ସଂକ୍ଷେପରେ ଆଜିର ତାଜା ଖବର - Monday, 19 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେତେ ସୁରକ୍ଷିତ ହଷ୍ଟେଲ ଛାତ୍ରୀ ? ବାପା-ମାଆ କାହା ଭରସାରେ କଲେଜ ଛାଡ଼ିବେ ଝିଅକୁ

ସଚେତନ ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ । More

ଗଞ୍ଜାମରେ ବିଜେଜିର ମାଷ୍ଟରପ୍ଲାନ୍‌କୁ ଫ୍ଲପ୍‌ କରିଦେବେ କି ପ୍ରଦୀପ?

ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଏବେ ବେଶ୍ ସରଗରମ ଗଂଜାମ ରାଜନୀତି । ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁରରେ ପତିଆରା ପ୍ରଦର୍ଶନରେ ମାତିଛନ୍ତି ଏହି ପୂର୍ବତନ ମନ୍ତ୍ରୀ । More

ବିଷ୍ଣୁଙ୍କ ନିଆରା ଅନ୍ଦାଜ; ଗୀତରେ ଗୀତରେ ସରକାରଙ୍କୁ କରୁଥିଲେ ଘାଇଲା

ଓଡ଼ିଶା ରାଜନୀତି ମୈଦାନରେ ଲମ୍ବା ଇନିଂସ ଖେଳିନଥିଲେ ବି ଖୁବ୍ କମ୍ ଦିନରେ ସେ ପାଲଟି ଯାଇଥିଲେ ଜଣେ ଚର୍ଚ୍ଚିତ ନେତା । କାରଣ ଖାଲି ରାଜନୀତି ପାଠ ଛଡ଼ା ସାହିତ୍ୟ ଓ ଶବ୍ଦ ଉପରେ ତାଙ୍କର ଥିଲା ଅସମ୍ଭବ ଦକ୍ଷତା । More

ଶୋକରେ ବୁଡ଼ିଲା ଜନ୍ମମାଟି; ମୁରବୀଶୂନ୍ୟ ହୋଇ ଭୋ ଭୋ କାନ୍ଦୁଛନ୍ତି ଲୋକେ

ଆଉ ନାହାନ୍ତି ବିରୋଧୀଦଳ ନେତା ବିଷ୍ଣୁ ସେଠୀ । ସକାଳ ୮ଟା ବେଳକୁ ଏ ଖବର ଯେମିତି ବିଜୁଳି ବେଗରେ ଖେଳି ଯାଇଥିଲା । ରାଜନେତା, ସାହିତ୍ୟିକ, ବିଜେପି କର୍ମୀ ଓ ଶୁଭେଚ୍ଛୁ ସମସ୍ତେ ହତବାକ୍ ହୋଇ ଯାଇଥିଲେ ଏବଂ ଶେଷ ଦର୍ଶନ ପାଇଁ ଏମସ୍‌ ମୁହାଁ ହୋଇଥିଲେ । More

ମୋତେ ଛାଡ଼ିଦିଅ... ମୁଁ ଯିବିନି: ପ୍ରେମିକ ଘରୁ ପ୍ରେମିକାକୁ ବଳପୂର୍ବକ ଉଠାଇନେଲେ !

ପ୍ରେମିକର ଜାତି ଅଲଗା ହୋଇଥିବାରୁ ସହଜରେ ଗ୍ରହଣ କରିପାରିନାହାନ୍ତି ଝିଅ ପରିବାର ଲୋକେ।  More

ପୁଣି ବାହାରିଲା ନକଲି ଔଷଧ ! ଆହୁରି ୧୩୦୦ ନକଲି ଟେଲ୍‌ମା-୪୦ ଷ୍ଟ୍ରିପ୍‌ ଜବତ

ମିଳିଥିବା ଖବର ଅନୁସାରେ, ୧୩୫୦ ଷ୍ଟ୍ରିପ୍ ନକଲି ଔଷଧ ଜବତ ହୋଇଛି । More

ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଡ. ଦାସଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। More

କମିଶନରେଟ୍ ପୋଲିସକୁ ଘାରିଲାଣି ଚିନ୍ତା, ପୂଜାରେ କେମିତି ହେବ ଟ୍ରାଫିକ୍‌ କଣ୍ଟ୍ରୋଲ ?

ରାଜଧାନୀର ଅଧିକାଂଶ ମଣ୍ଡପ ରାଜପଥ କଡ଼ରେ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଭିଡ଼ ନିୟନ୍ତ୍ରଣ କରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ । More

ଗୁଜରାଟ ସୁରତରେ ଚମକିଲେ ଓଡିଆ ଛାତ୍ରଛାତ୍ରୀ

ବୀଜ ଗଣିତ ପ୍ରତିଯୋଗିତାରେ ୩ଜଣ ହେଲେ ପ୍ରଥମ। ଜାତୀୟ ସ୍ତର ପ୍ରତିଯୋଗିତାରେ ନେବେ ଭାଗ More

SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟରରେ ମଦ ପିଇଲେ କର୍ମଚାରୀ, ଭିଡିଓ ଭାଇରାଲ୍‌

SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି। More

ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଉପହାର, ବଢ଼ିଲା ମହଙ୍ଗା ଭତ୍ତା

ଦଶହରା ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବଢ଼ାଇଲେ ରାଜ୍ୟ ସରକାର।  More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଓଡିଶା-ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି। More

ଖାଲି ରାଜନେତା ନଥିଲେ, ଭଲ ସାହିତ୍ୟିକ ମଧ୍ୟ ଥିଲେ ବିଧାୟକ ବିଷ୍ଣୁ ସେଠୀ

ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ବିଷ୍ଣୁ ସେଠୀ ପିଲା ବେଳୁ ମା’ଙ୍କୁ ହରାଇଥିଲେ। ବାପା ଗୟାଧର ସେଠୀ ତାଙ୍କୁ ମଣିଷ କରିଥିଲେ More

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ବିଷ୍ଣୁ ସେଠୀଙ୍କ ପରଲୋକରେ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳଙ୍କଠୁ ଆରମ୍ଭ ବିଭିନ୍ନ ପାର୍ଟିର ନେତା ଓ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। More

ଆରପାରିରେ ବିଜେପି ନେତା ବିଷ୍ଣୁ ସେଠୀ

ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।  More

ଆଜିଠୁ ପ୍ରବଳ ବର୍ଷିବ ! ୧୪ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ

ଆଜି ଆହୁରି ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି।  ଏନେଇ ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। More

ବାୟୁସେନାର ଚିତାକର୍ଷକ ସୋ: ଅସମ୍ଭବ ଭିଡ଼ରେ ଉଛୁଳିଲା ପୁରୀର ବ୍ଲୁ ଫ୍ଲାଗ୍ ବିଚ୍

ପୁରୀରେ ଆଜି ବାୟୁସେନା ପକ୍ଷରୁ ଟର୍ଣ୍ଣସ, ଓ୍ୱିଙ୍ଗ୍ ଓଭର୍ସ ଏବଂ ବ୍ୟାରେଲ ରୋଲ୍ସ ଭଳି ଫର୍ମେସନ ତିଆରି କରିଥିଲେ ବାୟୁବୀର। More

ଓଡ଼ିଶାରେ କଳି ଦିଲ୍ଲୀରେ କୋଳାକୋଳି ! ବିଜେଡି-ବିଜେପିକୁ ଟାର୍ଗେଟ୍ କଲେ ଜୟରାମ ରାମେଶ

ଅକ୍ଟୋବର ୩୧ରୁ କଂଗ୍ରେସ ୨୨୫୦ କିଲୋମିଟର ବ୍ୟାପି ଓଡିଶାରେ ପଦଯାତ୍ରା କରିବ । ଶାସକ ବିଜେଡିର ବିଫଳତା ଲୋକଙ୍କ ଆଗରେ ରଖିବ । ସାରା ଦେଶରେ ବିଜେପି ବିରୋଧରେ ଭାରତ ଯୋଡୋ ପଦଯାତ୍ରା ଚାଲିଥିବା ବେଳେ ଓଡିଶାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ପଦଯାତ୍ରା ହେବ । More

ଏଣିକି ଧାର୍ଯ୍ୟ ସମୟରେ କାମ ନ ସରିଲେ ଜରିମାନା ଗଣିବେ ରାଜ୍ୟ ସରକାର

ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଯୁକ୍ତି ଆମେ ଏସବୁ ପଦକ୍ଷେପ ନେଇ ସାରିଛୁ। More

୨୦୨୪ରେ ବିଜେଡିର ମୁଖ୍ୟ ରାଜନୈତିକ ଅସ୍ତ୍ର ହେବେ କି SHG ଗ୍ରୁପ୍‌ ?

ଦଳୀୟ ନେତାଙ୍କ ଅପେକ୍ଷା ଏସ୍ଏଚ୍‌ଜି ଉପରେ ଅଧିକ ଭରସା କରୁଛି କି ଦଳ? ନବୀନ ନିବାସରେ ଚାଲିଛି ଘନ ଘନ ବୈଠକ । ଗୋଟିଏ ପରେ ଗୋଟିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆସି ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ, ହେଲେ କାହିଁକି ? ଏହା ପଛର ଉଦ୍ଦେଶ୍ୟ କଣ? More

ଆସୁଛି ଆଉ ଏକ ଲଘୁଚାପ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆଜିଠୁ ଆରମ୍ଭ ହୋଇଥିବା ବର୍ଷା ୨୦ ତାରିଖ ବେଳକୁ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । More