ସଂକ୍ଷେପରେ ଆଜିର ତାଜା ଖବର - Friday, 05 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରସଗୋଲା କୋଲକାତାର ନୁହେଁ, ରସଗୋଲା ଓଡ଼ିଶାର: ସୌରଭ ଗାଙ୍ଗୁଲି

ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍‌ଠୋକ୍‌ କହିଦେଇଛନ୍ତି। More

ମା, ଝିଅଙ୍କୁ ଟ୍ରକ ମଡ଼ାଇ ହତ୍ୟା ପରର ବେଦନାଦାୟକ କାହାଣୀ: ରୋଜଗାର ନଥିବାରୁ ବଢ଼ିଲା ଚିନ୍ତା

ଦୁଇ ଦୁଇ ଜଣଙ୍କ ବିୟୋଗ ପରେ ନିଃସଙ୍ଗ ସାନଝିଅ ଓ ବାପା, ରୋଜଗାର ନଥିବାରୁ ବଢ଼ିଲା ଚିନ୍ତା… More

ପାରାଦୀପ ବନ୍ଦର ସ୍ୱାର୍ଥହାନି କରି ୬୦ ଲକ୍ଷ ଡିଲ୍‌ର ପର୍ଦ୍ଦାଫାସ: OSL DGMଙ୍କ ସହ ଆଉ ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଘରୋଇ କମ୍ପାନିକୁ ଅହେତୁକ ଅନୁକମ୍ପା ଅଭିଯୋଗରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଗିରଫ, OSL DGMଙ୍କ ସହ ଆଉ ୩ ଜଣଙ୍କୁ ବାନ୍ଧିଲା ସିବିଆଇ... More

ଗୋଟିଏ ସ୍କୁଲ୍‌ରୁ ୪୧ କୋଭିଡ୍‌ ପଜିଟିଭ ଚିହ୍ନଟ

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି.. More

ମାଓନେତାରୁ ଚାଷୀନେତା : ଲୋକଙ୍କ ଭରସା ଜିତିଛନ୍ତି ରତ୍ନାକରରୁ ବାଲ୍ମିକୀ ପାଲଟିଥିବା ସୁକଦେବ

ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିବା ମାଓନେତାଙ୍କ ପରିବର୍ତ୍ତନ ସ୍ୱାଗତଯୋଗ୍ୟ । ତାଙ୍କୁ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମିକୀରେ ପାଲଟିଯାଇଛନ୍ତି। More

ବାପାର ଅସ୍ଥି ଧରି କାନ୍ଦୁଛି ପୁଅ : କାଉଡ଼ିଆ ଯାତ୍ରାରେ ଆସିଥିଲେ, ହେଲେ ଫେରିଲେନି

ବୋଲବମ୍ ପାଣି ନେଇ ପୁରୀ ଆସିଥିଲେ ବାପା, ହେଲେ ଅସ୍ଥି ପାଲଟିଗଲେ. More

‘ମୋତେ ମିଳିଗଲା ମୋ ଜୀବନ ସାଥୀ’...ଜୀବନ ସାଥୀ ପାଇଁ ଗୀତ ଗାଇଲେ ଦୃଷ୍ଟିହୀନ ପ୍ରେମାନନ୍ଦ

ପ୍ରେମାନନ୍ଦ କେବଳ ଗୀତ ଗାଇ ପାରନ୍ତିନି, ବିଭିନ୍ନ ସିନେ କଳାକାରଙ୍କ ଡାଇଲଗକୁ ମଧ୍ୟ ଅବିକଳ ନକଲ କରିପାରନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱରକୁ ନକଲ କରିବାରେ ସେ ବେଶ୍ ମାହିର। More

ସ୍ୱାର୍ଥପର ମଣିଷ: କାମ ସରିଗଲା ପରେ ଘୋଡ଼ାର ହାତ ଛାଡ଼ି ଦେଲା ମାଲିକ

ଘୋଡ଼ାଟି ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥାରେ। ତା’ ପଛ ଗୋଡ଼ରେ ଏକ ଘା’ ହୋଇଯାଇଛି। ଫଳରେ ଘୋଡ଼ାଟି ଆଉ ଚାଲିବା ପାଇଁ ସକ୍ଷମ ନାହିଁ। More

ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା: ୩ ଗିରଫ

ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି... More

‘ସ୍ତ୍ରୀର ଅଧିକାର ନମିଳିବା ଯାଏ, ମୁଁ ଏମିତି ତାଙ୍କ ଘର ଆଗରେ ଧାରଣା ଦେବି’

ପତ୍ନୀର ମାନ୍ୟତା ଦାବି ନେଇ ଦେଢ ବର୍ଷର ଶିଶୁକୁ ଧରି ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଜଣେ ମହିଳା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏହି ଘଟଣା ଘଟିଛି। More

ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ର

ସିବିଆଇ ନୋଟିସ୍‌ ପରେ ଆଜି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । More

‘ମାସେ ହେଲା ମୋ ଝିଅର ପତ୍ତା ମିଳୁନି, ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ’

ମାସେ ହେଲାଣି ୧୩ ବର୍ଷର ନାବାଳିକା ନିଖୋଜ। ମହିଳା ଓ ତାଙ୍କ ପୁଅ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଫଳ ଶୂନ୍‌। ଶେଷରେ ଝିଅକୁ ଉଦ୍ଧାର ଲାଗି ମହିଳା ଜଣକ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି। More

ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅକୁ CBIର ଘନ ଘନ ଜେରା

ପାରାଦୀପ ବନ୍ଦର ଗେଷ୍ଟ ହାଉସ୍‌ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍‌ରେ ରେଡ୍ କରିଥିଲା। More

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ରାଜ୍ୟରେ ସକ୍ରିୟ ଥିବା ମୌସୁମୀ ବାୟୁ ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଉପକୂଳରେ ବର୍ଷା ଆରମ୍ଭ ହୋଇଛି। More

ଲୋକଙ୍କ ଆଖି ଆଗରେ ପୂଜରୀଙ୍କୁ ଦଳି ମାରିଦେଲା ଦନ୍ତା ! ଦେଖନ୍ତୁ ଭିଡିଓ..

ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା ।  More

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ ! ବିନା ସ୍ପେଶାଲ ଏଜୁକେଟରରେ ପଢୁଛନ୍ତି ୮୨ ହଜାର ଦିବ୍ୟାଙ୍ଗ

ନିଯୁକ୍ତି ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି କହିଲେ ମନ୍ତ୍ରୀ । More

ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ ପ୍ରୀତି, ଫେସବୁକ୍-ଇନ୍‌ଷ୍ଟାରେ ଲକ୍ଷ ଲକ୍ଷ ଖର୍ଚ୍ଚ

୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ । More

ସାଇଡ୍‌ମରାରୁ ପାଟିତୁଣ୍ଡକୁ ନେଇ ମା-ଝିଅ ଉପରେ ଗାଡ଼ି ଚଢାଇଦେଲା ଡ୍ରାଇଭର

ଆକ୍ରୋଶର ନିଆଁରେ ଜଳୁଥିବା ଅମର କିନ୍ତୁ ଥିଲେ ନଛୋଡ଼ବନ୍ଧା।  More

ମାଆ-ଝିଅ କାହିଁକି ନେଲେ ଏଭଳି ଚରମ ନିଷ୍ପତ୍ତି ? କାରଣ ଖୋଜୁଛି ପ୍ରଶାସନ

ଖପ୍ରାଖୋଲରେ ମାଆ-ଝିଅ ବିଷ ପିଇ ଆତ୍ମହତ୍ୟା ଘଟଣା । ଅଭାବ ଅନଟନ, ଋଣ ଭାର ଓ ରୋଗ ଯନ୍ତ୍ରଣାରୁ ଜୀବନ ହାରିଥିବା କହିଲେ ସାମାଜିକ କର୍ମୀ । CWC ଦାୟିତ୍ୱରେ ବର୍ତ୍ତି ଯାଇଥିବା ୪ ବର୍ଷର ଶିଶୁ ।  More