ସଂକ୍ଷେପରେ ଆଜିର ତାଜା ଖବର - Thursday, 15 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସରକାରଙ୍କ ବଡ଼ ଘୋଷଣା; ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାସିକ ୫ ହଜାର

ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା ହୋଇଛି। More

ଅଙ୍ଗଦାନ କଲେ ରାଷ୍ଟ୍ରୀୟ ସମ୍ମାନରେ ଶେଷକୃତ୍ୟ

ଅଙ୍ଗଦାନ ଏକ ଏକ ମହତ ଦାନ। ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟ ମାନେ ଅଙ୍ଗଦାନ ପାଇଁ ସାହସିକ ନିଷ୍ପତ୍ତି ନିଅନ୍ତି। More

ନିର୍ବାଚନ ପୂର୍ବରୁ ହାଜିରା ପକାଇଲାଣି ED; ଆଜି ପ୍ରଫୁଲ୍ଲ, କାଲି କିଏ ?

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି। ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୦ କୋଟିରୁ ଅଧିକ ଟଙ୍କାର ମହାଦୁର୍ନୀତି ମାମଲାରେ ରାଜ୍ୟର ୧୦ଟି ସ୍ଥାନରେ ରେଡ୍। More

ସମର୍ଥନ ଦେଲା, ନାମାଙ୍କନ ବେଳେ ଅନୁପସ୍ଥିତ ରହିଲା; ବୁଝାପଡୁନି ‘B’ ପଲିଟିକ୍ସ

ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା More

ପିଲାଙ୍କୁ କେମିତି ବୁଝେଇବେ ଶରତ କିଏ ? ପତ୍ତା ମିଳୁନି...

ମଣିଷର ପ୍ରକୃତି ନଷ୍ଟ ହେଲେ ରସାତଳକୁ ବୋଲି ଆମେ କହି ଚେତେଇ ଦେଇଥାଉ l ଆଉ ଯଦି ପ୍ରକୃତିର ପ୍ରକୃତି ନଷ୍ଟ ହୁଏ, ଆମେ କେଉଁଠି ଲୁଚିବା ? ଦେଖାଣିଆ ପାଇଁ ଗାଡି ଉପରେ ଗାଡ଼ି କିଣୁଛେ, ହାଟକୁ ଗଲେ ବି ଗାଡି ଚଢୁଛେ, ସୌନ୍ଦର୍ଯ୍ୟକରଣ ନାଁରେ କଂକ୍ରିଟ୍ ସହର ତିଆରି କରୁଛେ, ବାୟୁମଣ୍ଡଳ ପ୍ରତି ସର୍ବାଧିକ ଅବଦାନ ଥିବା ବୃକ୍ଷଗୁଡ଼ିକୁ କାଟି କାଗଜୀ ଫୁଲ ଗଛ ଲଗାଉଛେ l More

ଅନ୍ଧାର ରାତିରେ ଗାଁ ବୁଲିଲେ, ରାଜ୍ୟ ସରକାରଙ୍କୁ ପୁଣି ଆଇନା ଦେଖାଇଲେ ରାଜ୍ୟପାଳ

ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାରଙ୍କ ତମାମ ଢୋଲପିଟା ଯୋଜନା ସତ୍ତ୍ୱେ ଲୋକେ ପାଣି ପାଇଁ କେମିତି ଡହଳବିକଳ ହେଉଛନ୍ତି, ତାର ଚିତ୍ର ଖୋଦ୍ ନିଜ ଆଖିରେ ଦେଖିଲେ ରାଜ୍ୟପାଳ। More

ମଇଁଷିର ନାଁ ଯୁବରାଜ; ବର୍ଷକୁ ରୋଜଗାର ଦେଉଛି ୩୦ ଲକ୍ଷରୁ ଅଧିକ ଟଙ୍କା

ଯୁବରାଜର ଶରୀରକୁ ମଲ୍ଲ ଯୋଦ୍ଧା ଭଳି ତେଲରେ ମାଲିସ କରାଯାଉଛି । ଆସନ୍ତାକାଲିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ତିନିଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶ । More

୨୬ ପ୍ରକଳ୍ପର ଶିଳାନ୍ୟାସ କଲେ ଗଡ଼କରୀ; ଲୋକାର୍ପିତ ହେଲା ଚଣ୍ଡିଖୋଲରୁ ଭଦ୍ରକ ଯାଏ ୬- ଲେନିଂ ରାସ୍ତା

NH-୧୬ ଚଣ୍ଡିଖୋଲ ଠାରୁ ଭଦ୍ରକ ପର୍ଯ୍ୟନ୍ତ ୬- ଲେନିଂ ରାସ୍ତା ଏବଂ NH-୪୯ର ବାହାରଗୋଡ଼ା-ସିଂଘରା ଖଣ୍ଟର ୪-ଲେନିଂ ରାସ୍ତା ଲୋକାର୍ପିତ ହୋଇଛି । ଏଥିସହ ଅନ୍ୟ ୨୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଡ଼କରୀ, ଯେଉଁଥିରୁ ଅଧିକାଂଶ ପ୍ରକଳ୍ପ ଓଡ଼ିଶାର ରହିଛି । More

ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍; ଏଠି ସେଠି ସବୁଠି ଫ୍ଳାଟ୍‌, ବ୍ୟାଙ୍କରେ କୋଟି କୋଟି

ବସନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ଇତ୍ୟାଦିରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କାର ଜମା । ତା’ ଛଡ଼ା ଭିଜିଲାନ୍ସ ଚଢ଼ାଉବେଳେ ମିଳିଛି ୨୬୦ ଗ୍ରାମର ସୁନା ଅଳଙ୍କାର । More

ପୁରୀରୁ ଅଯୋଧ୍ୟା ଗଢ଼ିବ ସ୍ୱତନ୍ତ୍ର ଟ୍ରେନ

ଜୁଲାଇ କିମ୍ବା ଅଗଷ୍ଟ ମାସରେ ଏହି ଟ୍ରେନ ଶୁଭାରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। More

ଜୀବନ ପାଇଁ ସଂଘର୍ଷ, ଏୟାରଲିଫ୍ଟ ହେଲେ ୨ ଯବାନ

ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍‌ କରୁଥିବାବେଳେ ହଠାତ୍‌ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨ SOG ଯବାନ ଗୁରୁତର ଆହତ ହୋଇଥିଲେ। More

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ

ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅନେକ ଫାଇଦା ପାଇଛି ରାଜ୍ୟ। More

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ED ଚଢ଼ାଉ

ବରପଦା ଇଂଜିନିୟରିଂ କଲେଜରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ । More

Panchang Today 15th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ । More

ଅଶ୍ୱିନୀ ରେଳ ମନ୍ତ୍ରୀ ହେବା ପରେ, ଓଡ଼ିଶାକୁ ମିଳିଛି ଅନେକ ଫାଇଦା

ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। More

ଗୋଷ୍ଠୀ ସଂଘର୍ଷରୁ ତୁମୁଳ କାଣ୍ଡ, ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା !

ଏହି ଘଟଣା ପରେ ଗାଁରେ ଲାଗି ରହିଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ଗାଡ଼ି ପୋଡାଜଳା କରିଥିବା ସୂଚନା ମିଳିଛି। More

କଥା କହୁଛି ଆଖି...ଭାଷା ବୁଝୁଛି ମନ, ସାତ ଜନ୍ମର ସାଥୀ ହୋଇଛନ୍ତି ଫେସବୁକ ଲଭବାର୍ଡ

ଏଠି ଶବ୍ଦର ଆବଶ୍ୟକତା ନାହିଁ... କି ନାହିଁ ଭାଷାର ପ୍ରୟୋଜନ। ଠାରରେ ଠାରରେ... 'ନିଶବ୍ଦ' ଏ ପ୍ରେମ...। ଓଠ ନୁହେଁ, ଏଠି କଥା କହୁଛି ଆଖି... ଇସାରା ଇସାରାରେ ଚାଲିଛି ଭାବ ଦିଆନିଆ। More

ରାଜ୍ୟବ୍ୟାପୀ ଠପ୍ ପ୍ରାଣୀ ଚିକିତ୍ସା, ଯନ୍ତ୍ରଣାରେ ସନ୍ତୁଳି ହେଉଛନ୍ତି ଅସୁସ୍ଥ ଗୃହପାଳିତ ପଶୁପକ୍ଷୀ

ଗାଈଗୋରୁ ହେଉ କି କୁକୁର, ବିଲେଇ। ଘରେ ରଖି ଲାଳନ ପାଳନ କରୁଛନ୍ତି କି, ଆଗକୁ ସେମାନଙ୍କ ଅବସ୍ଥା ବେହାଲ୍ ହେବାର ଆଶଙ୍କା ଉପୁଜିଛି। କାରଣ ୨୮ ଦିନର ଆନ୍ଦୋଳନ ପରେ ଏବେ ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପ୍ରାଣୀ ଡାକ୍ତର। More

ମାଳ ମାଳ ଆଶାୟୀ ଥାଇ କାହିଁକି ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ?

ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?   More

ପ୍ରଦୀପ ଉବାଚ.. ‘BJP ସିନିୟର ପାର୍ଟି, BJD ସମର୍ପିତ ଦଳ’

ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି। More