ସଂକ୍ଷେପରେ ଆଜିର ତାଜା ଖବର - Tuesday, 20 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାଷୀଙ୍କ ଦୁଃଖ ବୁଝିବ କିଏ, ଅଭାବୀ ବିକ୍ରି ପାଇଁ ବର୍ଷକର ପରିଶ୍ରମ ମାଟିରେ ମିଶିଲା

ପରିବା ଚାଷୀଙ୍କୁ ଦାଉ ସାଧୁଛି ଅଭାବୀ ବିକ୍ରି ପନିପରିବାକୁ ଶାଗ-ମାଛ ଦରରେ ମାଗୁଛନ୍ତି ବେପାରୀ More

ଗୋବିନ୍ଦ ସାହୁ ମୃତ୍ୟ ମାମଲା, ପତ୍ନୀ କହିଲେ ଆତ୍ମହତ୍ୟା ନୁହେଁ ପ୍ରି-ପ୍ଲାନ୍‌ଡ ମର୍ଡର

ତାସହ ସ୍ୱାମୀ ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ କଳାହାଣ୍ଡିର କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ସୁଷମା । More

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ ନେତାଙ୍କୁ ଖସାଇବାକୁ ହୋଇଛି ହତ୍ୟା

ବିଜେପିର ପ୍ରଶ୍ନ ମାରିଦେଲେ ନା ମରିବାକୁ ବାଧ୍ୟ କଲେ ? ଗୋବିନ୍ଦ ସାହୁ ମୃତ୍ୟୁର ହେଉ ସିବିଆଇ ତଦନ୍ତ-ବିଜେପି । More

ବିଶ୍ୱକପ୍‌ ଆୟୋଜନ ପଛରେ ବିରୋଧୀ ବାରିଲେ ରାଜନୀତିର ଗନ୍ଧ, ଭାରତ ମ୍ୟାଚ୍‌ର ଟିକଟ୍ ନପାଇ କ୍ଷୁବ୍ଧ ଫ୍ୟାନ

ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରମୋସନ ଫନ୍ଦି । More

ଅର୍ଚ୍ଚନା ରିମାଣ୍ଡ ସରିବା ପରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ, ଖୋଲିବ କି ଗୁମର ?

ଅର୍ଚ୍ଚନା ଥିବା ବେଳେ ମାଗି ମାଗି ଦେଲେନି, ଏବେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ More

ପତ୍ନୀଙ୍କ ବଡ଼ ବୟାନ ! ‘ମମିତ ମେହେରଙ୍କୁ ହତ୍ୟା କରିନଥିଲେ ଗୋବିନ୍ଦ ସାହୁ’

ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।  More

ଗୋବିନ୍ଦଙ୍କ ପତ୍ନୀଙ୍କ ବଡ଼ ଅଭିଯୋଗ, ‘ମୋ ସ୍ୱାମୀଙ୍କୁ ପ୍ଲାନ୍ କରି ହତ୍ୟା କରାଯାଇଛି’

ଗତକାଲି ୧୧ଟାରେ ଗୋବିନ୍ଦ ଘରକୁ ଫୋନ୍ କରିଥିଲେ ଘରର ଭଲମନ୍ଦ କଥା ବୁଝାବୁଝି କରିଥିଲେ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ।  More

ଅମ୍ରିତ ଅପହରଣ ଘଟଣାର ଖୁଲାସା କଲା ପୋଲିସ, ୩ ଗିରଫ

ସମସ୍ତ ଅଭିଯୁକ୍ତଙ୍କୁ ଧରି ପୋଲିସ ସିନ ରିକ୍ରିଏସନ କରିବ ବୋଲି ଜଣାପଡ଼ିଛି । More

ଗୋବିନ୍ଦ ମୃତ୍ୟୁର ଗୁମର ଖୋଲିବ କ୍ରାଇମ୍‌ବ୍ରାଞ୍ଚ

ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ । More

Today Gold Price 20th Dec 2022: ଆଜି ସୁନା ରେଟ୍‌ କେତେ ରହିଛି ଜାଣନ୍ତୁ

ଗତକାଲି ତୁଳନାରେ ଆଜି ରୁପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି । More

ପ୍ରସବ ବେଦନା ବେଳେ ଦେବଦୂତ ସାଜିଲେ କୋବ୍ରା ଯବାନ

ଯବାନମାନଙ୍କ ଏଭଳି ସହାୟତାକୁ ଚାରିଆଡେ ପ୍ରଶଂସା କରାଯାଉଛି।   More

ଦିନେ ପ୍ରତିଶୋଧ ପରାୟଣ ହୋଇ ଜୀବନ ନେଇଥିଲା, ଆଜି ନିଜେ ଜୀବନ ହାରିଦେଲା

ଯେଉଁ ଦିନ ମମିତା ମେହେର ନିଖୋଜ ହୋଇଥିଲେ, ସେହି ଦିନ ହିଁ ତାଙ୍କୁ କାର୍ ଭିତରେ ହତ୍ୟା କରିଥିଲା ଗୋବିନ୍ଦ। More

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?

ସିବିଆଇ ତଦନ୍ତ ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ। More

'ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଆତ୍ମହତ୍ୟା ପାଇଁ ବାଧ୍ୟକଲେ'

ଏଭଳି କେସ୍‌କୁ କ୍ଲୋଜ୍‌ କରିବାରେ ସଫଳ ହେଉଛି ଏ ସରକାର। More

ଜୀବନ ହାରିଲେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା More

ଲେଉଟିଲା ଶୀତ : ରାଜ୍ୟର କିଛି ସ୍ଥାନରେ ୩ରୁ୪ ଡିଗ୍ରୀ ଖସିଲା ତାପମାତ୍ରା

ଜି.ଉଦୟଗିରିରେ ୫ ଡିଗ୍ରୀକୁ ଖସିଲା ପାରଦ More

ଏଥର ବି କ’ଣ ହେରଫେର୍‌ ! ମିଳିଲାନି ଟିକେଟ, କାଉଣ୍ଟର ଖୋଲିବା ପୂର୍ବରୁ ସୋଲ୍ଡ ଆଉଟ୍

ହକିପ୍ରେମୀଙ୍କୁ ଟିକଟ୍ ଟେନସନ୍ ଅଫଲାଇନ୍ ଟିକଟ୍ ବିକ୍ରି ବେଳେ ଅରମ୍ଭରୁ ଅବ୍ୟବସ୍ଥା । More

ବର୍ଷା-ଅନୁଭବ ପାରିବାରିକ ବିବାଦ: ଅନୁଭବଙ୍କ ଓକିଲଙ୍କ ପ୍ରଶ୍ନ ଉପରେ ଆପତ୍ତି ଉଠାଇଲେ ବର୍ଷା 

ନାରୀର ମଯର୍ୟାଦା ପ୍ରତି ଆଞ୍ଚ ଭଳି ପ୍ରଶ୍ନ କରାଯାଇପାରିବନି । ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ବିବାଦ । More

ଅଚଳ ସମ୍ବଲପୁର କୋର୍ଟ ! ଆସୁନାହାନ୍ତି ଓକିଲ, ହେଉନି ବିଚାର ବିମର୍ଷ

ଓକିଲଙ୍କ ଅଭାବ ଓ ଅସହଯୋଗରୁ ବିନା ଆଇନ୍ ପରାମର୍ଶରେ ଦୈନିକ ଫେରିଯିବାକୁ ବାଧ୍ୟ ହେଉଛନ୍ତି ଶହ ଶହ ସାଧାରଣ ଜନତା । More

ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ । More

୨୦୨୪ ର ମଡେଲ୍‌ ପଲିଟିକ୍ସ: ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର

ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍‌ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ । More