ସଂକ୍ଷେପରେ ଆଜିର ତାଜା ଖବର - Friday, 17 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଧାନସଭାରେ ତମ୍ବିତୋଫାନ; ସିଏମଓ ରିଟାୟାର୍ଡ ଅଫିସର୍ସ କ୍ଲବ୍ ?

ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା । More

୩ ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ, ସରକାରଙ୍କୁ ଦେଲେ ୯୦ ଦିନର ମହଲତ

୩ ମାସ ଲାଗି ଆନ୍ଦୋଳନକୁ ସ୍ଥଗିତ ରଖି ଡ୍ରାଇଭର ମହାସଂଘର ଚେତାବନୀ । ‘ଦାବି ପୂରଣ ନହେଲେ ୯୧ ଦିନରେ ନବୀନ ନିବାସ ସାମ୍ନାରେ ଆତ୍ମାହୁତି’ । More

ଆସିଲା ପଚା ପରିବା, ଖାଉଟି ଉପରେ ପଡ଼ିଲା ଚଡ଼କ ! ଚଢ଼ା ଦରରେ ବିକିଲେ ବ୍ୟବସାୟୀ

ତୃତୀୟ ଦିନରେ ବି ସନ୍ତୁଳି ହେଉଛନ୍ତି ସାଧାରଣ ଜନତା । ଇନ୍ଧନ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଯାତ୍ରୀ ପରିବହନ ସବୁଠି ପ୍ରଭାବ । More

ବିଜେଡିର ସୋସିଆଲ୍ ମିଡିଆ କ୍ୟାଂପେନରେ ନାହାନ୍ତି ନବୀନ !

୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି । More

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ମିଳିବ ଇଭି ଆଡଭାନ୍ସ

ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ । ସେହିପରି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଅଗ୍ରୀମ ଟଙ୍କା ଦେବେ ସରକାର । More

BIG BREAKING ! ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ

୩ ଦିନ ହେବ ଚାଲିଥିବା ଆନ୍ଦୋଳନ ସ୍ଥଗିତ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ ସୂଚନା ଦେଇଛନ୍ତି । More

‘ପ୍ରତିଶ୍ରୁତି ନୁହେଁ, ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା ନକରିବା ଯାଏ ଆନ୍ଦୋଳନ ଜାରି ରହିବ’

ପ୍ରତିଶ୍ରୁତି ନୁହେଁ ଆନ୍ଦୋଳନରତ ଡ୍ରାଇଭର ଘୋଷଣା ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିବାକୁ ଆନ୍ଦୋଳନରତ ଡ୍ରାଇଭର କହିଛନ୍ତି। ଆଉ ପ୍ରତିଶ୍ରୁତି ନୁହେଁ, ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଦାବି ହୋଇଛି। More

ଗାଡ଼ି ବନ୍ଦ, ୨୮ କି.ମି.ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ୨୮ କିଲୋମିଟର ଚାଲିଲା ବର। ରଯାତ୍ରୀଙ୍କ ସହ ବର ନିଜ ଗାଁରୁ ବାହାରି ଚାଲିଚାଲି କନ୍ୟା ଘରେ ପହଞ୍ଚିଥିଲା। More

ସୁରୁଖୁରୁରେ ଜରୁରୀ ସାମଗ୍ରୀ ପରିବହନ ପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି...

ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାର ୩ ମାସର ମହଲତ ନେଇଛନ୍ତି। ଏହି ୩ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। More

ରାଜଧାନୀରେ ତେଲ ପାଇଁ ହାହାକାର ! ଅଧିକାଂଶ ଟାଙ୍କିରେ ନାହିଁ ପେଟ୍ରୋଲ-ଜିଜେଲ

କାଳେ ପେଟ୍ରୋଲ ଅଭାବ ଦେଖା ଦେବ, ଲୋକଙ୍କୁ ସେହି ଡର ଘାରିଛି । ତେଣୁ ଲୋକଙ୍କ ଏହି ଭିଡ଼ ଦେଖା ଦେଇଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ପୁରା ସରିଯାଇଥିବାର ସୂଚନା ମିଳିଛି । More

ଡ୍ରାଇଭର ଆନ୍ଦୋଳନ: କେହି କୁଆଡ଼େ ଯାଇ ପାରୁନାହାନ୍ତି, ଫସିଛନ୍ତି ପର୍ଯ୍ୟଟକ

ସୁରକ୍ଷା ନ ଦେଲେ ବସ୍ ବନ୍ଦ କରିବାକୁ ସଂଘର ଚେତାବନୀ । ଗୃହରେ ହଙ୍ଗାମା, ବିବୃତି ରଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ । More

ପୁଣି ଜୟଙ୍କ ଡାଇରେକ୍ଟ ଆଟାକ୍‌ ! ହାଁ ଜି କହୁଥିବା ଅଫିସର୍‌ଙ୍କୁ ଏକାଧିକ ଗୁରୁ ଦାୟିତ୍ୱ

ଗାଦି ମାଡ଼ି ବସିଛନ୍ତି ସରକାରୀ ବାବୁ ଓ ସଚିବ । ୟେ କିଭଳିଆ ଫାଇଭ୍ଟି ବୋଲି କହି ବର୍ଷିଲା ବିଜେପି । ବୁକ୍ ସର୍କୁଲାର ଉଲ୍ଲଂଘନ ନେଇ କଂଗ୍ରେସର ହମଲା । More

ସରକାରଙ୍କୁ ବିରୋଧୀଙ୍କ ଆଟାକ୍, ପଛୁଆ ବର୍ଗଙ୍କ ସର୍ଭେ କେବଳ ଓବିସି ଭୋଟ୍ ନେବାକୁ

ଶିକ୍ଷା କ୍ଷେତ୍ରରେ ଅଧିକ ମାତ୍ରାରେ କାହିଁକି ଲାଗୁ ହେଉନି ସଂରକ୍ଷଣ ? ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । More

କୁଆଡେ ଗଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ ?

୨୦୧୭ରେ କଟକ ପୋଲିସ ମୁଖ୍ୟାଳୟରେ ହ୍ୟୁମାନ ରାଇଟସ୍ ପ୍ରୋଟେକସନ ସେଲରେ ଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଏନବି ଭାରତୀ । More