ସଂକ୍ଷେପରେ ଆଜିର ତାଜା ଖବର - Friday, 16 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଇମୋସନାଲ ବ୍ଲାକ୍ ମେଲିଂ: ଶିକାର ବନିଗଲେ ଉଚ୍ଚଶିକ୍ଷିତ ଯୁବତୀ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା। More

ପାର୍ବଣରେ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ନାହିଁ ନିସ୍ତାର

ରାଜଧାନୀର ପ୍ରସିଦ୍ଧ କିଶୋର ମଟନ ହୋଟେଲକୁ ବୁଲ ଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ବିଏମସି More

ପୁଞ୍ଜି ଆଣିବାକୁ ବିଦେଶ ବୁଲୁଛନ୍ତି ସରକାର, ହେଲେ ରାଜ୍ୟରେ ମରି ଯାଉଛି ପୁରୁଣା ସଂସ୍ଥା

ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ବର୍ଷିଲେ ବିରୋଧୀ । More

ମିଶନ୍ ୨୪ ପାଇଁ ହୁଙ୍କାର ! ସନ୍ତୋଷଙ୍କ ଫର୍ମୁଲା, ଅସମ୍ଭବ ନୁହେଁ ନବୀନଙ୍କୁ ଗାଦିଚ୍ୟୁତ

ଏକ ହୋଇ ଲଢ଼ିବାକୁ ସୁରେଶଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା । ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଞ୍ଚାଇବାକୁ ଶଙ୍ଖର ଯୋଜନା। More

ବଡ଼ ଦୁର୍ଘଟଣା ! ବସ୍‌କୁ ପିଟିଲା ହାଇୱା.. ୩ ମୃତ, ୧୦ ଆହତ

ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ଲୋକଙ୍କ ଭିଡ଼ ଜମିଛି । More

ବଡ଼ ଦୁର୍ଘଟଣା ! ବସ୍‌କୁ ପିଟିଲା ହାଇୱା.. ୩ ମୃତ, ୧୦ ଆହତ

ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ଲୋକଙ୍କ ଭିଡ଼ ଜମିଛି । More

ରାଜଧାନୀ ଆକାଶରେ ବାୟୁବୀରଙ୍କ ଜଲଓ୍ୱା: ସୂର୍ଯ୍ୟକିରଣ ଶୋ'ରେ ଅବିଭୁତ ଭୁବନେଶ୍ୱରବାସୀ

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୂର୍ବ ଭାରତର ଯେଉଁ ୫ଟି ସ୍ଥାନରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି। ତା ମଧ୍ୟରେ ରହିଛି ଭୁବନେଶ୍ୱର ଓ ପୁରୀ।  More

ଭୋଭୋ ହୋଇ କାନ୍ଦୁଛି ମାଆ, ପୁଅ ଜୀବନ ହାରିଲା ସତ ହେଲେ ଦୁଇ ଜଣଙ୍କୁ ଦେଖାଇଲା ନୂଆ ଦୁନିଆ

ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ? More

ରକ୍ଷା କର..! ବୈତରଣୀ ଦେଖାଉଛି କରାଳ ରୂପ, ଅଧା ଗାଁ ଗିଳି ସାରିଲାଣି.. ଆଉ ଅଳ୍ପ ବାକି ଅଛି

ବର୍ଷା ଦିନେ ବୈତରଣୀ ଯେତେବେଳେ କରାଳ ରୂପ ଦେଖାଉଛି ସେତେବେଳେ ଆତଙ୍କିତ ହେଉଛନ୍ତି ଗାଁ ଲୋକେ । More

ଛଣ ଛପର ସ୍କୁଲ ଗୋବର ଲିପା ଚଟାଣ, ଜରିପାଲ କନ୍ଥ ! ଏମିତି ଚାଲିଛି ସ୍କୁଲ..

ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପି ଚିତ୍ର ଦେଖାଉଛନ୍ତି । More

ଉପହାର ପଠାଇବା ବାହାନାରେ ଠକେଇ : ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଠାରୁ ଲୁଟିନେଲେ ୭.୯୫ ଲକ୍ଷ

ସାଇବର ଠକ କବଳରେ କଟକର ଯୁବତୀ More

ପୁଣି ଆସୁଛି ଲଘୁଚାପ ! ୧୯ରେ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭବନା

ପୁଣି ଆସୁଛି ଲଘୁଚାପ ! ୧୮ରେ ଦକ୍ଷିଣ ଓଡ଼ିଶାରେ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। More

ଏଣିକି ୧୮ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀ କଲେଜକୁ ଗାଡ଼ି ଆଣିପାରିବେନି, ଧରାପଡ଼ିଲେ...

ଯାଞ୍ଚ ସମୟରେ ୧୮ ବର୍ଷରୁ କମ୍‌ ବୟସର କୌଣସି ଛାତ୍ରଛାତ୍ରୀ ଯଦି ଲାଇସେନ୍ସ ନଥାଇ କଲେଜ ପରିସରରେ ସ୍କୁଟି କିମ୍ବା ବାଇକ୍‌ ଚଳାଇବା ବେଳେ ଧରାପଡ଼ନ୍ତି ତା’ହେଲେ ସେମାନଙ୍କ ଗାଡ଼ିକୁ ଅଟକ ରଖାଯିବ। More

ଅନୁଭବଙ୍କ ଟ୍ୱିଟ୍‌ ବାଣ : ଭାଇରାଲ୍‌ ଅଡିଓକୁ ନେଇ ପତ୍ନୀ ବର୍ଷାଙ୍କୁ ପ୍ରଶ୍ନ

ପତ୍ନୀ ବର୍ଷା ଓ ତାଙ୍କ ଭଉଣୀଙ୍କ ଅଡିଓକୁ ନେଇ ଟ୍ୱିଟ୍ କରି ସତ, ମିଛ ପଚାରିଲେ More

ମାଟିରେ ମିଶିଲା ପ୍ରସିଦ୍ଧ କିଶୋର ମଟନ୍‌ ଦୋକାନ

ବୁଲଡୋଜର ଲଗାଇ ହୋଟେଲ୍ ଭାଙ୍ଗି ଦେଇଛି ବିଏମସି More

ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଶୋ : ଆକାଶରେ ଜଲୱା ଦେଖାଉଛନ୍ତି ବାୟୁବୀର

ବାୟୁବୀରଙ୍କ ସୂର୍ଯ୍ୟକିରଣ ଶୋ More

ଜମା ଖାତାରୁ ଭୂତ ନେଇଗଲା ଟଙ୍କା

ଜମାକାରୀଙ୍କ ମୃତ୍ୟୁ ପରେ ଭୂତ ଚେକ୍ ମାଧ୍ୟମରେ ଉଠାଯାଉଛି ଟଙ୍କା। ମୃତ୍ୟୁ ପରେ କିଏ କଲା KYC ଅପଡେଟ୍ ? କିଏ  ଉଠାଇଲା ଟଙ୍କା ? More

ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ, କେଉଁଠୁ ଆସିଲା ଏତେ ଟଙ୍କା ?

ଚଢାଉ ବେଳେ ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୋଲିସ୍‌ ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। More

ଆଜି ଭୁବନେଶ୍ୱର ଦେଖିବ ସୂର୍ଯ୍ୟକିରଣର ଜଲ୍‌ୱା

ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ବୀର। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍‌ୱା ଦେଖିବେ।  More

ନାତି ପାଠପଢ଼ି ବଡ଼ ମଣିଷ ହେବ; ଅହରହ ଖଟୁଛି ଜେଜେମାଆ

ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ? More

ଓଡ଼ିଶାରେ ଖୁବଶୀଘ୍ର 5G ସେବା, ରେଡିଏସନ ପ୍ରଭାବକୁ ଖଣ୍ଡନ କଲେ ମନ୍ତ୍ରୀ

ପୁରୀରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ରେଡିଏସନ ପ୍ରଭାବ ଆଦୌ ନାହିଁ, ଆଶ୍ୱସ୍ତ ରୁହନ୍ତୁ କହିଲେ ମନ୍ତ୍ରୀ । More

ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଲେ ପତ୍ନୀ

କଥା କଥାରେ ଗୁଳି ଫୁଟୁଥିବା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢିଲାଣି ଦାଦାବଟି ଆଦାୟ ଦୌରାତ୍ମ୍ୟ । More

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ, ସମାଲୋଚନା କଲେ ଜୟନାରାୟଣ

ମୁମ୍ବାଇ ଇନଭେଷ୍ଟର୍ସ ମିଟ୍‌କୁ ନେଇ ବିଜେପିର ସମାଲୋଚନା । ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି ରାଜ୍ୟ ସରକାର ବୋଲି କହିଲେ ଜୟନାରାୟଣ । More

ଲୋଭ ହେଲା କାଳ ! ସେୟାର ମାର୍କେଟ୍‌ରେ ଟଙ୍କା ଲଗାଇ ଡବଲ ପାଇବାର ମୋହ କରିଦେଲା କାଙ୍ଗାଳ

କାଳ ହେଲା ସେୟାର ମାର୍କେଟ୍‌ରେ ଟଙ୍କା ଦୁଇଗୁଣାର ମୋହ । ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ । More