ସଂକ୍ଷେପରେ ଆଜିର ତାଜା ଖବର - Saturday, 17 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବେକରେ ଗଳିଗଲା ଜାଭେଲିନ୍ ! ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା?

ସ୍କୁଲ ପରିସରରେ ଏଭଳି ଘଟଣା, ଚିନ୍ତାଜନକ ନୁହେଁ କି? More

କେବେ ସ୍ୱାଭାବିକ ହେବ ସମ୍ବଲପୁର କୋର୍ଟ କାର୍ଯ୍ୟ ?

ହାଇକୋର୍ଟ ବେଞ୍ଚ ଦାବିରେ ୧୨ ତାରିଖର ହଙ୍ଗାମା ପାଇଁ ୨୩ ଓକିଲଙ୍କ ସମେତ ଏପର୍ଯ୍ୟନ୍ତ ୩୨ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। More

‘ତରଙ୍ଗ ମ୍ୟୁଜିକ୍’ର ନୂଆ ମେଗା ଶୋ’ ‘କଲେଜ୍ କୁଇନ୍’

ଟେଲିଭିଜନ୍ ଇତିହାସରେ ପ୍ରଥମ ଥର କେବଳ କଲେଜରେ ପଢୁଥିବା ପ୍ରତିଭାମାନଙ୍କ ନେଇ ଆରମ୍ଭ ହୋଇଛି ରିଏଲିଟି ଶୋ’ ‘କଲେଜ୍ କୁଇନ୍’। ଓଡିଶା କୋଣ ଅନୁକୋଣରୁ ପ୍ରତିଭା ସାଉଁଟିବା ନେଇ ‘ତରଙ୍ଗ ମ୍ୟୁଜିକ୍’ର ଏହା ଏକ ନୂଆ ପ୍ରୟାସ। ତେବେ ଆସନ୍ତୁ ଜାଣିବା ପ୍ରଥମ ସିଜନ୍‌ରେ ହୋଇଥିବା ବିଜେତାଙ୍କ ନାଁ। More

ଶେଷ ବେଳକୁ ମାରିଲେ, ପିଟିଲେ . . . ଦୁଃଖଭରା କାହାଣୀ ବଖାଣିଲା ବୁଢ଼ା ବାପା

ଯାହା ସଞ୍ଚିଥିଲେ ସବୁ ଝିଅ-ଜ୍ୱାଇଁଙ୍କୁ ଦେଇଦେଲେ। ଭାବିଥିଲେ ବୁଢା କାଳରେ ଆରାମରେ ଚଳିବେ ବୋଲି...ଟଙ୍କା ସମ୍ପତ୍ତି ନେବା ପରେ ଘରୁ ବାହାର କରିଦେଲେ ଝିଅ ଜ୍ୱାଇଁ। More

ବ୍ଲେଡ୍‌ରେ ହାତ କଟିଥିଲା, ଡାକ୍ତର ଲେଖିଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍

ପିଲାଟି ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍‌ରେ ଛିଡ଼ା ହୋଇଥିଲା । More

ସାଢେ ୩ ଫୁଟ୍ ଉପରକୁ ଉଠୁଛି ୪୦ ବର୍ଷର ଶିବ ମନ୍ଦିର 

ଅତ୍ୟାଧୁନିକ ଜ୍ଞାନକୌଶଳରେ ଉଚ୍ଚତାକୁ ଉଠୁଛି ମନ୍ଦିର। କଟକ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ସୁରକ୍ଷା ଲାଗି ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। More

ଚାଲିଥିଲା ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା, ହଠାତ୍ ଘଟିଲା ଏଭଳି ଦୁର୍ଘଟଣା

ଛାତ୍ର ଜଣକ ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । More

ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କୁ ବିଧା, ଗୋଇଠା...ଭାଇରାଲ୍‌ ହେଉଛି ଭିଡିଓ

ସୀମା ଟପିଲା ସବୁ ବର୍ବରତା। ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ନିସ୍ତୁକ ମାଡ଼। ତା’ବି ପୁଣି ସର୍ବସମ୍ମୁଖରେ।  More

ଓଡିଶାରେ କେମିତି ପଶୁଛି ନକଲି ମେଡିସିନ୍ ? ସତ ସାମ୍ନାକୁ ଆଣିଲେ ଡ୍ରଗ୍ସ କଣ୍ଟ୍ରୋଲର

ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍‌କୁ ନେଇ ଚିନ୍ତା । More

ମୃତ୍ୟର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ମିଳିଲା ନ୍ୟାୟ

ମୃତକଙ୍କ ପରିବାର ପାଇଲେ ସରକାରୀ ସହାୟତା । More

ED ହାତରେ ଅର୍ଚ୍ଚନା ନାଗ୍‌ଙ୍କ ଡାଏରୀ, ଲେଖା ଅଛି ଅନେକ ବଡ଼ ବଡ଼ିଆଙ୍କ ନାଁ

କଣ ପାଇଁ ଫୋରେନ୍‌ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ବିଳମ୍ବ କରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । More

ବିଷାକ୍ତ ପାଣି ପିଇ ଜଣକ ପରେ ଜଣକର ହେଊଛି ମୃତ୍ୟୁ !

ବିଷାକ୍ତ ପାଣି ପିଇ ବାସନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ସଦସ୍ୟ । More

ନିଜ ଘରେ ହିଁ ଥିଲା ସରପଞ୍ଚ ସ୍ତ୍ରୀଙ୍କ ମୃତଦେହ; ହେଲେ ମିଳୁ ନଥିଲା ପତ୍ତା, ଶେଷରେ...

୪ ଦିନ ହେଲା ନିଖୋଜ ଥିଲେ ସରପଞ୍ଚଙ୍କ ସ୍ତ୍ରୀ। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ମିଳିପାରୁ ନଥିଲା। ଶେଷରେ ନିଜ ଘର କୂଅରୁ ମୃତଦେହ ଉଦ୍ଧାର କରାଯାଇଛି।  More

ଲର୍ଣ୍ଣର ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ନିୟମ

ଡିଏଲ୍ ବା ଏଲ୍ଏଲ୍ ଆବେଦନ କରୁଥିବା ବ୍ୟକ୍ତିଙ୍କ ମେଡିକାଲ୍‌ ସାର୍ଟିଫିକେଟ ଇଲେକ୍ଟଟ୍ରୋନିକାଲି ପଞ୍ଜୀକୃତ ଡାକ୍ତର ଅପ୍‌ଲୋଡ୍‌ କରିବେ। More

ହକି ଫିଭର୍: ପୂଜା ମଣ୍ଡପରେ ଲାଗିବ ଏଲ୍ଇଡି ସ୍କ୍ରିନ, ଖେଳାଳିଙ୍କ କଟଆଉଟ୍

ହକି ଓ୍ୱାର୍ଲଡ କପ୍ ଆୟୋଜନରେ ସହରର ସମସ୍ତଙ୍କୁ ସାମିଲ କରିବାକୁ ଆରମ୍ଭ କରାଯାଇଛି ଚକ୍ ଦେ କାର୍ଯ୍ୟକ୍ରମ।  More

ମଶା ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଟ୍ୱିନସିଟି

ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ବିଜେପି କର୍ମୀ। More

ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ: ମିଶନ୍ ୨୪ ପାଇଁ ହେବ ରୋଡ୍‌ମ୍ୟାପ୍‌

ପଦ୍ମପୁର ଫର୍ମୁଲାରେ ୨୦୨୪ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି ବିଜେଡି। More

ସମ୍ବଲପୁର କୋର୍ଟରେ ଜାରି ରହିଛି ଅଚଳାବସ୍ଥା: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି।  More

ଉଜୁଡି ଯାଉଛି ରାଜୁ ପରି ନିରୀହଙ୍କ ପରିବାର; ସ୍ଥିର କିନ୍ତୁ ରାଜ୍ୟ ମୁଖିଆ

ଗୋଟିଏ ପଟେ ହକି ବିଶ୍ୱକପ୍ ପାଇଁ ରାଜଧାନୀ ସଜ ହେଉଥିବା ବେଳେ ସେପଟେ ଉଜୁଡି ଯାଉଛି କେତେକଙ୍କ ସଂସାର। ରାସ୍ତାକଡ ଦୋକାନ ଉପରେ ମାଡିଯାଉଛି ସରକାରୀ ବୁଲ୍‌ଡୋଜର୍। ପ୍ରଶ୍ନ ହେଉଛି ସରକାର ସେମାନଙ୍କ ରୋଜଗାର, ଜିବୀକା ଛଡାଇନେଇ ସେମାନଙ୍କ ପ୍ରତି ଅନ୍ୟାୟ କରୁ ନାହାଁନ୍ତି ତ… ଏଠାରେ ମାନବିକତାର ଉଲଙ୍ଘନ ହେଉ ନାହିଁ ତ… More