ସଂକ୍ଷେପରେ ଆଜିର ତାଜା ଖବର - Tuesday, 09 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚୀନ୍‌ରେ ମାଷ୍ଟରମାଇଣ୍ଡ, ଓଡ଼ିଶାରେ ନେଟ୍‌ୱର୍କ; ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା

ଡିଜିଟାଲ୍ ଲୋନ ଆପ୍ ଜରିଆରେ ଆବେଦନ କରୁଛନ୍ତି କି ଲୋନ୍ ? ତେବେ ସାବଧାନ ! ଆପଣ ହୋଇପାରନ୍ତି ଲୁଟ୍‌ର ଶୀକାର । ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା, ଚାଲିଯାଇପାରେ ମାନ ମହତ । More

ଶାହଙ୍କ ଅଭିଭାଷଣ, ବିଜେଡି କହିଲା ଦିବାସ୍ୱପ୍ନ

କଟକରେ ଅଛେଦିନ୍‌ର ନାରା । ଭୁବନେଶ୍ୱରରେ ସରକାର ଗଢ଼ିବାର ଦମ୍ଭୋକ୍ତି ଆଉ ପାର୍ଟି ଅଫିସ୍‌ରେ ରାଜ୍ୟ ବିଜେପି ନେତାଙ୍କୁ ଟ୍ୟୁସନ୍ । କିଛି ଏଭଳି ଥିଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ । More

ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ । More

ପରିବାର ସହ ଗାଧୋଉଥିବା ବେଳେ ପୁରୀ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

ଗାଧୋଉଥିବା ସମୟରେ ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ଭାସି ଯାଇଥିବା ସୂଚନା ମିଳିଛି। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଲାଇଫ୍ ଗାର୍ଡ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। More

ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ। More

ଖବର ପ୍ରସାରଣ ପରେ ନବରଙ୍ଗପୁର ପାପଡ଼ାହାଣ୍ଡି ତୁଳସୀପଦର ଗାଁରେ ଡାକ୍ତରୀ ଟିମ୍

ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ମିଳିବା ପରେ ଗାଁ ଲୋକେ ଖୁସି ପ୍ରକାଶ କରିଥିଲେ ମଧ୍ୟ ଗାଁକୁ ରାସ୍ତା ଏବଂ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି । More

ସହ୍ୟ ହେଲାନି ଯନ୍ତ୍ରଣା, ଶେଷରେ ଚିଠି ଲେଖି ଜୀବନ ହାରିଦେଲେ ଶିକ୍ଷୟିତ୍ରୀ

୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ବି କଲେ, ହେଲେ କଷ୍ଟ କମିଲାନି । ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ । ଆଉ ଚିଠିରେ ଲେଖିଲେ ଶେଷ କଥା..ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା କରିବ... More

ଚିକିତ୍ସା ବଦଳରେ ଗୁଣିଗାରେଡ଼ି ଉପରେ ଭରସା, ସାପ କାମୁଡ଼ାରେ ୨ ମୃତ

ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଭରସା ରଖୁଛନ୍ତି ଲୋକେ। ହେଲେ ସେମାନଙ୍କର ଏହି ଭରସା ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛି।  More

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଥିଲେ ସାବଧାନ ! ଧରାପଡ଼ିଲେ ଗଣିବେ ୧,୦୦୦ ଟଙ୍କା ଫାଇନ୍‌

ସ୍ପେଶାଲ ଡ୍ରାଇଭ ବେଳେ ବାଇକ୍‌ରେ ୩ ଜଣ ଯିବା ଧରାପଡ଼ିଲେ ଦଣ୍ଡିତ ହେବେ। ଏହାସହ ୧୮ ବର୍ଷରୁ କମ୍ ପିଲା ଗାଡ଼ି ଚଳାଉଥିଲେ ମଧ୍ୟ ଦଣ୍ଡିତ ହେବେ।  More

ଘନୀଭୂତ ହେଉଛି ସୁଦୃଶଃ ଲଘୁଚାପ କ୍ଷେତ୍ର: ୪ ଜିଲ୍ଲାବାସୀ ସତର୍କ ରୁହନ୍ତୁ, ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। More

ନନ୍‌ଷ୍ଟପ ବର୍ଷାରେ ବେହାଲ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା, ପାଣିପାଗ ବିଭାଗ କହିଲା ଆହୁରି ୫ ଦିନ ବର୍ଷିବ

ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମିରେ ପାଣି । ନୃସିଂହନାଥରେ ଫସିଲେ କାଉଡ଼ିଆ । ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି କହିଲା ପାଣିପାଗ ବିଭାଗ । More

ଶାହଙ୍କ ଗସ୍ତରେ ବିଜେପି କର୍ମୀଙ୍କ ବଢ଼ିଲା ଉତ୍ସାହ, ବାଟ ସାରା ଫୁଲ ବର୍ଷା

ଦଳୀୟ, ସାମାଜିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ । More

ମନ୍ତ୍ର ଫୁଙ୍କିଲେ ଶାହ, କହିଲେ ଓଡ଼ିଶାର ଅଛେଦିନ୍‌ ଆସିଗଲା..

ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି । ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି । More

କୋକସରା ଓ ଆସିକାରେ ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍ : ଠେଙ୍ଗା ବାଡି ଧରି ରାତି ଉଜାଗର ଗାଁ ଲୋକେ

କଳାହାଣ୍ଡି ଓ ଗଞ୍ଜାମରେ ଡକାୟତ ଗ୍ୟାଙ୍ଗକୁ ନେଇ ଆତଙ୍କ More

ପଢିଛନ୍ତି ପ୍ଲସ୍-ଟୁ, ବୃତ୍ତିରେ ତଥାକଥିତ ଡାକ୍ତର : ଗାଁ ଗାଁରେ ମାତିଛନ୍ତି ନକଲି ଡାକ୍ତର

ଜଳେଶ୍ୱର ଓ ଉଦଳାରେ ବି ସ୍ୱାସ୍ଥ୍ୟ ସେବାର ସାଂଘାତିକ ଚିତ୍ର More