧ ରୁପା ତାରକସୀ କାମକୁ ମିଳିଲା GI ଟ୍ୟାଗ୍‌ ମାନ୍ୟତା

ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା। More

Panchang Today 3rd Mar 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୪୫ ଗତେ ୧ ପାଦ-କୃଷିହାନି-ଭୂମିଦାନ। More

ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ୱ ଓ ପରିଚାଳନା ଆଇନ୍, ବଦଳିଲା ୩ ସଂଜ୍ଞା

ବର୍ଷେ ନ ପୂରୁଣୁ ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଓ ପରିଚାଳନା ଆଇନ। ବଦଳିଲା ୩ ସଂଜ୍ଞା। ଆଉ ଛୋଟ ଆପାର୍ଟମେଣ୍ଟ କ୍ରେତାଙ୍କ ଲାଗି ଆଣିଲା ଖୁସି ଖବର । More

ବିଜେଡିର କିଏ ସେ ରଙ୍ଗ ମିସ୍ତ୍ରୀ ? କାହାକୁ ଚରମବାଣୀ ଶୁଣାଇଲେ ଅମରେଶ

ଘନେଇଲା ବିଜେଡିର ମଧ୍ୟ ଭୁବନେଶ୍ୱର ଟେନସନ୍। ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ଭିତରେ ବିବାଦକୁ ନେଇ ସରଗରମ ରାଜଧାନୀ ରାଜନୀତି। More

ଚର୍ଚ୍ଚାରେ ଲାଗିଲା ଫୁଲଷ୍ଟପ୍...ହବନି ମେଣ୍ଟ, ଏକା ଲଢ଼ିବେ ଉଭୟ ଦଳ

ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । More

ପଦ୍ମ ପୋଖରୀରେ ଫୁଟୁଛି ଶଙ୍ଖ, ଜଣଙ୍କ ପରେ ଜଣେ ଦଳ ଛାଡ଼ୁଛନ୍ତି ହେଭିୱେଟ୍ ନେତା

ଛିଡୁଛି ବିଜେଡି, ବଢୁଛି ବିଜେପି । ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି । More

ଅବହେଳିତ ଅବସ୍ଥାରେ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ: ଶହ ଶହ ବସ୍‌କୁ ଅଳ୍ପ ଯାଗା

ଓଡ଼ିଶାର ଅନ୍ୟତମ ବୃହତ୍ତମ ସହର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏବେ ଅବହେଳିତ ଅବସ୍ଥାରେ ରହିଛି ବସ୍‌ଷ୍ଟାଣ୍ଡ । ସିଟି ବସ୍‌ଷ୍ଟାଣ୍ଡ ନାମରେ ନାମିତ ଏହି ବସ୍‌ଷ୍ଟାଣ୍ଡରେ ଆବଶ୍ୟକୀୟ ସ୍ଥାନ ନାହିଁ । ଯାତ୍ରୀଙ୍କ ସୁବିଧା ଲାଗି ତୁରନ୍ତ ଅନ୍ୟ ଏକ ବସ୍‌ଷ୍ଟାଣ୍ଡର ଆବଶ୍ୟକତା ରହିଛି ବୋଲି ସହରବାସୀ କହିଛନ୍ତି । More