ସଂକ୍ଷେପରେ ଆଜିର ତାଜା ଖବର - Wednesday, 11 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅଲିଭ ରିଡଲେ କଇଁଛକୁ ମାସ୍କଟ ଓଲି, ହେଲେ ବିପଦରେ ଅଲିଭ ରିଡଲେଙ୍କ ଜୀବନ 

କେବେ ଟ୍ରଲର ମାଡ଼ରେ ମୃତ, କେବେ ବୁଲା କୁକୁରଙ୍କ ଆହାର  । ବିପଦରେ ବିରଳ ଅଲିଭ୍ ରିଡ୍ଲେ କଇଁଛ  । More

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବିପଦ ମୂଷା-ଅସରପା

ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ । More

HSRPକୁ ନେଇ କଠୋର ରାଜ୍ୟ ସରକାର, ୫ରୁ ୧୦ ହଜାର ଫାଇନ୍ ଶୁଣି ଆତଙ୍କିତ ଗାଡ଼ି ମାଲିକ 

ହଠାତ ନମ୍ବର କଟକଣା ପରେ ଚିନ୍ତାରେ ଗାଡି ଚାଳକ । ବୁକିଂର ମାସେ ପରେ ମିଳୁଥିବାରୁ ଚିନ୍ତା । More

ହଜାରେ ବର୍ଷର ସହରକୁ ହକି ଫିଭର୍ : ନାଚଗୀତ ଭିତରେ ସେଲିବ୍ରେସନ

ସାରା ରାଜ୍ୟରେ ହକି ମାନିଆ । ଗାଁରୁ ସହର, ସବୁଠି ଉତ୍ସବ ମୁଖର ପରିବେଶ । More

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଠକେଇ କାହାଣୀ 

ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । More

ଗରିବଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ : ୫ ମାସ ହେବ ରାସନ୍ ଦେଉନି ଡିଲର 

କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି । More

ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହ, ଦୁଲୁକୁଛି ବାରବାଟୀ ! ଦେଖନ୍ତୁ ଭିଡିଓ..

ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି  । More

OPGC ରେ ଚାକିରି ସୁଯୋଗ; ଫାଇଦା ନେବେ ଯୁବ ସ୍ନାତକ ଇଞ୍ଜିନିୟର ପ୍ରାର୍ଥୀ

OPGC ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି (GET) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଯୁବ ସ୍ନାତକ ଇଞ୍ଜିନିୟର ପ୍ରାର୍ଥୀ ଏହାର ସୁଯୋଗ ନେଇ ପାରିବେ। ଦରମା ୭୦,୦୦୦ ଟଙ୍କା। More

ଡାକ୍ତରଙ୍କ ଚେତାବନୀ- ଦାବି ପୂରଣ ନହେଲେ ଫେବୃଆରୀ ୧ରୁ ଆନ୍ଦୋଳନ !

ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର।  ପ୍ରେସ୍‌ମିଟ୍ ଜରିଆରେ ଓମ୍‌ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି। More

ଝିଅକୁ ମାରି ପୋଡ଼ିଦେବା ଘଟଣା: ବାପାଙ୍କ ସମେତ ୩ ମାଲଭାଇ ଗିରଫ

ପୁରୀ ଗୋପ ଥାନା ବିଜିପୁରରେ ଝିଅକୁ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତ ବାପାଙ୍କ ସମେତ ସହ ଗାଁର ୩ ଜଣ ମାଲଭାଇ ଗିରଫ ହୋଇଛନ୍ତି। More

ଶ୍ରୀଅଙ୍ଗକୁ ମୂଷା ଓ ଅସରପା ବିପଦ ! 

ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛି ମୂଷା ଓ ଅସରପା ! ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ। More

ସ୍କୁଲ୍‌ ବସ୍‌ ଦୁର୍ଘଟଣା, ଗାଡ଼ିରେ ଥିଲେ ୪୦ ଛାତ୍ରଛାତ୍ରୀ...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଲ୍‌ ବସ୍‌। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଏହି ଦୁର୍ଘଟଣା ଘଟିଛି।  More

ବିଷାକ୍ତ ଫଳ ଦେଲେ, କହିଲେ- ‘ଗ୍ଲୁକୋନ୍‌ ଡି ସହ ଖାଆ, ଶକ୍ତିମାନ ହେବୁ’

ବିଶ୍ୱାସରେ ବିଷ। ତୁମେ ଖାଇ ସାରିଲା ପରେ ଆମେ ଖାଇବୁ ବୋଲି କହିଲେ, ହେଲେ ଆଉ ଖାଇଲେ ନାହିଁ। ଜଣେ ଛାତ୍ରଙ୍କୁ ଜୋରଜବରଦସ୍ତ ଅନ୍ୟ ଛାତ୍ରମାନେ ବିଷାକ୍ତ କନିଅର ଫଳ ଖୁଆଇଥିବା ଅଭିଯୋଗ ହୋଇଛି।  More

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଧବଳେଶ୍ୱର ପୀଠ ଖୋଲିଛି। ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ। More

ହକି ବିଶ୍ୱକପ୍‌: ଦୁଲୁକିବ ବାରବାଟୀ, ଷ୍ଟାର୍‌ ଆଟ୍ରାକସନ୍ ରଣବୀର ଓ ଦିଶା

ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ। More

ରାସ୍ତାରେ ଛକିଥିଲା ଯମ...ମକର ସଜ ପାଇଁ ଯାଉଥିଲେ, ପ୍ରାଣ ହାରିଲେ

ବାରିପଦା ଦେଉଳି ରାସ୍ତାର ଛେନାଧୁଆ ଛକରେ ଯେଉଁ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା । ରାସ୍ତାରେ ଅଟୋ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ତଳେ ଚାପି ହୋଇ ୩ ଜଣଙ୍କ ପ୍ରାଣ ଯିବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି। More

ଏମରଜେନ୍ସି ଡ୍ୟୁଟିରେ ଅଛନ୍ତି...ଅଚିନ୍ତା ନିଦରେ ଘୁଙ୍ଗୁଡି ମାରୁଛନ୍ତି

ଏମିତି କିଛି ଘଟଣା ଦେକିବାକୁ ମିଳିଛି ବ୍ରହ୍ମପୁର ମେକେସିଜି ମେଡିକାଲ କଲେଜରେ। ଦକ୍ଷିଣ ଓଡିଶାର ବଡ ମେଡିକାଲ। ଚିକିତ୍ସା ପାଇଁ ନିଇତି ଏଠାକୁ ହଜାର ହଜାର ରୋଗୀ ଆସନ୍ତି। ହେଲେ ନିଜ ଦାୟିତ୍ୱକୁ କେମିତି ସରକାରୀ ବାବୁମାନେ ସଂପାଦନ କରୁଛନ୍ତି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି More

ଆଉ ରକ୍ଷା ନାହିଁ ! ଏଥର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଲାଗିବ ଫାଇନ୍

୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ HSRP ଲଗାଯାଇ ସାରିଛି । More

ଚାଉଳ-ଉଡ଼ାନ୍ ପରେ ଟାର୍ଗେଟ୍‌ରେ SHG ମହିଳା ! ଋଣ ଛାଡ଼ ଶ୍ରେୟ କେନ୍ଦ୍ରର ବୋଲି କହିଲା ବିଜେପି

ରାଜ୍ୟ ସରକାରଙ୍କ ଶ୍ରେୟ ଉଦ୍ୟମକୁ ବିଜେପିର କାଉଣ୍ଟର । SHGଙ୍କୁ ଛାଡ଼ ହୋଇଥିବା ୧୧% ସୁଧରୁ ରାଜ୍ୟର ଭାଗ ମାତ୍ର ୪%  । More

କଲେଜ ପଢୁଆ ଝିଅକୁ ମାରିଦେଲେ ବାପା-ସାବତ ମା’, ପ୍ରମାଣ ଲୁଚାଇବାକୁ ରାତାରାତି ପୋଡ଼ିଦେଲେ

ବଡ଼ଝିଅର ଏତଲା ପରେ ମଶାଣିରୁ ହା଼ଡ ପାଉଁଶ ଜବତ । ଅଭିଯୁକ୍ତ ବାପାକୁ ଜେରା, ସାବତ ମାଆ ଫେରାର । More

୧୫ ମାସରେ ହକି ଷ୍ଟାଡିୟମ୍ ଶେଷ, ଦୀର୍ଘ ବର୍ଷ ହେଲା ସରୁନି ମେଡିକାଲ କଲେଜ-ରିଂ ରୋଡ୍ କାମ

ସୁନ୍ଦରଗଡ଼ ଜିଲ୍ଲାରେ ୨୦ ବର୍ଷ ହେଲା ସରୁନି ଜନହିତକାରୀ କାମ । More

ବିଶ୍ୱକପ୍ ହକିକୁ ନେଇ ଝୁମୁଛି କଟକ, ସଜେଇ ହୋଇଛି ଭୁବନେଶ୍ୱର

ଝୁମିଲାଣି କଟକ, ସଜେଇ ହୋଇଛି ଭୁବନେଶ୍ୱର। ବିଶ୍ୱକପ୍ ହକିକୁ ନେଇ ମତୁଆଲା ହେଲାଣି ଟ୍ୱିନ୍ ସିଟି। ଆସନ୍ତାକାଲିର ଗ୍ରାଣ୍ଡ ପ୍ରୋଗାମ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ। More