ସଂକ୍ଷେପରେ ଆଜିର ତାଜା ଖବର - Saturday, 13 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୧୮ ବର୍ଷ ଘରେ ରହିବା ପରେ ପୁଣି ଆଜୀବନ ଜେଲ୍‌ରେ ବିତାଇବ ହତ୍ୟାକାରୀ

ଯେଉଁଥିରେ ତପନକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରିବା ସହିତ ତାର ବେଲବଣ୍ଡ୍ ଖାରଜ କରିଦେଇଛନ୍ତି ହାଇକୋର୍ଟ। More

ବିନା ମୁରବୀରେ କେମିତି ଚାଲୁଛି ୟୁନିଭରସିଟି ?

ଖାଲି ଉଚ୍ଚଶିକ୍ଷା ନୁହେଁ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ, ବିପିୟୁଟି ଓ କୃଷି ବିଶ୍ୱବିଦ୍ୟାଳୟ, ଓୟୁଏଟିରେ ବି ସମାନ ସ୍ଥିତି। More

୧୬ଟି ହାତୀରେ ବୋହି ଆଣିଥିବା ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ?

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବଳ ବାହାର,ମଝି କି ଭିତର ଭଣ୍ଡାରରେ ସୀମିତ ନୁହେଁ, ଏଥିରେ ଆହୁରି ଦୁର୍ଭେଦ୍ୟ କୋଠରୀ ରହିଛି। More

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, କାଲି ଅବପାତ

ଗୋଟିଏ ପଟେ ମହାନଦୀ ଫୁଲୁଛି, ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ଘନୀଭୂତ ହୋଇ କାଲି ସୁଦ୍ଧା ଅବପାତର ରୂପ ନେବାକୁ ଯାଉଛି। ଫଳରେ କାଲି ଯାଏ ୭ ଜିଲ୍ଲା ଓ ତା’ ପରଦିନ ସକାଳ ଯାଏଁ ୧୦ ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇ ଫ୍ଳାସ୍ ଫ୍ଳଡ୍, ଭୂ-ସ୍ଖଖଳନ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। More

ଫୁଲୁଛି ମହାନଦୀ ବଢୁଛି ଜଳସ୍ତର, ବନ୍ୟା ଆଶଙ୍କାରେ ନଈକୂଳିଆ ଲୋକେ

କୂଳ ଲଂଘୁଛି ମହାନଦୀ। ଜଳସ୍ତର ବଢିବାରେ ଲାଗିଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ଭୟରେ ରହିଛନ୍ତି ନଈକୂଳିଆ ଲୋକେ। ତଳମୁଣ୍ଡରେ ହୀରାକୁଦ, ସୁବର୍ଣ୍ଣପୁର, ବୌଦ୍ଧ ଓ କଟକର ମୁଣ୍ଡଳୀରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। More

ହସ୍ପିଟାଲର ପାଞ୍ଚ ମହଲାରୁ ଡେଇଁ ପଡ଼ିଲେ ଯୁବକ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। More

ଓଡ଼ିଶାକୁ ନିସ୍ତାର ନାହିଁ ! ୧୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଏପରିକି ଏସବୁ ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ; ଅକସ୍ମାତ ବନ୍ୟା ଆଶଙ୍କା ଉପୁଜିପାରେ। More

ଦୟନୀୟ ସ୍ଥିତିରେ ଗାଁର ମୁଖ୍ୟ ରାସ୍ତା, ଆମ୍ବୁଲାନ୍ସ ପସିପାରୁନି କି ବାହାଘରଟେ ହୋଇପାରୁନି

ଇଏ ଏମିତି ଏକ ଗାଁ..ଯେଉଁ ଗାଁକୁ ଭଲ ରାସ୍ତା ଟିଏ ନାହିଁ। ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ। ସ୍ଥିତି ଏମିତି ହେଲାଣି ଯେ, ରାସ୍ତା ପାଇଁ ଗାଁରେ ବାହାଘର ହେଉନଥିବା ହେଲାଣି ଅଭିଯୋଗ More

ବଢ଼ୁଛି ବର୍ଷା, ଫୁଲୁଛି ନଈ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଟାରେ ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। More

ମହାନଦୀରେ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଟପିଲା ବୈତରଣୀ, ଜଳକା

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଏବେ ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। More

ମରଣଯନ୍ତା ପାଲଟିଛି ରେଲୱେ ଫ୍ଲାଏ ଓଭରବ୍ରିଜ ବାଇପାସ ରାସ୍ତା, ନିର୍ମାଣ କାମ ବିଳମ୍ବ ଯୋଗୁଁ ବଢୁଛି ଜନଅସନ୍ତୋଷ

କାଦୁଅ ପଚପଚ ବଡ଼ ବଡ଼ ଖାଲ ଢିପରେ ପରିପୂର୍ଣ୍ଣ ବାଏପାସ ରାସ୍ତା ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ଲୋକ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇସାରିଲେଣି More

ଛତିଗଡ଼ କରୁନି ସହଯୋଗ ! ରାଜ୍ୟରେ ଦେଖାଦେଲାଣି ବନ୍ୟା ଆଶଙ୍କା, ବଢ଼ୁଛି ଜଳସ୍ତର

ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ । More

ଜିନିଷ କିଣିଲା ଚୋର, ଫସିଲେ ବ୍ୟବସାୟୀ

ଚୋରା ମୋବାଇଲ୍‌ରୁ ଫୋନ୍ ପେ’ରେ ୪୬୦ ଟଙ୍କାର ପେମେଣ୍ଟ ଗ୍ରହଣ କରିବା ଯୋଗୁ ବ୍ୟବସାୟୀଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି। More

୧୨ ଘଣ୍ଟାରେ ଲଘୁଚାପ ! ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  More

ଚିନ୍ତାର ବିଷୟ ! ଏପଟେ ବର୍ଷା ଛାଡ଼ିବାର ନାଁ ଧରୁନି, ସେପଟେ ଛତିଶଗଡ଼ ସହଯୋଗ କରୁନି

ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି । More

Daily Horoscope 13th August 2022: ଏହି ରାଶିର ବ୍ୟକ୍ତି ଯାତ୍ରା ସମୟରେ ସତର୍କ ରୁହନ୍ତୁ

ସୌର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଶନିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ବାଘ ସହ ସେଲ୍‌ଫି ନେଇ ହିରୋ ହୋଇଥିଲେ, ଏବେ ଜିରୋ ହୋଇ ଜେଲ୍‌ ଗଲେ...

ଶିକାର ପୂର୍ବରୁ ସଞ୍ଜୟ ବାଘ ସହ ସେଲ୍‌ଫି ଉଠାଇ ଏହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଫଟୋ ଭାଇରାଲ୍‌ ହେବାପରେ ସଞ୍ଜୟ ଏବେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି। More

ନିଆଳି ଛେନାକୁ ନେଇ ବଢ଼ୁଛି ସନ୍ଦେହ, ଲ୍ୟାବ୍‌କୁ ପଠାଗଲା ନମୁନା

ଛେନାର ମାନ ପରଖିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ । ଲ୍ୟାବକୁ ପଠାଯିବ ନିଆଳି ଛେନାର ନମୁନା । More

ଖତ ଖାଉଛି ବିଏମ୍‌ସିର କୋଟି କୋଟି ଟଙ୍କାର ମୋବାଇଲ୍ ପାଇଖାନା

ଦେଖାଦେଇଛି ସରକାର କା ମାଲ୍ ଦରିଆ ମେଁ ଡାଲ୍ ପରିସ୍ଥିତି। ଖତ ଖାଉଛି ବିଏମ୍‌ସିର ମୋବାଇଲ୍ ପାଇଖାନା । ରକ୍ଷଣାବେକ୍ଷଣ ଅଭାବରୁ ଭ୍ରାମ୍ୟମାଣ ପାଇଖାନା ଅଚଳ ହୋଇପଡିଛି। ପାଣିରେ ପଡ଼ିଛି କୋଟି କୋଟି ଟଙ୍କା। More

କାହିଁକି ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା

କେବେ ଶିକାରୀ ଗୁଳି ତ କେବେ ଟ୍ରେନ୍ ଟ୍ରାକ୍ ଓ ବିଦ୍ୟୁତ ଝଟ୍‌କାରେ ଯାଉଛି ହାତୀଙ୍କ ଜୀବନ। ରାଜ୍ୟରେ ୫ ବର୍ଷରେ ଗଲାଣି ୨୩୩ ହାତୀଙ୍କ ଜୀବନ। ଆସନ୍ତୁ ଜାଣିବା ହାତୀ ପ୍ରତି କେତେ ଯତ୍ନବାନ ମଣିଷ ଓ ଆମ ବ୍ୟବସ୍ଥା ? More

ବିଜେଡିକୁ ଘାରିଛି ଆଦିବାସୀ ଭୋଟ୍‌ ଚିନ୍ତା, ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜରେ ନବୀନ

ସେଚ ପ୍ରକଳ୍ପ ଉଦ୍‌ଘାଟନ ସହ ଗାଇଲେ ଜିଲ୍ଲାର ଗୁଣ । ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ନେଇ ତେଜିଲା ରାଜନୀତି । More

ଖୋଲିବ କି ରତ୍ନଭଣ୍ଡାର ? ଭିତର ଭଣ୍ଡାର ବିମ୍‌ରେ ଫାଟ, ଛାତରୁ ଗଳୁଛି ପାଣି

ରତ୍ନଭଣ୍ଡାରର ମରାମତି ପାଇଁ ASI ର ଚିଠିକୁ ନେଇ ଚର୍ଚ୍ଚା । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ବିପଦପୂର୍ଣ୍ଣ ସ୍ଥିତିରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । More

ଆସୁଛି ଆଉ ଏକ ଲଘୁଚାପ, ବଢ଼ିଲା ବନ୍ୟା ଆଶଙ୍କା ! ୧୫ ଯାଏଁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା 

ହୀରାକୁଦର ୨୦ଟି ଗେଟ୍‌ରେ ହେଉଛି ଜଳ ନିଷ୍କାସନ । ଅବିଶ୍ରାନ୍ତ ବର୍ଷାରେ ଭୂସ୍ଖଳନ, ଜଳବନ୍ଦୀ ଆଶଙ୍କା  । More