ସଂକ୍ଷେପରେ ଆଜିର ତାଜା ଖବର - Thursday, 05 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଫେବ୍ରୁଆରି ସୁଦ୍ଧା ଓଡ଼ିଶାର ଆଉ ୫ ସହରକୁ ଜିଓ ଟ୍ରୁ-5G ସେବା

ଜିଓ ପକ୍ଷରୁ ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ। More

ମୋଦି ଚାଉଳକୁ ଠିକ୍ ଭାବେ ବାଣ୍ଟନ୍ତୁ ନବୀନ ସରକାର: ଧର୍ମେନ୍ଦ୍ର

ମୋଦିଙ୍କ ମାଗଣା ଚାଉଳ  ବଣ୍ଟନ ପରେ ନବୀନଙ୍କ ଚାଉଳ ରାଜନୀତି ଶେଷ ହୋଇଯାଇଛି। More

୧୫ ବର୍ଷ ପରେ ମାଆକୁ ଖୋଜୁଛି ଝିଅ

ସେ ଜଣେ ମହାନ ମାଆ, ମୁଁ ଏବେ ତାକୁ ଭେଟିବାକୁ ପାଗଳ। More

ଦିଲ୍ଲୀ ସୁଲତାନପୁରୀ ହିଟ୍ ଆଣ୍ଡ ରନ୍ ମାମଲା : ୫ ଅଭିଯୁକ୍ତଙ୍କ ସହ ଆଉ ଦୁଇ ଜଣଙ୍କ ରହିଛି ସମ୍ପୃକ୍ତି

ସିସିଟିଭି ଫୁଟେଜ ଖୋଲୁଛି ନୂଆ ନୂଆ ରହସ୍ୟ, ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ More

ବାଜିଲା ମାଟ୍ରିକ୍ ପରୀକ୍ଷା ଘଣ୍ଟି ! ମାର୍ଚ୍ଚ ୧୦ରୁ ୧୭ ଯାଏଁ ସମ୍ମେଟିଭ୍-୨ ପରୀକ୍ଷା

ଶତପ୍ରତିଶତ ସିଲାବସରେ ହେବ ପରୀକ୍ଷା, ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସମାନ ପ୍ରଶ୍ନପତ୍ର More

ଚିଟଫଣ୍ଡ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟ ଛାଟ

ଟଙ୍କା ଫେରି ପାଇବାକୁ ୧୦-୧୫ବର୍ଷ ଅପେକ୍ଷା କରିପାରିବେନି ଜମାକାରୀ,କେମିତି ଓ କେବେ ସୁଦ୍ଧା ଟଙ୍କା ଫେରାଯିବ ଜଣାଇବାକୁ ନିର୍ଦ୍ଦେଶ More

'ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ସାଥୀ ହୋଇଛି ବ୍ରେଲ୍ ଲିପି'

ରାଜଧାନୀ ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ବ୍ରେଲ୍ ଦିବସ। More

ବଡ଼ ଖବର ! ମାର୍ଚ୍ଚ ୧୦ରୁ ମାଟ୍ରିକ୍‌ ପରୀକ୍ଷା

ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।  More

ରାତିରେ ମହିଳା ପୋଲିସଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ ଏବେ ଧରାପଡ଼ିଲେ, ଇନୋଭା କାର ବି ଜବତ

ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା । More

ଆନ୍ଧ୍ର କବ୍‌ଜାରେ ଓଡ଼ିଶା ଜମି ! ପାମୋଲିନ୍ ଚାଷ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାର ସରକାରୀ ଜମିକୁ କବ୍‌ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍‌ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ।  More

ଆଜିଠୁ ଓଡ଼ିଶାରେ 5G ସେବା, ଆଖି ପିଛୁଳାକେ ହେବ ଡାଉନଲୋଡିଂ...

ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହେବ। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ।  More

BJB କଲେଜ ଛାତ୍ରଙ୍କୁ ମାଡ଼ମାରିବା ଘଟଣା, ୪ ଛାତ୍ର ଅଟକ

ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି । More

ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା

ରାଜ୍ୟ ସରକାରଙ୍କ ଆକଳନ ପରେ ବଢ଼ିଲା ଚିନ୍ତା । ଆଗକୁ ହକି ବିଶ୍ୱକପ୍ ଥିବାରୁ ସତର୍କ କରାଇଲେ ବିଶେଷଜ୍ଞ । More

ଆଉ ଚାଲିବନି ଟଙ୍କିକିଆ ଚାଉଳ ରାଜନୀତି ! କେନ୍ଦ୍ରର ମାଗଣା ଚାଉଳ ଘୋଷଣା ପରେ ଅକଳରେ ରାଜ୍ୟ ସରକାର

ବିଜେଡିକୁ ଘାରିଛି ନିର୍ବାଚନୀ ବର୍ଷରେ ବିଜେପି ଫାଇଦା ନେଇଯିବା ଡର । More

ରାଜଧାନୀରେ କେତେ ସୁରକ୍ଷିତ ମହିଳା ? SIଙ୍କୁ ଖଣ୍ଡା ଧରି ଗୋଡ଼େଇଲେ, ଏଯାଏଁ ଧରାପଡ଼ି ନାହାନ୍ତି...

ସ୍ମାର୍ଟ ସିଟିରେ ମହିଳା ସୁରକ୍ଷା ଉପରେ ବଡ଼ ପ୍ରଶ୍ନ । ଦୃଷ୍ଟାନ୍ତମୂଳକ ହେବ ଆକ୍ସନ, କହିଲେ ଡିସିପି । More

୧୨୦ ବର୍ଷ ପରେ କୋଣାର୍କରୁ ବାହାରିବ ବାଲି, ବ୍ଲାକ୍ ପାଗୋଡା ପ୍ରତି ସୃଷ୍ଟି ହେବନି ତ ବିପଦ ?

ଟ୍ରଲି-ଲିଫ୍ଟ ସାହାଯ୍ୟରେ ହେବ ଉତ୍ତୋଳନ । More