ସଂକ୍ଷେପରେ ଆଜିର ତାଜା ଖବର - Friday, 23 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚର୍ଚ୍ଚାରେ ଅଟୋଚାଳକଙ୍କ ମହତପଣ...ଦାନ କଲେ ଝିଅର ଅଙ୍ଗ...

ଚର୍ଚ୍ଚାରେ ରାଜଧାନୀର ଅଟୋଚାଳକଙ୍କ ମହତପଣ...ବ୍ରେନଡେଡ୍ ଘୋଷଣା ପରେ ଦାନ କଲେ ଝିଅର ଅଙ୍ଗ...ପ୍ରତ୍ୟାରୋପଣ ପାଇଁ ନୂଆଦିଲ୍ଲୀ ILBS ଗଲା ଲିଭର୍... More

ଫେବ୍ରୁଆରୀ ୧୪ରେ ଗିରଫ ହୋଇଥିଲେ ସଂଯୁକ୍ତା; ଆଜି ବାହାରିଲେ ଜେଲ୍‌ରୁ

୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ । More

କୁନି କୁନି ପିଲାଙ୍କ ପାଇଁ ଉନ୍ମୋଚିତ ହେଲା ‘ଗଳ୍ପମାଳା’ 

ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ । ବ୍ୟୋମକେଶ କରଙ୍କ ସ୍ମୃତି ଦିବସରେ ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ ।  More

ପୌରାଞ୍ଚଳରେ ବୁଲିଲା ବୁଲଡୋଜର, ଜୋରଦାର ହେଲା ଜବର ଦଖଲ ଉଚ୍ଛେଦ

ସରକାରୀ ଜମିରେ ଥିବା ଘର ଭାଙ୍ଗିଲା ପ୍ରଶାସନ । More

ନିଆଁ ଲାଗିଲେ କେମିତି ବର୍ତ୍ତିବେ, ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ମକଡ୍ରିଲ୍

ଅଗ୍ନିକାଣ୍ଡ ଘଟିଲେ କିଭଳି ମୁକାବିଲା ହେବ ଡେମୋ ପ୍ରଦର୍ଶନ । ଡେମୋ ପ୍ରଦର୍ଶନ କଲେ ଜି ଫୋର୍ ଏସ୍ ସିକ୍ୟୁରିଟି ଅଫିସର । More

ଡ୍ରଗ୍ସର ନୂଆ ହବ୍ କି ଖୋର୍ଦ୍ଧା ଜେଲ ? ସିସିଟିଭି ନଜର ସତ୍ତ୍ବେ ଚାଲିଛି ବ୍ରାଉନସୁଗାର କାରବାର ...

ଡ୍ରଗ୍ସ କାରବାରର ନୂଆ ହବ୍ କି ଖୋର୍ଦ୍ଧା ଜେଲ ? ୨୪ ଘଣ୍ଟିଆ ସିସିଟିଭି ନଜର ସତ୍ତ୍ବେ ଡ୍ରଗ୍ସ କାରବାର  ।  ଜେଲରୁ ନିଶା କାରବାରର ନେଟୱର୍କ ଅପରେଟ୍ କରୁଛନ୍ତି ଅଭିଯୁକ୍ତ ।  More

ଜୀବନ ଯିବା ପରେ ବଞ୍ଚିବେ ଦମୟନ୍ତୀ; ନିଜେ ଚାଲିଗଲେ, ଅନ୍ୟଙ୍କୁ ବଞ୍ଚାଇଦେଲେ

ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ପାଇଁ ଏହା ପ୍ରଥମ ଘଟଣା। ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ। More

କମାଲ କରୁଛନ୍ତି ଖଣ୍ତଗିରି ବାବା; ଫୁଙ୍କି ଦେଲେ ଫୁ ମାରୁଛି ମାରାତ୍ମକ ରୋଗ !

ଯେଉଁଠି ଲୋକଙ୍କୁ ଚିକିତ୍ସା କରୁଛନ୍ତି କିଛି ବାବା, ସେଇଠି ବୈଦ୍ୟଙ୍କ ପାଖରେ ବି ଚିକିତ୍ସିତ ହେଉଛନ୍ତି ଆଉ କିଛି ସାଧୁ। ଭୁବନେଶ୍ୱର ଖଣ୍ଡଗିରି ମେଳାର ଗୋଟିଏ ବୋତଲ ମନ୍ତ୍ର ଫୁଙ୍କା ପାଣି ପିଇଦେଲେ, କୁଆଡ଼େ ଭଲ ହୋଇଯାଉଛି କ୍ୟାନ୍ସର ଓ ଡାଇବେଟିସ୍ ଭଳି ବେମାରୀ। More

ନକଲି NOCରେ ଋଣ ଠକେଇ ମାମଲା, ୭୭ ଲକ୍ଷ ୫୦ ହଜାର କ୍ଷତିପୂରଣ ଦେବ ବ୍ୟାଙ୍କ

ନିଲାମୀରେ ବିକିଥିବା ଜମି ରେଜିଷ୍ଟ୍ରେସନ କରାଇପାରିଲାନି ବ୍ୟାଙ୍କ୍ । ଋଣ ଖିଲାପକାରୀଙ୍କ ପାଇଁ ବ୍ୟାଙ୍କ ହଟହଟା । More

‘କାଳିଆ’ ଅବଧି ବୃଦ୍ଧିକୁ ନେଇ ତେଜିଲା ରାଜନୀତି, ପୁଣି ନିର୍ବାଚନୀ ଥୋପ କହି ବର୍ଷିଲେ ବିରୋଧୀ

ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ । More

ବୋଝ ହେଉଛି ପରୀକ୍ଷା; ଝୁଲି ପଡ଼ୁଛନ୍ତି ଛାତ୍ରଛାତ୍ରୀ

ଯେଉଁ ବାପ, ପୁଅକୁ ମଣିଷ କରିବାର ସ୍ୱପ୍ନ ଦେଖୁଥିଲା, ସେହି ବାପର ଆଜି ଚୁରମାର ହୋଇଯାଇଛି ସ୍ୱପ୍ନ, ଭାଙ୍ଗିଯାଇଛି ଧୈର୍ଯ୍ୟର ବନ୍ଧ। ଯେଉଁ ପୁଅ ପରିବାରର କୂଳ ରକ୍ଷା କରିଥାନ୍ତା, ଆଜି କଅଁଳ ବୟସରେ ଆଖି ବୁଜିଦେଇଛି ସେହି କୁଳନନ୍ଦନ। More

ଭତ୍ତା ପାଇଁ ୭ ଘଣ୍ଟା ଅପେକ୍ଷା; ଶେଷରେ ୨ ଜଣ ବେହୋସ..

ବୟସରେ ଅପରାହ୍ନରେ ସେମାନେ, ଦୁଇରେ ଛଅ ସାତ ଘଣ୍ଟା ଲେଖାଏଁ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡୁଛି ଭତ୍ତା ପାଇଁ। More

Odisha Police Recruitment: ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ତିନି ହଜାରରୁ ଅଧିକ ପଦବୀ

ଓଡ଼ିଶା ପୋଲିସ୍‌ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ପୋଲିସ୍ ବିଭାଗ(OPD) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ। More

BMC ର କଡ଼ା ଚେତାବନୀ; କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର

ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। More

Panchang Today 23rd Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶୁକ୍ରବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୭.୨୫ ଗତେ ସିଂହ। ତିଥି- ୧୪ଶୀ ଦିବା ୦୩.୩୪ ଗତେ ପୂର୍ଣ୍ଣିମା। More

ଶ୍ରୀମନ୍ଦିର ନୀତି ବିଭ୍ରାଟରେ ନୋ ବ୍ରେକ !  ବିଳମ୍ବ ବନକଲାଗି ଯୋଗୁଁ ଭୋର୍ ୪ଟାରେ ରାତ୍ରପହୁଡ଼

ନାଟମଣ୍ଡପ ମରାମତି ପାଇଁ କେମିତି ରାତି ୨ରେ ହେବ ଦ୍ୱାରଫିଟା? ନୀତି ପ୍ରଶାସକ କହିଲେ ଅସୁବିଧା ହେବନି । More

ନିର୍ବାଚନ ପାଇଁ ଦଳର ପ୍ରତିଶ୍ରୁତି ପାହାଡ଼; ଏପଟେ ନେତାଙ୍କୁ ପାନେ ଦେବା ପାଇଁ ରେଡ୍ଡି ଲୋକେ

ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି। More

ହୀରାକୁଦ କେନାଲ ପ୍ରତି ବଡ଼ ବିପଦ ! ବନ୍ଧର କଂକ୍ରିଟ ଆଡ଼ିବନ୍ଧ ଦବିବାରୁ ଭାଙ୍ଗିଯିବା ଭୟ...

ଚାଷ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ଆନ୍ଦୋଳନ । ସ୍ଥାୟୀ ମରାମତି ପ୍ରତିଶ୍ରୁତି ଦେଲେ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ । More

ଛିଣ୍ଡୁନି ଛତ୍ରବଜାର ଅର୍ବାନ ହାଟର ପିଣ୍ଡି ବିବାଦ, ଉଦଘାଟନର ୬ ମାସ ପରେ ବି ରାସ୍ତା କଡ଼ରେ ବ୍ୟବସାୟୀ

ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। More

ଲୋକଙ୍କ କାମରେ ଲାଗୁନି ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା !

ବାଲେଶ୍ୱରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ । ନିର୍ମାଣ ସରିଥିଲେ ବି ହୋଇନି ପାଣି ଓ ବିଦ୍ୟୁତ ସଂଯୋଗ । More