ସଂକ୍ଷେପରେ ଆଜିର ତାଜା ଖବର - Thursday, 08 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଧାମନଗରରେ ଜୋର୍ କା ଝଟକା, ପଦ୍ମପୁରରେ ସାନଦାର ଜିତ୍ ! କିପରି ବିଜୟ ଧାରାକୁ ଫେରିଲା ଶଙ୍ଖ ଦଳ ?

ମାସକ ଭିତରେ ବିଜେଡି ପାଇଁ କେମିତି ବଦଳିଗଲା ସ୍ଥିତି ? More

ପଦ୍ମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ: ନବୀନ

ବିଜୟ ଲାଗି ପଦ୍ମପୁରବାସୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। More

କାହିଁକି ପଦ୍ମପୁରରେ ଜିତିଲା ବିଜେଡି ? ଜାଣନ୍ତୁ ୫ ପ୍ରମୁଖ କାରଣ

ଅତି ନିକଟରେ ଧାମନଗର ଉପ-ନିର୍ବାଚନରେ ବିଜୟ ଧ୍ୱଜା ଉଡ଼ାଇଥିବା ବିଜେପିର କାହିଁକି ପଦ୍ମପୁରରେ ହେଲା ପରାଜୟ ? More

ପଦ୍ମପୁରରେ ବିଜେଡିର ବମ୍ପର ବିଜୟ ! ୪୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବାଜି ମାରିଲେ ବର୍ଷା

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଲେ ବିଜେଡି ପ୍ରାର୍ଥିନୀ ବର୍ଷା More

Today Gold Price 8th Dec 2022: ବିବାହ ଋତୁରେ ବଢ଼ିଲା ସୁନା ଦର, ଯାଞ୍ଚ କରନ୍ତୁ ରେଟ୍..

ଗତକାଲି ତୁଳନାରେ ଆଜି ସୁନାଦର ବୃଦ୍ଧି ପାଇଛି । More

ଡିସେମ୍ବର ୯ ମଧ୍ୟ ରାତ୍ରରେ ଉପକୂଳ ଅତିକ୍ରମ କରିବ ବାତ୍ୟା, ଘଣ୍ଟାପ୍ରତି ୭୦ କି.ମି. ବେଗରେ ପବନ ବହିପାରେ...

ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। More

‘ମତେ ଇଡି ଅଫିସ୍‌ରେ ଭାରି ଏକୁଟିଆ ଲାଗୁଛି, ଜେଲ ଭଲ ଥିଲା’

ଜେଲ୍‌ରେ ଭଲ ଲାଗୁଥିଲା, ଇଡି ଅଫିସ୍‌ରେ ଭଲ ଲାଗୁନି। ଅଧ ରାତିରେ ମହିଳା କନେଷ୍ଟବଳଙ୍କୁ ଏମିତି କହିଲେ ଅର୍ଚ୍ଚନା.. More

ଉଠିଲା ବାସନ୍ଦ; ପୁଣି ସ୍କୁଲ ଗଲେ, ଏକାଠି ବସିଲେ

୧୦ ଦିନ ହେଲାଣି ସବୁକିଛି ବନ୍ଦ ଥିଲା। ଓଟିଭିରେ ଖବର ପ୍ରସାରଣ ହେବା ପରେ ସ୍କୁଲ ଗଲେ ପିଲା..ଏକାଠି ବସିଲେ, ସାଙ୍ଗ ହୋଇ ଖାଇଲେ। ହେଲେ ବାସନ୍ଦକୁ ନେଇ ଥମୁନି ଆରୋପ ପ୍ରତ୍ୟାରୋପ More

ଚାଉଳ ଦେଉନାହାନ୍ତି ବରଂ ଘର ଲୋକଙ୍କ ସହ ମିଶି ଧମକ ଦେଉଛନ୍ତି ଡିଲର୍‌

୫ ମାସ ହେଲାଣି ଚାଉଳ ମିଳୁନି। ୫ ଗାଁର ୧୦୦ ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି..ବକେୟା ରାସନ ମାଗିଲା ବେଳକୁ ନାଲିଆଖି ଦେଖାଉଛନ୍ତି ଡିଲର। ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ.. More

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ମାମଲା

ଭୁବନେଶ୍ୱରରେ ରହୁଥିବା ଜଣେ ମହିଳା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁନା ଦୋକାନରେ ଚାକିରି ଦେବାକୁ କହି ବର୍ଷା ଓ ତାଙ୍କର ଜଣେ ସହଯୋଗୀ ଆୟୁଷି ତାଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି। More

କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?

କାହାର ହେବ ପଦ୍ମପୁର ? କିଏ ମାରିବ ବାଜିବ ? କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?  ଆଜି ସବୁକିଛି ସ୍ପଷ୍ଟ ହୋଇଯିବ। More

Today Panchang 8th Dec 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା ,କୁମ୍ଭ, ପୁଷ୍କର ଦୋଷ – ନାସ୍ତି More

ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର

ସରକାର ଫୋର୍ ଜି ଛାଡ଼ି ଫାଇଭ୍-ଜି କଥା କହିଲେଣି, ହେଲେ ଏଠି ସ୍ଥିତି ପୂରା ଓଲଟା। More

ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ବିଜେଡିରେ କିନ୍ତୁ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ। More

କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

ଗଣତି ପୂର୍ବରୁ ପରିଣାମକୁ ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା। More

ନିଆରା ପ୍ରେମ କାହାଣୀ ! ବର ୬୩କୁ କନିଆ ୬୫

ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ । More

କିଏ ମାରୁଛି ଗୁଳି, କେଉଁଠୁ ଆସୁଛି ଗୁଳି...କେହି କିଛି ବି ଜାଣି ପାରୁ ନାହାନ୍ତି

ଗାଁରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି। ଛକ, ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ଗୁଳି ପଡୁଛି। ଗୁଳି ମାଡ଼ ଏତେ ଅଧିକ ରହିଛି ଯେ, ଘରର ଆଜବେଷ୍ଟସ୍‌ କଣା ହୋଇଯାଇଛି। ଏହାସହ ଲୋକମାନେ ଆହତ ମଧ୍ୟ ହୋଇଛନ୍ତି। More