ସଂକ୍ଷେପରେ ଆଜିର ତାଜା ଖବର - Tuesday, 23 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାନ୍ସରେ ଓଡ଼ିଆ ସିନେମା ନିର୍ମାତା ଜିତେନ୍ଦ୍ର ମିଶ୍ରା

ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ନେଇ ସାରା ବିଶ୍ୱରେ ପରସିଛନ୍ତି ସେ। More

ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ, ବିପଦରେ ବନ କର୍ମଚାରୀ

କୋଲକାତାରୁ କିଛି ଶିକାରୀ ଆସି ସ୍ଥାନୀୟ ଶିକାରୀଙ୍କ ସହ ମିଶି ହାତୀ ଶିକାର ପାଇଁ କ୍ୟାମ୍ପ ପକାଇଥିବା ଖବର RCCଙ୍କୁ ନିଜେ ଜଣାଇଥିଲେ ଭାନୁମିତ୍ର। ହେଲେ କର୍ତ୍ତୃପକ୍ଷ ଗୁରୁତର ସହ ନ ନେବାରୁ ଏମିତି ଘଟଣା ଘଟିଛି।  More

ଶୈବ ପୀଠରେ ଗଞ୍ଜେଇ ବ୍ୟାନ୍, ସରକାରଙ୍କ ନିଷ୍ପତ୍ତିକୁ ନେଇ ସେବାୟତଙ୍କ ଭିନ୍ନ ମତ

ନିର୍ଦ୍ଦେଶ ଅନୁପାଳନ ପାଇଁ ଜିଲ୍ଲାପାଳମାନଙ୍କୁ ସଂସ୍କୃତି ବିଭାଗର ଚିଠି । More

ନୂଆ ମନ୍ତ୍ରୀ-ନୂଆ ଦାୟିତ୍ୱ-ନୂଆ ଚ୍ୟାଲେଞ୍ଜ ! କେମିତି କରିବେ ବାଲାନ୍ସ ?

ନୂଆ ମନ୍ତ୍ରୀଙ୍କୁ ବିଭାଗୀୟ କାମ ସହ ସଂଗଠନ ଦାୟିତ୍ୱ ଚ୍ୟାଲେଞ୍ଜ । More

​​​​​​​ବଲାଙ୍ଗୀର ପଲିଟିକ୍ସରେ ବଦଳିବ କି ରାଜାଘର ଚେହେରା ? ସାନ ଭାଇର ସ୍ଥାନ ନେବେ କି ମଝିଆ ଭାଇ ?

ପତ୍ନୀ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ ବଢ଼ିଲା ଚର୍ଚ୍ଚା । ବିଜେଡି ନେତା ଅର୍କେଶଙ୍କ ଜାଗାରେ ଗଡ ଜଗିଛନ୍ତି ଭାଇ ମନ୍ମଥ । More

ପାଠପଢାରେ କେବେ ଲାଜ କରନ୍ତୁନି: UPSCରେ ଦ୍ୱିତୀୟଥର ସଫଳତା ପରେ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ଅନୁପ

୩୮ ନମ୍ବର ରାଙ୍କ ରଖି ସାରା ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଅନୁପ ଦାସ। ଅବଶ୍ୟ UPSC ପରୀକ୍ଷା ତାଙ୍କ ପାଇଁ ନୂଆ ନୁହେଁ। କିନ୍ତୁ ଭଲ ରାଙ୍କ ଆସିନଥିବାରୁ ଏଥର ପୁଣି ଥରେ UPSC  ପରୀକ୍ଷା ଦେଇ ୩୮ ନମ୍ବର ରାଙ୍କ ଆଣିଛନ୍ତି। More

ପୁଣି ଚର୍ଚ୍ଚା ! ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ?

ବିଜେପି ଓ କଂଗ୍ରେସ ମଧ୍ୟ ରାଜ୍ୟରେ ଆଗୁଆ ନିର୍ବାଚନୀ ନେଇ ପ୍ରସ୍ତୁତ ଥିବା କହିଛନ୍ତି। More

ସିଭିଲ ସର୍ଭିସରେ ସଫଳତା ପରେବି ପୁଣି ଥରେ ଟ୍ରାଏ କରିବେ ତେଜସ୍ୱିନୀ, ଜାଣନ୍ତୁ କାହିଁକି

ପ୍ରଥମ ଆଟେମ୍ପ୍ଟରେ ମୁଁ ପ୍ରିଲିମ୍‌ରେ ସଫଳତା ପାଇପାରିନଥିଲି। ଓଏଏସ୍‌ ପରୀକ୍ଷାରେ ମୋର ସଫଳତା ମୋତେ ନୂଆ ଆଶା ଦେଇଥିଲା। More

ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ଟିପ୍ସ ଦେଲେ ସୁଶ୍ରୀ ଶୁଭାଙ୍ଗୀ

ଆମେ ସାଧାରଣ ପରିବାର ହୋଇବି ଝିଅର ଏତେ ବଡ଼ ସଫଳତା ମୋତେ ଖୁସି ଦେଇଛି। ମୁଁ ନିଜେ ସିନା ଉଚ୍ଚଶିକ୍ଷିତ ହୋଇପାରିଲିନି, କିନ୍ତୁ ମୋର ୩ ପିଲା ମଣିଷ ହୋଇପାରିଛନ୍ତି। More

‘ଗଞ୍ଜେଇ ନିଷେଧ ସ୍ୱାଗତଯୋଗ୍ୟ, ଏବେ ପୁଅଙ୍କ ସହ ଝିଅମାନେ ବି ଟାଣୁଛନ୍ତି ଗଞ୍ଜେଇ’

ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲେ ବାବା ବଳିଆ । ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି । More

ଶୈବପୀଠରେ ଲାଗିଲା କଟକଣା; ଏଣିକି ବ୍ୟବହାର ହେବନି ଗଞ୍ଜେଇ !

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି । More

ବାବୁଲି ଓ କିରଣଙ୍କ ପ୍ରେମ କାହାଣୀ; ଫେସବୁକ୍‌ ପକାଇଦେଲା ହାତଗଣ୍ଠି

ଲୋକେ କୁହନ୍ତି ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରି ହୁଏନା.. କିନ୍ତୁ ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ବି ଲୋଡା ପଡେନା.. ସେଥିପାଇଁ ତ ଆଜି ଖିଲି ଖିଲି ହସୁଛନ୍ତି ଏଇ ପ୍ରେମପକ୍ଷୀ.. More

ଭାଇର ବଂଶ ବୁଡାଇଦେଲା ଭାଇ; ପରିବାରର ୪ ଜଣଙ୍କୁ ବିଭତ୍ସ ହତ୍ୟା

ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । More

ଆଜିଠୁ ମହଙ୍ଗା ପାହାଳ ମିଠା, ଛେନାପୋଡ କେଜି ୨୫୦ ବଦଳରେ ୨୮୦ ଟଙ୍କା

କ୍ଷୀର ଓ ଛେନା ଦର ବଢ଼ିବାରୁ ବ୍ୟବସାୟୀ ସଂଘର ନିଷ୍ପତ୍ତି More

ଆଜିଠୁ ପୁଣି ଗଡ଼ିବ ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍

ଆଜିଠାରୁ ଏହା ପୁଣି ସେବା ପ୍ରଦାନ କରିବା ଲାଗି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି । More

ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । More

ଅଣଓଡ଼ିଆ ବେପାରୀଙ୍କ କବଜାରେ ରାଜଧାନୀର ସରକାରୀ କ୍ୱାର୍ଟର

ବାହାର ଗେଟରେ ତାଲା ପଡ଼ିଥିବା ବେଳେ ଭିତର ଏମାନଙ୍କ କାରବାର ଚାଲିଛି ପୂରା ଖୁଲମଖୁଲ୍ଲା।  ନା କେହି ପଚାରିବାକୁ ଅଛି ନା ଏମାନଙ୍କର ଖାତିର ଅଛି। ପାଚେରି ଭାଙ୍ଗି ଯିବାଆସିବା କରୁଛନ୍ତି, ଘର ଭିତରେ ଆଡ୍ଡା ଜମାଇ ରହୁଛନ୍ତି। More

ମହଙ୍ଗା ହେବ ପାହାଳ ମିଠା: ୨୦ରୁ ୩୦ ଟଙ୍କା ବଢିଯିବ ଛେନାଗଜା ଓ ଛେନାପୋଡ଼ ରେଟ୍‌

ବିଭିନ୍ନ କିସମର ମିଠା ଦାମ୍ ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରାଇବାକୁ ଆଜିକୁ ୩ ଦିନ ହେବ ଦୋକାନ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ। More

ମନ୍ତ୍ରିମଣ୍ଡଳରେ ଗଞ୍ଜାମ-ମୟୂରଭଞ୍ଜ-ସୁନ୍ଦରଗଡ଼କୁ ଫୋକସ୍ ! ପଦ୍ମକୁ ଚେକ୍ ଦେବାକୁ ପ୍ଲାନ୍

ଆଦିବାସୀ ଭୋଟ୍ ନେବାକୁ ବି ଷ୍ଟ୍ରାଟେଜି ରହିଥିବା ଚର୍ଚ୍ଚା । ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କଲେ ବିରୋଧୀ । ଏଭଳି ମନ୍ତ୍ରିମଣ୍ଡଳ ପୁନର୍ଗଠନ କୌଣସି ପ୍ରଭାବ ପଡ଼ିବନି କହିଲେ ବିରୋଧୀ । More

ବଜାରରେ ପୁଣି ହାଉଜାଉ ସବୁଠୁ ବଡ଼ ନୋଟ୍, ଆଗ ଅପେକ୍ଷା ୮ ଗୁଣା ବଢ଼ିଯାଇଛି ବ୍ୟବହାର

ବ୍ୟାଙ୍କ କାଉଣ୍ଟରରେ ସୁବିଧାରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି RBI। More