ସଂକ୍ଷେପରେ ଆଜିର ତାଜା ଖବର - Saturday, 19 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଦଳିଲା ୮ ବର୍ଷର କ୍ୟାବନେଟ୍ ନିଷ୍ପତ୍ତି: ଇଛାଧୀନ କୋଟାରେ ସିଙ୍ଗିଲ୍ ଘର ପାଇଥିଲେ ହେବନି ରଦ୍ଦ

ବିବାଦ ତୀବ୍ର ହେବା ପରେ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ହେଇଥିଲା ଟାସ୍କଫୋର୍ସ କମିଟି। More

ମିଳିଲା ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର କାର !

ଏଣ୍ଡେଭର କାରର ଆଗ ଓ ପଛ ପଟେ ନମ୍ବର ପ୍ଲେଟ ନାହିଁ। More

ସୋସିଆଲ୍ ମିଡିଆରେ ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍

ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ସେ ନେଇ ପ୍ରଶ୍ନ ଉଠିଛି।   More

ସୌମ୍ୟଙ୍କ ଟାର୍ଗେଟ୍‌ରେ ଶାସନ ମୁଖିଆ..କହୁ କହୁ କହିଦେଲେ....!!

ଖାଲି ଏତିକି ନୁହେଁ ବରଂ ପାଖପାଖି ୪ ବର୍ଷ ହେଲାଣି ଷ୍ଟୁଡେଣ୍ଟ ଇଲେକ୍ସନ ହେଉନଥିବା କାରଣରୁ ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ଏମିତି କାହିଁକି ହେଉଛି? More

ଶ୍ରୀମନ୍ଦିରରେ ଗରୁଡ଼ ସ୍ତମ୍ଭ ସ୍ଥାୟିତ୍ୱକୁ ନେଇ ଶଙ୍କା: ଆଲିଙ୍ଗନରୁ ଭକ୍ତଙ୍କୁ ବାରଣ

ସ୍ତମ୍ଭ ଚାରିପାଖେ ବୃତ୍ତାକାର ଫ୍ରେମ୍ ଉପରେ ରୁପା ଚାଦର ଆଚ୍ଛାଦନ କରି ସୁରକ୍ଷିତ ରଖିବାକୁ ପ୍ରସ୍ତାବ ରଖାଗଲା। More

ପଦ୍ମପୁର ପ୍ରଚାରରେ ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା

ପଦ୍ମପୁରରେ ଜମିଲାଣି ନିର୍ବାଚନୀ ପ୍ରଚାର। ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା। ବିଜେଡିରୁ ବାଦ୍ ପଡିଲେ କୋଟେରୀ ଗ୍ରୁପ୍ ଅର୍ଜୁନ ମୁଣ୍ଡାଙ୍କ ସହ ୪ କେନ୍ଦ୍ରମନ୍ତ୍ରୀ କରିବେ କ୍ୟାମ୍ପେନ୍। More

ପିରିୟଡ୍ସ ରୋକିବାକୁ ବଟିକା ଖାଉଛନ୍ତି କି? ସାବଧାନ ! ହୋଇପାରେ କ୍ୟାନ୍ସର

ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ମାସିକ ଋତୁସ୍ରାବ। More

ପେଟେ ମଦ ପିଇ ସାର୍‌ ସ୍କୁଲ ଯାଉଥିଲେ, ବାଟରେ..

ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି..ସାର୍‌ଙ୍କର ଭିଡିଓ ହେଉଛି ଭାଇରାଲ.. More

‘ଦେଓମାଳୀ’ ନାଁ ଯେମିତି ଜାଗା ବି ସେମିତି, ଆସନ୍ତୁ ବୁଲିଯିବା..

ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା..ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି । More

ଦୁର୍ଘଟଣାରେ ହାତଟି ଚାଲିଗଲା; ଏବେ ନବୀନଙ୍କ ପାଇଁ ନବୀନ ହିଁ ସାହାରା

୧୧କେଭି ତାରରେ ହାତ ଲାଗିଗଲା..ଡାକ୍ତର କାଟିଦେଲେ ହାତ। ଖଟିଆରେ ଶୋଇଛି ଭେଣ୍ଡିଆ ପୁଅ..ପୁଅର ଚିକିତ୍ସା ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିସାରିଲେଣି ପରିବାର ଲୋକେ..ହେଲେ ଏବେ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଅପେକ୍ଷାରେ ନବୀନ More

ଆଶ୍ଚର୍ଯ୍ୟ!! ଘରେ କାଉ-କୋଇଲି ନାହାନ୍ତି, ହେଲେ ବି ବିଲ୍‌ ଆସୁଛି ଦେଢ଼ ଲକ୍ଷ

ଟାଟା କମ୍ପାନୀର ବିଚିତ୍ର ବିଲ୍‌। ଇନ୍ଦିରା ଆବାସ ଘରେ ଜଳୁଛି ୨ଟି ବଲ ସାଙ୍ଗକୁ ବୁଲୁଛି ଗୋଟିଏ ଫ୍ୟାନ୍‌..ମାସ ଶେଷକୁ ବିଲ୍‌ ଆସୁଛି ଦେଢଲକ୍ଷ.. More

କମ୍ପିବ ପ୍ରଚାର ମଇଦାନ; ଷ୍ଟାର୍‌ କ୍ୟାମ୍ପେନର୍‌ ଦେଖାଇବେ ଜୋସ୍‌

ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ନାମାଙ୍କନ ପରେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁଦଳର ଷ୍ଟାର ପ୍ରଚାରକ । More

ଭକ୍ତଙ୍କ ସ୍ପର୍ଶ ଯୋଗୁ ପତଳା ହେଉଛି ଗରୁଡ଼ ସ୍ତମ୍ଭ !

ଗରୁଡ଼ ସ୍ତମ୍ଭକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟୋଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଦେଇଛି।  More

ବ୍ରହ୍ମପୁରରେ ପୁଣି ରାଗିଂ ; +2 ଛାତ୍ରୀଙ୍କୁ ସିନିୟରଙ୍କ ନିର୍ଯାତନା

ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଛି । More

EDରେ ହାଜର ହେବେ ଅକ୍ଷୟ ପରିଜା !

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଅକ୍ଷୟ ଇଡିରେ ହାଜର ହେବା ସମ୍ଭାବନା ରହିଛି । More

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ

ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି। More

ରାଜ୍ୟ କ୍ୟାବିନେଟରେ ଓଡ଼ିଶା ବନ୍ଦର ନୀତି-୨୦୨୨ ଏବଂ ରାଜ୍ୟ ଶିଶୁ ନୀତି-୨୦୨୨ ପ୍ରାରମ୍ଭକୁ ମଂଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । More

ବିନା ଅନୁମତିରେ ଘରେ ରଖି ପାରିବେନି ପୋଷା ଜନ୍ତୁ: BMC

କେତେ ଯୁକ୍ତିଯୁକ୍ତ ବିଏମ୍‌ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ? ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । More

ହ୍ୱିଲ ଚେୟାରରେ ବସି ସାତ ଫେରା ସାଙ୍ଗକୁ ହାତଗଣ୍ଠି ପକାଇଲେ ନବବଧୂ, ଦେଖନ୍ତୁ ଭିଡିଓ..

ଏହାକୁ ବୋଧହୁଏ କୁହାଯାଏ ଶାସ୍ୱତ୍ତ ପ୍ରେମ। ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ..ପ୍ରେମିକା ଦିବ୍ୟାଙ୍ଗ ହେବା ପରେ ବି କଥା ରଖି ବିବାହ କଲେ। ହ୍ୱିଲ ଚେୟାରରେ ବସି ପଡିଲା ହାତଗଣ୍ଠି, ବ୍ରାହ୍ମଣଙ୍କ ବେଦମନ୍ତ୍ରୀରେ ପ୍ରକମ୍ପିତ ହେଲା ପୂରା ଏରିୟା...ବର୍ଷ ବର୍ଷ ପ୍ରେମ ସାମ୍ନାରେ ସବୁ ହେଲା ତୁଚ୍ଛ...ଦେଖନ୍ତୁ ପ୍ରେମର ଏହି ସୁନ୍ଦର କାହାଣୀ More

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ : ସଫଳତାର ସହ ମହାକାଶ ଯାତ୍ରା କଲା ବିକ୍ରମ-ଏସ୍ ରକେଟ୍

ଘରୋଇ କଂପାନୀ ସ୍କାଏ ରୁଟ୍ ଏରୋସ୍ପେସର ବିକ୍ରମ-ଏସ୍ ରକେଟ୍ More

ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ : ବିବାଦ ପରେ ପଦରୁ ବିଦା  

ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ More