ସଂକ୍ଷେପରେ ଆଜିର ତାଜା ଖବର - Monday, 24 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ ସ୍ଥିତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଭୟାବହ ସ୍ଥିତିକୁ ଆସିନି ରୋଗ

ରାଜଧାନୀକୁ ଘାରିଲାଣି ଡେଙ୍ଗୁ ଚିନ୍ତା। ହେଲାଣି ବେକାବୁ, ନେଲାଣି ମୁଣ୍ଡ। ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ବି ଭୟାବହ ସ୍ଥିତିକୁ ଆସିନି ଡେଙ୍ଗୁ। More

ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି । More

ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ । More

ଜଟଣୀରେ ଖୋଲିଲା ରାଜ୍ୟର ପ୍ରଥମ ଗାଡି ସ୍କ୍ରାପିଂ ୟୁନିଟ୍: କେମିତି କରିବେ ସ୍କ୍ରାର୍ପିଂ, ଜାଣନ୍ତୁ

ଆଜିଠୁ ରେଜିଷ୍ଟର ହୋଇଥିବା ଘରୋଇ ଗାଡିଗୁଡିକର ମଧ୍ୟ ସ୍କ୍ରାପିଂ ଆରମ୍ଭ ହୋଇଛି। ଏବେ ଆସନ୍ତୁ ଜାଣିବା କେମିତି ଆପଣ ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପିଂ କରିବେ। More

ଚାପରେ ନଇଁଲା ଶ୍ରୀମନ୍ଦିର ପ୍ରଶାସନ; ବହୁ ବିବାଦ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ସିଂହଦ୍ୱାରକୁ ଧର୍ମଦ୍ୱାର ଭାବେ ବିବେଚନା କରାଯାଉଥିବାବେଳେ, ପଶ୍ଚିମ ବା ବ୍ୟାଘ୍ର ଦ୍ୱାରକୁ କାମ ଦ୍ୱାର, ଦକ୍ଷିଣ ବା ଅଶ୍ୱ ଦ୍ୱାରକୁ ଅର୍ଥ ଏବଂ ଉତ୍ତର ବା ହସ୍ତୀ ଦ୍ୱାରକୁ ମୋକ୍ଷ ଦ୍ୱାର ବୋଲି ବିଶ୍ୱାସ କରାଯାଏ । More

ଟେନିସ୍‌ରେ ନୂଆ ପିଢ଼ିର ନେତୃତ୍ୱ ନେବେ କି କାର୍ଲୋସ୍ ଅଲ୍‌କାରାଜ୍

ପେସାଦାର ଟେନିସ୍‌ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି ୨୦ ବର୍ଷୀୟ ସ୍ପେନୀୟ ଖେଳାଳି କାର୍ଲୋସ୍ ଅଲ୍‌କାରାଜ୍ । ସେ ନିକଟରେ ୱିମ୍ବଲ୍‌ଡନ୍ ଜିତିବା ପରେ ଦୁଇଟି ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ଟେନିସ୍‌ରେ ରାଫେଲ୍ ନାଡାଲ୍ ଓ ନୋଭାକ୍ ଜୋକୋଭିଚ୍‌ଙ୍କ ଯୁଗ କ’ଣ ସରିଆସିଲାଣି? ଅଲ୍‌କାରାଜ୍ କ’ଣ ଟେନିସ୍‌ରେ ନୂଆ ପିଢ଼ିର ନେତୃତ୍ୱ ନେବେ? More

ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗର ଅଞ୍ଚଳରେ ୫୫ କିମି ବେଗରେ ବହିବ ପବନ

ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୫ ରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। More

ବଟି ନଦେବାରୁ ମରଣାନ୍ତକ ଆକ୍ରମଣ : ଛୁରା ମାଡ଼ ସହ ବିୟର ବୋତଲ ଭୁଶିଦେଲେ

ଗେଲ୍ ଇଣ୍ଡିଆ କମ୍ପାନୀର ସାଇଟ୍ ସୁପରଭାଇଜରଙ୍କୁ ଆକ୍ରମଣ More

ମହାଦେବଙ୍କ ଅପାର ମହିମା ! ବେଲଗଛରେ ନାହିଁ ଗୋଟିଏ ବି କଣ୍ଟା

ବିରଳ ବେଲଗଛ, ପତ୍ର ଫଳରେ ଭର୍ତ୍ତି । ହେଲେ ନାହିଁ ଗୋଟିଏ ବି କଣ୍ଟା । ପୂଜାର୍ଚ୍ଚନା କରୁଛନ୍ତି ଲୋକେ.. More

ଡ୍ରାଇଭର ସଂଘର ଚେତାବନୀ ! ସରକାରଙ୍କ ପାଇଁ ଦେଲେ ଡେଡ୍‌ଲାଇନ୍‌

‘ବାରମ୍ବାର ବୋର୍ଡ ଗଠନ ଦାବି ସତ୍ତ୍ୱେ ସମୟ ଗଡ଼ାଉଛନ୍ତି ସରକାର’ । ‘ବୀମା ପାଇଁ ସରକାର କହିଥିଲେ ବି ବୋର୍ଡ ନଥିବାରୁ କାମରେ ଲାଗୁନି’ More

Panchang Today 24th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୬ଷ୍ଠୀ ଦିବା ୦୧.୪୩ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ଦିବା ୦୧.୪୩ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ More

ଖୁବ୍‌ଶୀଘ୍ର ଭୁବନେଶ୍ୱର-କଟକ ମେଟ୍ରୋ ! ଚାଲିଛି ଫୁଟ୍‌ ତଳୁ ମାଟି ପରୀକ୍ଷା

ପରୀକ୍ଷା ପାଇଁ ୩୦ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ପରୀକ୍ଷଣ ଆରମ୍ଭ କରିଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ । More

Rain Alert: ପୁଣି ଏକ ଲଘୁଚାପ, ଜୋରଦାର ବର୍ଷିବ

ପରବର୍ତ୍ତୀ ୨୪ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ । ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିପାରେ ବର୍ଷାର ପରିମାଣ ଓ ବିସ୍ତୃତି । More

କେବେ ଖୋଲିବ ମାର୍କେଟ ବିଲ୍ଡିଂରୁ ତାଲା ?

ସପ୍ତାହେ ହେଲା ରାଜଧାନୀର ବ୍ୟବସାୟିକ ପେଣ୍ଠ ସ୍ଥଳ ଠପ୍ । ସ୍ଥାୟୀ ବ୍ୟବସାୟୀ ସଂଘ ଧାରଣାରେ ବସିଥିବାରୁ ମାର୍କେଟ ବିଲିଡିଂ ବନ୍ଦ ରହିଛି । ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ଚାଲିଛି ଆନ୍ଦୋଳନ । More

ପ୍ରବଳ ଦାବି ପରେ ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ପଶ୍ଚିମ ଦ୍ୱାର

କୋଭିଡ ମହାମାରୀ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା । ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ । More

ରଙ୍ଗହୀନ ହେଲାଣି ହକି ବିଶ୍ୱକପ୍ ବେଳର ସବୁଜିମା

ଆଉ କେତେ ବା ଧୈର୍ଯ୍ୟ ଧରିବେ ରାଉରକେଲାବାସୀ...ଆଉ କେତେ ବା ଦାୟିତ୍ୱହୀନ ସରକାରୀ ବ୍ୟବସ୍ଥାକୁ ବରଦାସ୍ତ କରିବେ... ଶେଷରେ ମୁହଁ ଖୋଲିଛନ୍ତି ସହରବାସୀ। More

ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଦେଶର ଭବିଷ୍ୟତମାନେ

ରାତି ପାହିଲେ ଏହି ପୋଲ ଉପର ଦେଇ ଏମିତି କୁନି କୁନି ପାଦ ସବୁ ଦଉଡ଼େ ସ୍କୁଲ ଅଭିମୁଖେ। ସ୍କୁଲ ଛୁଟି ହେବା ପରେ ପୁଣି ଭରସାର ଭଙ୍ଗାଦଦରା ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଫେରିବାକୁ ପଡ଼େ ଘରକୁ।  More

ଶୋଇଥିବା ବେଳେ କାମୁଡ଼ିଲା ସାପ: ସର୍ପ ଦଂଶନରେ ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

ଚିନ୍ତା ବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ। କେନ୍ଦୁଝର ବାରିଆ ଥାନା ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। More

ସାରା ଭୁବନେଶ୍ୱର ଭୋଗିବ କି ମାର୍କେଟ୍ ବିଲ୍ଡିଂ କଳିର ପ୍ରଭାବ? ସରକାରଙ୍କୁ ବ୍ୟବସାୟୀ ମହାସଂଘର ଦିନିକିଆ ଅଲ୍ଡିମେଟମ୍

ସମସ୍ୟାର ସମାଧାନ ନକଲେ ବନ୍ଦ ଡାକରା ଦେବାକୁ ଚେତାବନୀ More

‘ନବୀନଙ୍କ ହାତରେ ନାହିଁ ଶାସନ କ୍ଷମତା, ସଚିବ ସର୍ବେସର୍ବା’

୨୦୨୪ ଭୋଟ୍ ପାଇଁ ମୁଖ୍ୟ ମୁଦ୍ଦା କରିଛନ୍ତି ବିଜେପି-କଂଗ୍ରେସ । ସଚିବ ଶାସନକୁ ଅଗଣତାନ୍ତ୍ରିକ କହି ଟାର୍ଗେ କରିଛି ବିଜେପି । More