ସଂକ୍ଷେପରେ ଆଜିର ତାଜା ଖବର - Tuesday, 03 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯୁବ ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଲଭ୍, ସେକ୍ସ-ଧୋକ୍କା ଲିଙ୍କ୍ !

ବିଷକ୍ରିୟାରୁ ପ୍ରାଣହାନୀ ଚର୍ଚ୍ଚା, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ । More

ରାଜଧାନୀରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁ ଗର୍ଜନ, ୮ଦଫା ଦାବିରେ ବିଶାଳ ରାଲି

ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ । ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଆଲୋଚନା । More

ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନା ! ବିଜେପିର ପ୍ରସ୍ତୁତ କରିଛି ଦୁଇ ସୂତ୍ରୀ ଫର୍ମୁଲା

ସବୁ ବୁଥ୍‌ରେ ସଂଗଠନ ମଜଭୁତ ଉପରେ ବି ଜୋର୍ । ସରକାର ଚଳାଉଛି କିଏ ? ନଡ୍ଡାଙ୍କ ପ୍ରଶ୍ନ ଲୋକଙ୍କ ପାଖେ ପହଞ୍ଚାଇବାକୁ ହେବ ପ୍ରୟାସ । More

ଏଣିକି ବର୍ଷେ ଯାଏଁ ମାଗଣା ଚାଉଳ, ୧ ଟଙ୍କା ବି ଦେବାକୁ ପଡ଼ିବନି

ମାସିକ ମୁଣ୍ଡପିଛା ମିଳିବ ୫ କେଜି ଚାଉଳ, ଖର୍ଚ୍ଚ ହେବ ୧୮୫ କୋଟି । ମୋଦି ଚାଉଳ ବନାମ ନବୀନ ଚାଉଳକୁ ନେଇ ତେଜିଲା ରାଜନୀତି । More

ଶ୍ରୀମନ୍ଦିରରେ ଆମଦାନୀ ଆଠନି ଖର୍ଚ୍ଚା ରୂପୈୟା : ଅଟକଳ ତୁଳନାରେ ପାଣି ଭଳି ଠାକୁରଙ୍କ ଟଙ୍କା ଖର୍ଚ୍ଚ

କେବଳ ଗତ ରଥଯାତ୍ରାରେ ୬କୋଟିରୁ ଅଧିକ ବ୍ୟୟ, ଆପତ୍ତି ଉଠାଇଲେ ପୂର୍ବତନ ମ୍ୟାନେଜିଂ କମିଟି ସଦସ୍ୟ ଓ ବୁଦ୍ଧୀଜୀବୀ More

ମାର୍ଚ୍ଚରେ ଆସିପାରେ କରୋନାର ଚତୁର୍ଥ ଲହର ! ସ୍ୱତନ୍ତ୍ର ସଚିବ କହିଲେ . .

କରୋନା ବଢ଼ିଲେ ଆମେ ପ୍ରସ୍ତୁତ: ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ More

ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ରାଲି

ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ। More

ସଲାମ୍‌ ଶଙ୍କର୍ଷଣ: ରାସ୍ତାରୁ ପାଇଲେ ଟଙ୍କା ବଣ୍ଡଲ୍‌; କହିଲେ- ‘ପ୍ରମାଣ ଦିଅ, ଟଙ୍କା ନିଅ’

ଜଣେ ଯୁବ ଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି।  More

ଅଧିକ ସୁନ୍ଦରୀ ହୋଇଥିବାରୁ ଯୁବତୀଙ୍କୁ ଗିରଫ କଲା ପୋଲିସ୍!

ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଯୁବତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦର ମହିଳାଙ୍କୁ କେବେ ଦେଖି ନଥିଲେ। More

କୁଆଡେ ଗଲେ ଡାକ୍ତରାଣୀ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ

ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା। More

ଆସିଲା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଅନ୍ୟ ଜଣେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ଦେଇଥିବା ଏତଲା ସନ୍ଦେହ ବଢ଼ାଇଛି More

ସାମ୍ନାକୁ ଆସିଲା ବିଜେଡି ନେତାଙ୍କ କଳା କାରନାମା, ଘରେ ଚଲାଉଥିଲେ ନକଲି ମଦ କାରଖାନା...

ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। More

ହକି ବିଶ୍ୱକପ ପାଇଁ ନୋ ହୋଡିଂ ଜୋନ୍ ଘୋଷଣା କଲା ବିଏମସି

କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ। More

ଦ୍ରୁତ ଗତିରେ ସ୍କୁଟିରେ ଆସିଲେ, ଟ୍ରକ୍‌କୁ ଧକ୍କା ଦେଲେ…୨ ମୃତ

ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ସ୍କୁଟି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।  More

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକ ମୃତ, ପାରାଦୀପ ପୋର୍ଟରୁ ମିଳିଲା ମୃତଦେହ...

ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ମିଳିଛି। More

ଭୁବନେଶ୍ୱର AIIMSକୁ ରେଫର୍ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ସାମାନ୍ୟ ସୁସ୍ଥ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍‌ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି। More

ଏଣିକି ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି, ସରକାର ଆଣିଲେ ନୂଆ ନିୟମ

ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । More

ଆଇସିୟୁରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ

ମେଡିକାଲରେ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଜଣେ ପ୍ରଫେସରଙ୍କ ସମେତ ସିଡିଏମଓ ଏବଂ ଏଡିଏମଓ । More

ଚାଲିଗଲେ ଜୟପୁର ମୋତି ମହଲର ଶେଷ ରାଣୀ ରମା କୁମାରୀ

ରାଜକୀୟ ପରମ୍ପରାରେ ହେଲା ଶେଷ ରାଣୀଙ୍କ ଶେଷକୃତ୍ୟ । More

ଦଳ ଉପରେ ଅସନ୍ତୁଷ୍ଟ କି ଭର୍ତ୍ତୃହରି; କେଉଁ ୪ ପ୍ରସଙ୍ଗରେ ଖୋଲିବେ ମୁହଁ ?

ବିଜେଡି ପ୍ରତିଷ୍ଠା ଦିବସରେ ଭର୍ତ୍ତୁହରିଙ୍କ ଅନୁପସ୍ଥିତିକୁ ନେଇ କଳ୍ପନାଜଳ୍ପନା । More

ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନ୍‌ରେ ଦଳ ଦୁର୍ବଳ

୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ । More