ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶାର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ମାଗୁଣି ଚରଣ କୁଅଁର। More

SHG ଟଙ୍କା ଲାଗୁଛି ସୁଧରେ ! ପ୍ରକଳ୍ପ କରି ଆତ୍ମନିର୍ଭରଶୀଳ ହେବା ବଦଳରେ କରୁଛନ୍ତି ଗଫଲତି !

SHGଙ୍କ ପାଇଁ ଆସୁଥିବା ଟଙ୍କାରେ ମହାଜନୀ କାରବାର । କେଉଁଠି ସବୁ ଅର୍ଥ ଚଳୁ ତ କେଉଁଠି ସୁଧ ବେପାର ଅଭିଯୋଗ । More

ଆଗକୁ ସ୍ଥିତି ସାଂଘାତିକ ! ଶୁଖିଲା ପଡ଼ିଛି ମହାନଦୀ, ଡଙ୍ଗା ବଦଳରେ ଚାଲିକି ଯାଉଛନ୍ତି ଲୋକେ

କେନ୍ଦ୍ର ଓ ଛତିଶଗଡ଼ ଉପରେ ବର୍ଷିଲା ବିଜେଡି । ରାଜ୍ୟ କୋର୍ଟକୁ ବଲ୍ ଫିଙ୍ଗି ବିରୋଧୀଙ୍କ କଡ଼ା ସମାଲୋଚନା । More

ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟରେ ବଡ଼ ଟ୍ୱିଷ୍ଟ ! ଦ୍ୱିତୀୟ ଯୁବତୀଙ୍କ ସଂପୃକ୍ତିର ଥିଓରିକୁ ନେଇ ଚର୍ଚ୍ଚା...

କଂପ୍ୟୁଟରରୁ ମିଳିଲା କାନ୍ଦଭରା ଫଟୋ ଓ ଭଏସ ମେଲ୍ ! ମୃତ୍ୟୁ ପାଇଁ ପ୍ରବର୍ତ୍ତାଇବାର ପ୍ରମାଣ ଖୋଜୁଛି ପୋଲିସ । More

ଚାଷୀ ପାଇଁ କାଳ ସାଜିଲା କୁଆପଥର : ଅଦିନିଆ ଝଡ଼ବର୍ଷାରେ ଖିନଭିନ୍ ପନିପରିବା ଫସଲ

କାଲିଠୁ ଆସୁଥିବା ସମ୍ଭାବ୍ୟ ପଶ୍ଚିମାଝଡ଼କୁ ନେଇ ଚିନ୍ତା More

ଡିଜେ ଆଜେକ୍ସ ମୃତ୍ୟୁ ପଛରେ ବ୍ରେକଅପ୍ ?

ବ୍ରେକ୍ ଅପ୍ ତାଙ୍କର ମୃତ୍ୟୁର ଅନ୍ୟ ଏକ କାରଣ ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି । More

ପୁଣି ଡରାଇଲାଣି ଅଜଣା ଜନ୍ତୁ; ଅଧରାତିରେ ମେଣ୍ଢା ମାରି ଖାଉଛି

୨ ସପ୍ତାହ ମଧ୍ୟରେ ଗ୍ରାମର ୫ ଜଣ ଚାଷୀଙ୍କର ୩୬ ମେଣ୍ଢାକୁ ଖାଇଲା ଅଜଣା ଜନ୍ତୁ । More

ପୁଣି ବର୍ଷା ପ୍ରିୟଦର୍ଶିନୀଙ୍କୁ ଝଟ୍‌କା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଝଟ୍‌କା। ସାମାଜିକ ଗଣମାଧ୍ୟମରେ ସାଂସଦ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। More

ସରକାର ଶୁଣିଲେନି, ଦେଢ଼ କିଲୋମିଟରର କେନାଲ ତିଆରି କଲେ ଗାଁ ଲୋକେ

କାହାର ହାତରେ କୋଦାଳ ତ ଆଉ କାହାରି ହାତରେ ଶାବଳ । ଚାଲିଛି କେନାଲ ଖୋଳା କାମ । More

ପୋଷା କୁକୁରଙ୍କୁ ନେଇ ଆସିବ ଆଇନ୍‌ !

ରାଜଧାନୀ ଭୁବନେଶ୍ୱରରେ ପୋଷା କୁକୁରଙ୍କୁ ନେଇ ଆସିବ ଆଇନ୍‌। ଏହାଛଡ଼ା ଭୁବନେଶ୍ୱରରେ ଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣକୁ ତ୍ୱରାନିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। More

ଜରୁରୀ ସୂଚନା ! ଭୁବନେଶ୍ୱରର ଏଇ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ...

ଆପଣ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା ଦେଇ ଯାତାୟତ କରୁଛନ୍ତି କି ? ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। More

ଓଡ଼ିଶାର ଏହି ୭ ସହରରେ ବାୟୁ ପ୍ରଦୂଷଣ ସାଂଘାତିକ

ରାଜ୍ୟର ୭ ସହରରେ ପ୍ରଦୂଷଣ ମାତ୍ରା ବିପଦଜନକ ସ୍ଥିତିରୋ ଏହାକୁ ଦୃଷ୍ଟିରେ ରଖି ଏହି ସହର ଗୁଡ଼ିକୁ ନନ୍ ଆଟେନ୍‌ମେଣ୍ଟ ସିଟି ଭାବେ ଚିହ୍ନଟ କରାଯାଇଛି। More

ପୁଣି ତାଣ୍ଡବ ରଚିବ ପଶ୍ଚିମା ଝଡ଼ ! ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ରାଜ୍ୟରେ ଗୋଟିଏ ପଶ୍ଚିମା ଝଡ଼ର ତାଣ୍ଡବ ନସରୁଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଆସନ୍ତାକାଲି ଉତ୍ତର ପଶ୍ଚିମ ଭାଗରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି। More

ସବୁ ଉଜାଡ଼ିଦେଲା କୁଆପଥର ବର୍ଷା, ଘର ଭାଙ୍ଗିଲା ଫସଲ ନଷ୍ଟ ହେଲା..!

ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଘରକୁ ସର୍ବନାଶ କରିଦେଇଛି କୁଆପଥର ମାଡ ସାଙ୍ଗକୁ ପ୍ରବଳ ଝଡ ବର୍ଷା । More

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ! MS ଲ' ୟୁନିଭର୍ସିଟିରେ ୫୦ଟି ଯାକ ଅଧ୍ୟାପକ ପଦବି ଖାଲି

ଆରଟିଆଇ ଓ ବିଧାନସଭା ତଥ୍ୟରୁ ମିଳିଛି ଏଭଳି ସାଂଘାତିକ ତଥ୍ୟ । More

ସରକାରଙ୍କ ଶ୍ୱେତପତ୍ରକୁ ବିରୋଧୀଙ୍କ ଟାର୍ଗେଟ୍ ! ପୋଲିସ କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି କହିଲେ ବିରୋଧୀ

ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ପୋଲିସର କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି । କେହି କାହାକୁ ମାନୁ ନାହାନ୍ତି । More

BJPର ଡାଇରେକ୍ଟ ଆଟାକ୍, ପ୍ରଣବଙ୍କ କ୍ରୀତଦାସ ମନ୍ତବ୍ୟକୁ ବିରୋଧ; 5T ସଚିବ କେମିତି ହେଲେ CMO?

ବିଧାୟକମାନେ ଲୋକଙ୍କ ପ୍ରତିନିଧି, ଆମେ ଲୋକଙ୍କ କଥା ଉଠାଇବୁ, କ୍ରୀତଦାସ କେମିତି ହେବୁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରୟଣ । More

ସୀମା ଲଂଘୁଛି ସରକାରୀ ବାବୁଙ୍କ ଅହଙ୍କାର ! ବ୍ଲକ ଓ ତହସିଲରୁ ଆସୁଛି ଦୁର୍ଭାଗ୍ୟଜନକ ଚିତ୍ର

ଅଫିସ ପରିସରରେ ଏବଂ ବାହାରେ ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର । More