ସଂକ୍ଷେପରେ ଆଜିର ତାଜା ଖବର - Friday, 13 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାଷୀ ପିଠିରେ ଅଭାବୀ ବିକ୍ରିର ପ୍ରହାର; ତା’ କଥା କିଏ ବୁଝିବ…

ଅମଳ ଋତୁ ଆରମ୍ଭରୁ ଚାଷୀ ପିଠିରେ ପଡିଛି ଅଭାବୀ ବିକ୍ରିର ପ୍ରହାର। ବନ୍ୟା, ବାତ୍ୟା, ବିପର୍ଯ୍ୟୟରୁ ବଞ୍ଚାଇ ଚାଷୀ ନିଜ ଅସାଧ୍ୟ କଷ୍ଟ ଓ କୌଶଳ ବଳରେ ଯେଉଁ ସୁନା ଫଳେଇଛି ତା’ର ମୂଲ୍ୟ ବୁଝିବାକୁ କେହି ନାହିଁ। More

ବିଜୟରୁ ଭାରତର ବିଶ୍ୱକପ୍ ଅଭିଯାନ, ୨-୦ ଗୋଲରେ ସ୍ପେନ୍‌କୁ ଦେଲା ମାତ୍

ଦ୍ୱିତୀୟ ଗୋଲ୍ ଦେଲେ ହାର୍ଦ୍ଦିକ ସିଂହ । ଅମିତ ରୋହିଦାସ ଦେଇଥିଲେ ପ୍ରଥମ ଗୋଲ୍ । More

୧୬ ବର୍ଷ ହେଲା ବନ୍ଦି ହୋଇ ଖତ ଖାଉଛି କୋଟି କୋଟିର ରକ୍ତ ଚନ୍ଦନ କାଠ !

୨୦୦୭ରେ ଚାଲାଣବେଳେ ଲକ୍ଷ୍ମଣନାଥ ଗେଟ୍‌ରୁ ଜବତ ହୋଇଥିଲା । ତାମିଲନାଡୁରୁ ପଶ୍ଚିମବଙ୍ଗ ଚାଲାଣବେଳେ ଜବତ ହୋଇଥିଲା । More

କାହା ସ୍ୱାର୍ଥରେ ହେଉଛି କୋଟି କୋଟି ଖର୍ଚ୍ଚ ? DMF ଫଣ୍ଡ ଖର୍ଚ୍ଚ କେତେ ଯୁକ୍ତି ଯୁକ୍ତ

ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ । More

ମହିଳା କ୍ରିକେଟର୍ ରାଜଶ୍ରୀଙ୍କ ରହସ୍ୟଜନକ ମୃତ୍ୟୁ, ଜଙ୍ଗଲ ବାଛିଲେ କାହିଁକି ?

ହତ୍ୟା ଅଭିଯୋଗ ଆଣି ଓସିଏକୁ ଦାୟୀ କଲେ ବାପା । ଖେଳାଳି ଚୟନରେ ଅନିୟମିିତତା ହୋଇନି:OCA More

'ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ'

ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ। More

‘ମୋ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି’

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ। ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। More

ବସ୍‌ରେ ଚାଲାଣ ହେଉଥିଲା କଳାଧନ: ପେଟି ପେଟି ଟଙ୍କା ଧରି ଯାଉଥିଲେ, କଟକରେ ଧରାପଡ଼ିଗଲେ...

ବସ୍‌ରୁ ଜଣେ ଯାତ୍ରୀଙ୍କ ନିକଟରୁ ୪ ପେଟି ଟଙ୍କା ଜବତ ହୋଇଛି। ଟାଙ୍ଗୀ ଟୋଲ୍‌ଗେଟ୍‌ ନିକଟରେ ଚଢ଼ାଉ ବେଳେ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। More

ମିଳିଲା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି।  More

Today Panchang 13th Jan 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ମୁହୂର୍ତ୍ତ...

ସୌର ଧନୁ ମାସ, ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ଶୁକ୍ରବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି - ୬ଷ୍ଠୀ ସନ୍ଧ୍ୟା ୦୬.୧୭ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ। ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ... More

BREAKING : ମହିଳା କ୍ରିକେଟର୍‌ ନିଖୋଜ,ମଙ୍ଗଳାବାଗ ଥାନାରେ ଏତଲା

୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲା କଲେ କୋଚ୍ More

ଶୀତ କମିବା ପରେ ରାଜ୍ୟରେ ଘନ କୁହୁଡ଼ି : ଆଜି ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ରାତିର ତାପମାତ୍ରା More

କାଲିଠୁ ହକି ବିଶ୍ୱକପ୍ ମହାସମର: ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍ ଲଢେଇ

ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍। More

ତାଳଚେରରୁ ଉତ୍ପାଦନ କିନ୍ତୁ ଓଡ଼ିଶାରେ ମହଙ୍ଗା, ନିଜ ଲୋକଙ୍କୁ ଏମିତି ଶୋଶୁଛି ବିଦ୍ୟୁତ ବିଭାଗ !

ୟୁନିଟ୍ ପିଛା ୩୦ପଇସା ଶସ୍ତାରେ ବିଜୁଳି କିଣୁଛି ତାମିଲନାଡୁ । ଓଇଆରସିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ । More

ହକି ଆଳରେ ବିଜେଡିର ନିର୍ବାଚନୀ ପ୍ରଚାର ! ରାଜନୀତି ଗନ୍ଧ ବାରିଲେ ବିରୋଧୀ...

ବିଜୁ ଯୁବ ବାହିନୀ ଭେଳିକି ପ୍ରସଙ୍ଗ ଉଖାରିଲା କଂଗ୍ରେସ୍ । More

ଏଣିକି ମୋଦି ବ୍ରାଣ୍ଡରେ ମିଳିବ ମାଗଣା ଚାଉଳ...

ପୁଣି ତେଜିଲା ବିଜେପି-ବିଜେଡି ଚାଉଳ କଳି । ଚାଉଳ ହିସାବ ଦୋହରାଇ ରାଜ୍ୟକୁ ଅପରାଜିତାଙ୍କ ଟାର୍ଗେଟ୍ । More

ନୟାଗଡ଼ର କେଉଁ ନେତାଙ୍କୁ ବ୍ଲାକମେଲିଂ କରୁଥିଲେ ଅର୍ଚ୍ଚନା ନାଗ ?

ବିଦେଶକୁ ମଧ୍ୟ ଲମ୍ବିଥାଇପାରେ ଅର୍ଚ୍ଚନାର ଟଙ୍କା କାରବାର ଚେର। More