ସଂକ୍ଷେପରେ ଆଜିର ତାଜା ଖବର - Sunday, 31 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶା ଦେଇ ଗଡ଼ିଲା ‘ଅମୃତ ଭାରତ’; ପ୍ରତି ଷ୍ଟେସନରେ କରାଗଲା ସ୍ୱାଗତ

ଭଦ୍ରକ ଓ କଟକରେ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଢୋଲ ବାଦ୍ୟରେ କମ୍ପିଥିଲା କଟକର ପ୍ଲାଟଫର୍ମ । ଏହାପରେ ରାଜଧାନୀ ଭୁବନେଶ୍ୱରରେ ପୁଷ୍ପବୃଷ୍ଟି କରି ଏହି ନୂଆ ଟ୍ରେନକୁ ସ୍ୱାଗତ କରିଥିଲେ ଲୋକେ । More

ଓଡ଼ିଶାରେ ବିଜେପି ଖେଳିଲା ମୋଦି ଗ୍ୟାରେଣ୍ଟି କାର୍ଡ, କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱରରେ ଚାଲିଥିବା ବିଜେପିର ୩ ଦିନିଆ ମାନସ ମନ୍ଥନ ଶେଷ ହୋଇଛି । ପ୍ରଥମ ଦିନ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ସମନ୍ୱୟ ବୈଠକରେ ଯୋଗ ଦେଇଥିବା ବେଳେ, ଶନିବାର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକରେ କର୍ମୀଙ୍କ ମନ୍ତ୍ର ଦେଇଥିଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । More

ପରିକ୍ରମା ପ୍ରକଳ୍ପ ନାଁରେ ଭୋଟ୍ ରାଜନୀତି କରୁଛି କି ବିଜେଡି ? କ୍ୟାବିନେଟ ନିଷ୍ପତ୍ତି ପଛରେ ରାଜନୀତିର ଗନ୍ଧ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ? More

କାହା ସ୍ୱାର୍ଥରେ BMCର ନୋ ହୋର୍ଡିଂ ଜୋନ୍ ନିୟମ, ସହର ସାରା ଛାଇଯାଇଛି ରାଜନେତାଙ୍କ ହୋଡିଂ

ହକି ବିଶ୍ୱକପ୍ ଥିବାରୁ ସହରର ସୌନ୍ଦର୍ଯ୍ୟ ବଢାଇବା ଲାଗି ହୋଇଥିଲା ନୋ ହୋଡିଂ ଜୋନ ନିୟମ, ଆଉ ହକି ବିଶ୍ୱକପ ସରିବା ପରେ ଯେଶା କୁ ତେଶା। ଆସୁଛି ନୂଆ ବର୍ଷ ଆଉ ନୂଆ ବର୍ଷରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆରମ୍ଭ ହୋଇଗଲାଣି ହୋଡିଂ ୱାର । More

'ଓଡ଼ିଶାରେ ୮୦ ବିଧାନସଭା, ୧୬ ଲୋକସଭା ଆସନ ଜିତିବ ବିଜେପି'

ରାଜ୍ୟର ମହିଳା ଓ ଯୁବକ ବିଜେପି ସପକ୍ଷରେ ଅଛନ୍ତି । ଏଠି ଜଣେ ସୁପର୍ ସିଏମ୍ ସରକାର ଚଳାଉଥିବା ଲୋକେ ଜାଣିଲେଣି ବୋଲି କହିଛନ୍ତି ବିଜୟପାଲ ସିଂ । More

ବର୍ଷର ଶେଷ ସଂଧ୍ୟାରେ ବଡ଼ ଦୁର୍ଘଟଣା; ଓଲଟିଲା ପିକ୍‌ନିକ୍‌ ବସ୍‌, ୩୫ ଆହତ

ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ ମୋଟ୍‌ ୬୦ଜଣ ଥିଲେ । More

ପୋଲିସ୍‌ ଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡ଼ଙ୍ଗୀ

ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆଜି ସରିଥିବାବେଳେ ୧୯୯୦ ବ୍ୟାଚ୍‌ର IPS ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । More

ନୂଆବର୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୂଆ କଟକଣା; ପାନ, ଗୁଟଖା ଖାଇ ମନ୍ଦିରକୁ ଯାଇ ପାରିବେନି ଭକ୍ତ ଓ ସେବାୟତ

ନୂଆବର୍ଷରେ ମନ୍ଦିର ସବୁଦିନ ଭଳି ସକାଳ ୫ଟାରେ ଖୋଲିବା ସହ ନିୟମିତ ନୀତିକାନ୍ତି ଚାଲିବ। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପାଇଁ ପ୍ରସ୍ତୁତ ହେବ ପରିଚୟ ପତ୍ର। More

ନୂଆବର୍ଷରେ ରାତି ଗୋଟାଏରୁ ଜଗା ଦର୍ଶନ

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି । More

ଦୁର୍ନୀତି ବିରୋଧରେ କହିବାରୁ ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼

ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ କରିଛନ୍ତି ଦୁଇ ଜଣ । ରେମୁଣା ବିଧାୟକ ସୁଂଧାଶୁ ପରିଡ଼ାଙ୍କୁ ଦାୟୀ କଲେ । More

ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା... ପୁଣି ୫ ପଜିଟିଭ..

ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୮କୁ ବୃଦ୍ଧି, ଜଣେ ସୁସ୍ଥ ସୂଚନା । More

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହେବେ ମନୋରମା ମହାନ୍ତି

ଗୁଜରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ମନୋରମା । ମନୋରମାଙ୍କ ପଦୋନ୍ନତି ହେବା ସହ ନୂଆ ଦାୟିତ୍ବ ଦିଆଯାଇଛି। More

ଏମିତି ଥିଲା ୨୦୨୩ ! କେତେବେଳେ ଖୁସିରେ ଛାତି ଫାଟୁଥିଲା ତ କେବେ କୋହରେ ରୁନ୍ଧି ହେଉଥିଲା...

ସିନେମା ଜଗତଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଅନେକ ପରିବର୍ତ୍ତନ । ସାମରିକ କ୍ଷେତ୍ରରେ ମଧ୍ୟ ଭାରତ ଆହୁରି ସୁଦୃଢ଼ ହୋଇଛି । More

ଦାଦା ବଟି ପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। More

ଜଳେଶ୍ୱର-ବାଲେଶ୍ୱର-ସୋର-ଭଦ୍ରକ-କଟକ-ଭୁବନେଶ୍ୱରରେ ରହିବ ଅମୃତ ଭାରତ

ଆସନ୍ତା ଜାନୁଆରି ୭ ତାରିଖରୁ ମାଲଦାରୁ ନିୟମିତ ଭାବେ ଚାଲିବ ଏହି ଟ୍ରେନ। More

ଜାନୁଆରୀ ପ୍ରଥମ ସପ୍ତାହ ଶେଷକୁ ହୋଇପାରେ ବର୍ଷା

ନୂଆ ବର୍ଷ ଆରମ୍ଭରୁ ବର୍ଷା ! ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା । More

ନୂଆବର୍ଷରେ ପୁରୀରେ ଯାନବାହନ କଟକଣା

ଦିଗବାରେଣୀରୁ ବତୀଘର ଯାଏଁ ସମୁଦ୍ରକୂଳ ରାସ୍ତା ନୋ- ଭେହିକିଲ୍ ଜୋନ୍ । ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ । More

ମଦ ପିଇ ଗାଡ଼ି ଚଲାଉଥିଲେ ସାବଧାନ ! ନୂଆ ବର୍ଷ ପୂର୍ବରୁ ଭୁବନେଶ୍ୱରରେ କଡ଼ାକଡ଼ି ଚେକିଂ

ଯାନବାହନ ଯାଞ୍ଚ ସହିତ ବ୍ରେଥ୍ ଆନାଲାଇଜର୍ । କିଏ ମଦ ପିଇଥିଲା କି ଜାଣିବାକୁ ବ୍ରେଥ୍ ଆନାଲାଇଜର୍ । More

Panchang Today 31st Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ରବିବାର ଚନ୍ଦ୍ର- ସିଂହ ଅହୋରାତ୍ର ତିଥି- ୪ର୍ଥୀ ଦିବା ୧୧.୫୫ ଗତେ ୫ମୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର More

ପ୍ରଚାର ପ୍ରସାର ପାଇଁ ବଢ଼ିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟ୍, ବ୍ୟୟବରାଦ ଆଉ ୨୧୪ କୋଟି ବୃଦ୍ଧି

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବରୁ ୪ ହଜାର କୋଟି ବ୍ୟୟବରାଦ ଥିବା ବେଳେ ଏବେ ଏଥିରେ ଆଉ ୨୧୪ କୋଟି ଟଙ୍କା ବୃଦ୍ଧି କରି ୪ ହଜାର ୨୧୪ କୋଟି ଟଙ୍କା କରାଯାଇଛି। More

ମା’ଘର ୱାର୍ଡେନ୍ ମୃତ୍ୟୁର ଫିଟୁଛି ଗୁମର ! ବାପା କହିଲେ ଝିଅକୁ ନିର୍ଯାତନା ଦେଇ ମାରିଛନ୍ତି 

ମେଡ଼ିକାଲ ଷ୍ଟାଫ୍ ଓ 'ଆଲିସା' ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ । ଜାନୁଆରୀ ୫ ରେ ଆଦିବାସୀ ସଂଘର ରାୟଗଡ଼ା ବନ୍ଦ ଡାକରା । More

କାୟା ମେଲାଉଛି କରୋନା ! ୨୪ ଘଣ୍ଟାରେ ୭୪୩ ଆକ୍ରାନ୍ତ, ୭ ମୃତ

ରାଜ୍ୟରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ନେଇ ସତର୍କତା । ନୂଆବର୍ଷ ଉତ୍ସବ ଘରେ ପାଳିବାକୁ ସ୍ବାସ୍ଥ୍ୟ ବିଭାଗର ଅପିଲ । More

ଭିକେ ପାଣ୍ଡିଆନଙ୍କ ପାଠ ବହୁତ କମ୍, ଇତିହାସ ଜାଣିନାହାନ୍ତି କହିଲେ ପଞ୍ଚାନନ...

‘କଂଗ୍ରେସରେ ଥିଲା ବେଳେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ’ । ‘ନବୀନଙ୍କ ବେଳେ ନୁହେଁ, ଜାନକୀ ମୁଖ୍ୟମନ୍ତ୍ରୀ ଥିଲା ବେଳେ IOCL ହୋଇଥିଲା’ । More

ନୂଆବର୍ଷରୁ ଜଗାଦର୍ଶନରେ ବହୁ କଟକଣା, ଅଶାଳୀନ ପୋଷାକ ପିନ୍ଧିଥିଲେ ମନ୍ଦିରକୁ ମିଳିବନି ଏଣ୍ଟ୍ରି

ନୂଆ ବର୍ଷରୁ ଜଗା ଦର୍ଶନରେ ଲାଗିବ ଅନେକ କଟକଣା । ଅଶାଳୀନ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା। ଶ୍ରୀମନ୍ଦିର ଭିତରେ ଖାଇପାରିବେନି ପାନ ଗୁଟଖା, ଭିତରକୁ ପଲିଥିନ ବି ବାରଣ। More