ସଂକ୍ଷେପରେ ଆଜିର ତାଜା ଖବର - Friday, 20 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଶ୍ୱକପ୍ ଚିତ୍ରିତ ଟି-ସାର୍ଟ ଓ କ୍ୟାପ୍ ପିନ୍ଧି ଭାରତ-ୱେଲ୍ସ ମ୍ୟାଚ୍ ଦେଖିଲେ ଛାତ୍ରଛାତ୍ରୀ

ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ । More

୨୨ ବର୍ଷ ହେଲା ୫୦ ପରିବାର ଗାଁରୁ ତଡ଼ାଖାଇ ବିତାଉଛନ୍ତି ଯାଯାବର ଜୀବନ

ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି । More

ନୂଆ ରୂପରେ ଝଲସିବ ଡାକୋଟା, ମାର୍ଚ୍ଚ ୫ରୁ ଆତ୍ମପ୍ରକାଶ କରିବ ବିଜୁଙ୍କ ପ୍ରିୟ ବିମାନ

ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍‌ଷ୍ଟଲେସନ୍ ଯୋଜନା । More

ହ୍ୟୁମାନଙ୍କ ଘରେ ଧର୍ମକୁ ନେଇ ଦାମ୍ପତ୍ୟ କଳି, ନା ଦାମ୍ପତ୍ୟ କଳିରେ ପଶିଛି ଧର୍ମ ? 

ଜଗନ୍ନାଥଙ୍କୁ ଘରେ ରଖି ପୂଜା କରୁଥିବାର ଦେଖାଇଲେ ଦୃଶ୍ୟ । ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନଙ୍କ ମାଆ । More

ବଲାଙ୍ଗିରରେ ବଢୁଛି ନେତା-ପ୍ରଶାସକ କଳି ! PD-DRADAଙ୍କ ଉପରେ ବର୍ଷିଲେ ସାଂସଦ ସଂଗୀତା

ପୂର୍ବରୁ ସାଲୁଜା-ଜିଲ୍ଲାପାଳ, କେଭି-ବିଡିଓ ତୁତୁ ମେମେ ହୋଇଥିଲେ । ଏହା ଲୋକ ପ୍ରତିନିଧିଙ୍କୁ ଆବଶ୍ୟକ ଗୁରୁତ୍ୱ ଦିଆନଯିବାର ଫଳ ବୋଲି କହିଲେ ପୂର୍ବତନ ପ୍ରଶାସକ । More

ଓଡ଼ିଶାରେ ଏଣ୍ଟ୍ରି ମାରିବାକୁ KCRଙ୍କ ବ୍ଲୁ ପ୍ରିଣ୍ଟ୍, ନବନିର୍ମାଣ କୃଷକ ସଂଗଠନ ଦେଇପାରେ ସମର୍ଥନ...

BRS ଫୋକସ୍‌ରେ ଚାଷୀ ଭୋଟ୍ । ହାଇଦ୍ରାବାଦରୁ ଆନ୍ଦୋଳନ ପରିଚାଳନା ହେଉଥିବା ପରୋକ୍ଷରେ ସ୍ୱୀକାର । More

ଘାଟିରେ ବସ୍ ଓଲଟି ୨ ମୃତ, ୫ ଆହତ

ପାତ୍ରପୁର ବ୍ଲକ କାନକଟା ଘାଟିରେ ଓଲଟି ପଡ଼ିଲା ବସ୍ More

‘ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ’

ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗକୁ ନେଇ ହ୍ୟୁମାନଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୋହୂକୁ କେବେ ବି ଧର୍ମାନ୍ତରୀକରଣ କଥା କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ। More

ପୁଣି ମୁହାଁମୁହିଁ ନେତା ଏବଂ ଅଫିସର : ବଲାଙ୍ଗିର ପିଡି ଡିଆରଡିଏ ଉପରେ ବର୍ଷିଲେ ବଲାଙ୍ଗିର ସାଂସଦ

ବୈଠକର ସ୍ଥାନ ପରିବର୍ତ୍ତନକୁ ନେଇ ବର୍ଷିଲେ, ସାଂସଦ ବୈଠକରେ ପହଞ୍ଚିବା ବେଳେ ଅନୁପସ୍ଥିତ ଥିଲେ ଜିଲ୍ଲାପାଳ More

ଗଞ୍ଜେଇ ପାଇଁ ନିଲମ୍ବିତ ହେଲେ ପୋଲିସ୍‌ ବାବୁ, ସରକାରୀ କ୍ୱାର୍ଟର୍ସରେ ଲୁଚାଇ ଥିଲେ...

ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀଙ୍କୁ ଛାଡ଼ି ଦେଇଥିଲେ ଫାଣ୍ଡି ଅଧିକାରୀ। ଏହାପରେ ଗଞ୍ଜେଇ ଏବଂ ଜବତ ବାଇକ୍‌କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ। More

ପରୀକ୍ଷା ଦେବେ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗ

ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍‌ ମାନୁଆଲ୍‌ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ। More

ଭାଇ ସହ ଯାଉଥିଲେ, ଉଠାଇ ନେଇ ଗଣଦୁଷ୍କର୍ମ ! ଡାକ୍ତରୀ ମାଇନା ପାଇଁ ବାରଦ୍ୱାର ହେଲେ ପୀଡ଼ିତା...

ସମ୍ପର୍କୀୟ ଭାଇଙ୍କ ସହ ଯାଉଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ୩ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  More

ପରସ୍ପର ବିରୋଧରେ ଗୋହି ଖୋଳିଲେ ହ୍ୟୁମାନ-ଶ୍ରୀୟା

ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ More

ଶୀତ ସରିନି, ଶୁଖିଲାଣି ମହାନଦୀ : ହୀରାକୁଦ ଡ୍ୟାମକୁ କମୁଛି ଜଳ ପ୍ରବାହ

ଜଳଭଣ୍ଡାର ତଳମୁଣ୍ଡରେ ବିକଳ ସ୍ଥିତି, ଚିନ୍ତାରେ ରବି ଧାନ ଫଳାଉଥିବା ଶହ ଶହ ଚାଷୀ More

କଟ୍‌ନୀ ଛଟ୍‌ନୀ ବିରୋଧରେ ଚରମ ଅସନ୍ତୋଷ, ପାଟିରେ ପାଳ ଧରି ହାତ ବାନ୍ଧି ଚାଷୀଙ୍କ ପ୍ରତିବାଦ

ବିରୋଧୀ କହିଲେ ଚାଷୀ ମାରଣରେ ମାତିଛନ୍ତି ରାଜ୍ୟ ସରକାର । ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି କହିଲା ବିଜେଡି । More

ଆବାସ ହିତାଧିକାରୀ ଚୟନ ତ୍ରୁଟି : ଗାଁ ଗାଁରେ ଗଣ୍ଡଗୋଳିଆ ସ୍ଥିତି

ସମ୍ଭାବ୍ୟ ତାଲିକାରେ ଗୁରୁତର ଗଡ଼ବଡ଼ ଅଭିଯୋଗ । ଆନ୍ଦୋଳନ ପାଇଁ ସଜବାଜ ହେଉଛି ରାଜ୍ୟ ବିଜେପି । More

ଇ-ଆଡମିଶନ ବଦଳରେ ଅଫଲାଇନ୍‌ ନାମଲେଖା, ୪ କଲେଜ ଓ ୨ ୟୁନିଭରସିଟିରେ ଚଞ୍ଚକତା

କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ । More