ସଂକ୍ଷେପରେ ଆଜିର ତାଜା ଖବର - Saturday, 15 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନ୍ୟୁଡ୍ ଭିଡିଓ କଲ୍‌ର ଶିକାର ହେଲେ ଯନ୍ତ୍ରୀ; ଗଣିଲେ ୬ ଲକ୍ଷ ଟଙ୍କା

ମାୟାବିନୀଙ୍କ ମାୟାଫାସରେ ପଡ଼ି ନ୍ୟୁଡ୍‌କଲର ଶିକାର ହୋଇଛନ୍ତି ଅବିବାହିତ ଯନ୍ତ୍ରୀ। ପରେ ମାୟାବିନୀଙ୍କ ଦ୍ୱାରା ବ୍ଲାକ୍‌ମେଲର ଶିକାର ହୋଇ ପ୍ରାୟ ୬ ଲକ୍ଷ ଟଙ୍କା ହରାଇଛନ୍ତି ଯନ୍ତ୍ରୀ। More

ସରକାରଙ୍କ ନୂଆ ପଲିସି; ୫ ଦିନରେ ଜଣାପଡ଼ିବ ସଡ଼କ ଦୁର୍ଘଟଣାର ବାସ୍ତବ କାରଣ

ରାଜ୍ୟରେ ଘଟୁଥିବା ଅନେକ ସଡ଼କ ଦୁର୍ଘଟଣାର ତଦନ୍ତ ଅଧାରେ ରହିଯାଉଛି । ଦୁର୍ଘଟଣାର ବାସ୍ତବ କାରଣ ଜଣାପଡ଼ୁନି, କି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି । ଫଳରେ ଦିନକୁ ଦିନ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା । More

ବିଜେଡିକୁ ମହଙ୍ଗା ପଡ଼ିବ କି ରାଜୁ ଦାସଙ୍କ ପକେଟ୍‌ ଭୋଟ୍‌ ?

ଧାମନଗରରେ ଧମାକା କରିବେ କି ରାଜୁ ଦାସ? ବିଦ୍ରୋହ କରି ସ୍ୱାଧୀନ ଭାବେ ଲଢ଼ିବା, ବିଜେଡିକୁ ମହଙ୍ଗା ପଡିବ କି? ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ ବି କାହିଁକି ରାଜୁ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁନି ବିଜେଡି? More

ଝାରପଡ଼ା ଜେଲରେ ଫିଟିବ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ୍‌ଙ୍କ କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ !

ଜେଲରେ ହେବ ଜେରା ! ସତ ଓଗାଳିବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ ଭେଦ କରିବାକୁ ତାକୁ ସେହି ଝାରପଡ଼ା ଜେଲର ଚାରିକାନ୍ଥ ଭିତରେ ହିଁ ପଚରାଉଚରା କରିବାକୁ ଯୋଜନା କରୁଛି କମିଶନରେଟ୍ ପୋଲିସ । More

୧୮ରେ ସୃଷ୍ଟି ହେବାକୁ ଘୁର୍ଣ୍ଣିବଳୟର ପରବର୍ତ୍ତୀ ରୂପ କଣ: ବଡ଼ ବର୍ଷା ନା ବାତ୍ୟା?

ଏପଟେ ଅକ୍ଟୋବର ମାସ ସାରା ତୁହାକୁ ତୁହା ବର୍ଷାରେ କ୍ଷତିଗ୍ରସ୍ତ ଫସଲକୁ ନେଇ ଚିନ୍ତାରେ ଥିବା ଚାଷୀ, ବାତ୍ୟା ଆଶଙ୍କାକୁ ନେଇ ଛାନିଆ। More

ସାବଧାନ! ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ଗଣିବେ ମୋଟା ଅଙ୍କର ଫାଇନ୍‌!

ଏଣିକି ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ହେବ ପଡ଼ିବ ମହଙ୍ଗା । More

'ସମାଜ ପାଇଁ ଘୃଣ୍ୟ ପ୍ରଥା ଥିଲା କଣ୍ଟ୍ରାକ୍ଚୁଆଲ, ଏବେ ଆନ୍ଦୋଳନର ଫଳ ଆମେ ପାଇଲୁ'

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଛି। More

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଚୁକ୍ତିଭିତ୍ତିକ ପ୍ରଥା ଶେଷ More

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌, ଜୀବନ ହାରିଲେ କଲେଜ ଛାତ୍ରୀ

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌ ପାଇଁ ଜୀବନ ହାରିଲେ ନାବାଳିକା ଛାତ୍ରୀ। ମୃତ୍ୟୁ ପୂର୍ବରୁ ନାବାଳିକା ଜଣକ ନିରାକାରପୁର IICଙ୍କୁ ଏକ ଚିଠି ଲେଖିଥିଲେ। More

୨୦ରେ ଲଘୁଚାପ ! ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

 ୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇବ।  More

ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା

ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ କଟକଣା ଲାଗିବ। ଔଷଧ କାରବାର ଉପରେ ସ୍ୱଚ୍ଛତା ଆଣିବାକୁ ସଂଘ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। More

ମାଟି ତଳେ ଥିଲେ ଜଗନ୍ନାଥ, ୨ ବର୍ଷ ଧରି ମିଳୁଥିଲା ସ୍ୱପ୍ନାଦେଶ

ଘର ବାଡ଼ିରୁ ଜଗନ୍ନାଥଙ୍କ ଏହି ପଥର ମୂର୍ତ୍ତି ମିଳିଛି। ଗତ ୨ ବର୍ଷ ହେବ ବାରମ୍ବାର ସ୍ୱପ୍ନାଦେଶ ହେଉଥିଲା। More

ହାତ ଛାଡ଼ି ଦେଲା ଜୀବନସାଥୀ; ଏକା ଏକା କଲେ ସ୍ୱାମୀଙ୍କର ଶେଷକୃତ୍ୟ

ଏ ଦୃଶ୍ୟ ଯେତିକି ହୃଦୟଥରା, ସେତିକି ଅମାନବୀୟ ଆଉ ସାମାଜିକ ପ୍ରଥା ପ୍ରତି ଏକ ଶକ୍ତ ଧକ୍କା। ଏମିତି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ ।ସ୍ୱାମୀ ହିଁ ଥିଲେ ତାଙ୍କର ଏକମାତ୍ର ସାହାଭରସା। ହେଲେ ଅଜଣା ରୋଗ ତାଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡେଇ ନେଇଥିଲା। More

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ତାଗିଦ୍‌

ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ବିରୋଧ କରି ହୋଇଥିବା ହିଂସାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜନଜାତି ଆୟୋଗ କମିଶନ ତାଗିଦ୍ କରିଛନ୍ତି। More

ବୁଲ୍‌ଡୋଜର ଚଢ଼ାଇ ମାଟିରେ ମିଶାଇ ଦେଲେ PMAY ଘର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଘରକୁ ଭାଙ୍ଗିଦେଲେ ତହସିଲଦାର। ଏହି ଘର ସରକାରୀ ଜାଗାରେ ନିର୍ମାଣ ହୋଇଥିବାରୁ ଏହାକୁ ପୂର୍ବରୁ ତହସିଲଦାର ଚିନ୍ମୟ ସାଗର ବିରୋଧ କରୁଥିଲେ।  More

ସଡ଼କ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ, ଆସିଲା ନୂଆ ନିୟମ

ସଡ଼କ ଦୁର୍ଘଟଣାରେ ୩ କିମ୍ବା ତା’ଠାରୁ ଅଧିକ ମୃତ୍ୟୁବରଣ କଲେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବ। ତ୍ୱରିତ ଓ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଗୁରୁତ୍ୱ ଦିଆଯାଇଛି। More

ରାସ୍ତା ଗୋଟେ, କାମ ହେଇଛି ଆଉ ଗୋଟେ; ଅଧପନ୍ତରିଆ ରାସ୍ତା ଛାଡ଼ି ଠିକାଦାର ପାର୍

ଦୀପ ତଳ ଅନ୍ଧାର । ଅଧାପନ୍ତରିଆ ରାସ୍ତା ଛାଡ଼ି ପାର୍ ଠିକାଦାର । ଜୟପୁର ବ୍ଲକ କୁସୁମପୁଟ ଓ ଜଗନ୍ନାଥପୁର ଗାଁ ରାସ୍ତା ରାସ୍ତା ନୁହେଁ ତ ମରଣଯନ୍ତା । More

ଆଇନ୍ ଜାଲରେ ଛଟପଟ ରହସ୍ୟମୟୀ, ଅର୍ଚ୍ଚନା ଅସ୍ତ୍ରରେ ନେତାଙ୍କୁ ବ୍ଲାକମେଲିଂ ପାଇଁ ବିଜେଡିର ଷଡ଼ଯନ୍ତ୍ର !

ଶୁଣାଣି ପରେ ଜାମିନ୍ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ । କଳା ସାମ୍ରାଜ୍ୟର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ପିଆଇଏଲ୍ । More

ନାକେଦମ ହେବ ଶାସକ ଦଳ ! ସ୍ୱାଧୀନ ଭାବେ ରାଜେନ୍ଦ୍ରଙ୍କ ନାମାଙ୍କନ, ବିଜେଡି କହିଲା ପଡିବନି ରାଜୁ ଇମ୍ପାକ୍ଟ

ଧାମନଗର ବିଜେଡିରେ ବିଦ୍ରୋହ ନିଆଁ । କୁଚକ୍ରି ଗୋଷ୍ଠୀ କହି ଭଦ୍ରକ ବିଜେଡି ନେତାଙ୍କୁ ରାଜେନ୍ଦ୍ରଙ୍କ ଟାର୍ଗେଟ୍ । More

ଆହାର କେନ୍ଦ୍ରରୁ ପାର୍ସଲ ଯାଉଛି କୁଆଡ଼େ ? ଖାଇବାକୁ ପାଉ ନାହାନ୍ତି ଲୋକେ...

୫ ଟଙ୍କାରେ ଗରିବ ଲୋକଙ୍କୁ ଭାତ ଡାଲମା ଦେବା ପାଇଁ ସରକାର ଆହାର ଯୋଜନା ଆରମ୍ଭ କରିଥିଲେ । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ହିତାଧିକାରୀ ପାଉନାହାନ୍ତି ଖାଦ୍ୟ ।  More

୨୦ରେ ଲଘୁଚାପ ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । More