ସଂକ୍ଷେପରେ ଆଜିର ତାଜା ଖବର - Thursday, 02 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ତେଜିଲା ‘କିଏ ଭଲ’ ରାଜନୀତି ? BSKY ନା ଆୟୁସମାନ ?

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଘରୋଇ ମେଡିକାଲରେ ବ୍ୟାପକ ଦୁର୍ନୀତି କଥା ଉଠାଇ, ଏ ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । More

ସୁନା ଦର ହେବ ଆକାଶ ଛୁଆଁ: ୬୫ ହଜାର ଟଙ୍କା ଛୁଇଁବା ନିଶ୍ଚିତ !

ସୁନାର ଆକାଶଛୁଆଁ ଦର ସୁନାପ୍ରେମୀଙ୍କୁ ବି ସୋରୁମ୍ ଯିବାକୁ ନିରୁତ୍ସାହିତ କରିବା ଆରମ୍ଭ କଲାଣି। More

କୋଇଲା ଟ୍ରାନ୍ସପୋର୍ଟିଂ ଶତ୍ରୁତା ପାଇଁ ଗଲା କି ନବଙ୍କ ଜୀବନ?

ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଥିଲେ ନବ ଦାସ। More

‘ସୁରକ୍ଷିତ ନୁହେଁ ଗୋପାଳ, କିଛି ହେଲେ ଦାୟୀ ରହିବେ ରାଜ୍ୟ ସରକାର’

ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟନାରାୟଣ More

ଦିବ୍ୟ ଶାଳଗ୍ରାମରେ ନିର୍ମାଣ ହେବ ପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କ ବିଗ୍ରହ

ନେପାଳରୁ ଆସି ଅଯୋଧ୍ୟାରେ ପହଞ୍ଚିଛି ଦୁଇଟି ବିଶାଳ ଶାଳଗ୍ରାମ More

ପାଇଖାନା ଟାଙ୍କିରୁ ବାହାରିଲା ଗୋପାଳର ହାତଲେଖା

୧୨ ଖଣ୍ଡ କାଗଜରେ ଲୁଚି ରହିଛି କି ହତ୍ୟା ରସହ୍ୟ ? More

ନବ ଦାସ ହତ୍ୟା ମାମଲା : ଗୋପାଳଙ୍କୁ ଥାନାକୁ ଆଣି ପୁଣି ନେଇଗଲେ, ହେଲେ . . .

ଗଡ଼ୁଛି ସମୟ, ବଢ଼ୁଛି ସନ୍ଦେହ । ପାଇଖାନା ଟାଙ୍କିରେ ପ୍ରମାଣ ଖୋଜା । More

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ସିନେମା ହଲରେ ଗଣ୍ଡଗୋଳ କରି ବିଧାୟକଙ୍କ ପୁଅ ଗିରଫ ହୋଇଛନ୍ତି । More

ସାର୍‌ଙ୍କ ପାଇଁ ପିଲାଙ୍କ ଆଖିରେ ଲୁହ : ଅବସର ସମୟରେ ସଭିଙ୍କୁ କନ୍ଦାଇଲେ ପ୍ରଧାନ ଶିକ୍ଷକ

ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଆସିଛନ୍ତି। More

ସ୍କୁଲ ଲାଗୁଛି ପାର୍କ ପାର୍କ : ମିନତୀ ଦିନିଙ୍କ ଉଦ୍ୟମରେ ଫୁଲ, ଫଳ,ଗଛରେ ଭରପୁର ବିଦ୍ୟାଳୟ ପରିବେଶ

ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ କରିଛନ୍ତି କିଚେନ୍ ଗର୍ଡେନ ଠାରୁ ଆରମ୍ଭ କରି ଅନେକ କିଛି... ଦେଖିଲେ ଆପଣଙ୍କ ଆଖି ଲାଗିଯିବ More

ଲାଟ୍ରିନ୍ ଟାଙ୍କିରେ ଲୁଚିଛି କି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମରର ତଥ୍ୟ ?

ମନ୍ତ୍ରୀଙ୍କୁ କାହିଁକି ଗୁଳି କଲା ଅଭିଯୁକ୍ତ ଗୋପାଳ । ତଦନ୍ତକାରୀ ଟିମ୍ ସହାୟତାରେ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । More

ନବଙ୍କ ହତ୍ୟାକୁ ନେଇ ଚର୍ଚ୍ଚାରେ ନୂଆ ଥୀଓରି, ବିଜୟଙ୍କ ସଙ୍କେତ ୨ ଦିନ ପୂର୍ବରୁ ଗାଁରେ ହୋଇଥିଲା ଯୋଜନା

ବିଜେପି କହୁଛି ମର୍ଡର ପଛରେ ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ । More

ଘନ ଘନ ହେଉଛି ତଦନ୍ତ, ହେଲେ ଏଯାଏଁ ଜଣାପଡ଼ିନି ହତ୍ୟା ପଛର କାରଣ ?

ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି । More

ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ସିରିୟସ୍‌

ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଛି। More

ମନ୍ତ୍ରୀ ନବ ଦାସଙ୍କ PSO ସସ୍‌ପେଣ୍ଡ୍‌

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ନବ ଦାସଙ୍କ ପିଏସ୍ଓଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।  More

ଆଶ୍ଚର୍ଯ୍ୟ !!! ଆପେ ଆପେ ଜଳୁଛି ନିଆଁ, ଆତଙ୍କରେ ପୂରା ଗାଁ

ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି। ପୁରା ଗାଁ ଆତଙ୍କିତ More