ସଂକ୍ଷେପରେ ଆଜିର ତାଜା ଖବର - Friday, 22 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୫୫ ବର୍ଷିୟ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୮୫ ବର୍ଷିୟ ବାପା !

କ୍ରୋଧର ବହ୍ନିରେ ଜଳୁଥିଲେ ୮୫ ବର୍ଷିୟ ବାପା ପାଦୁକ ସାହୁ । ସେ ଏକ ପ୍ରକାର ପ୍ରତିଶୋଧ ପରାୟଣ ହୋଇଉଠିଥିଲେ । More

‘କାଲି ପାଇଁ କାଲିର ସିନେମା’କୁ କାହିଁକି ଜାତୀୟ ଫିଲ୍ମ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ମିଳିଛି ‘ବେଷ୍ଟ୍‌ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍‌ସନ୍ ସମ୍ମାନ’। ଏହାକୁ ନେଇ ଲେଖକ ଖୁବ ଖୁସି ଥିବା ବେଳେ ଏହି ବହି ପଛର ଉଦ୍ଦେଶ୍ୟ କ’ଣ ତାହା କହିଛନ୍ତି। More

ବଲାଙ୍ଗୀର-କୋରାପୁଟ ପରେ ଏବେ ଗଞ୍ଜାମ-କେନ୍ଦ୍ରାପଡ଼ାରେ ବି ମହାଲୁଟ୍, ସାରା ରାଜ୍ୟକୁ ଲମ୍ବିଛି ଚେର

ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ । More

ଦ୍ରୌପଦୀଙ୍କ ବିପୁଳ ବିଜୟ ପରେ ତେଜିଛି ସେଲିବ୍ରେସନ୍ ରାଜନୀତି, ଶ୍ରେୟ ନେବାକୁ ପ୍ରାଣପଣେ ଉଦ୍ୟମ

ବିଜେପି ପକ୍ଷରୁ ଜୋରଦାର ଉତ୍ସବ ପାଳନ ବେଳେ ଶ୍ରେୟ ନେବାକୁ କଳବଳ ଲଗାଇଛି ବିଜେଡି । ୨୫ରେ ଶପଥ ଉତ୍ସବରେ ଯୋଗଦେବାକୁ ଆଗୁଆ ଦିଲ୍ଲୀ ଯିବାକୁ ସଜବାଜ ନବୀନ । More

ସାରୁଅ ତରଙ୍ଗ ଷ୍ଟୁଡିଓ ବିରୋଧରେ ଅନୈତିକ ମେଳି: ମୁଖ୍ୟ କାର୍ପଟଦାର ବାପା-ଝିଅ-ଦାଦା ଗ୍ରୁପ୍

ରାସ୍ତା ସମସ୍ୟାର ସମାଧାନ ଏମାନଙ୍କ ଅସଲ ଉଦ୍ଦେଶ୍ୟ ନୁହେଁ ବରଂ ତରଙ୍ଗ ଷ୍ଟୁଡିଓରୁ ଠିକାଦାରୀ କାମରୁ ଅନ୍ତର ହିଁ ମେଳିର ମୁଖ୍ୟ କାରଣ। More

ସ୍ତ୍ରୀ ଗର୍ଭବତୀ, ସ୍ୱାମୀ ଫେରାର !

ଥାନାରେ ସମାଧାନ ହେବାପରେ ଉଭୟ ପୁଣି ଏକାଠି ରହିଥିଲେ। କିନ୍ତୁ ଏ ସମ୍ପର୍କ ବେଶୀ ଦିନ ତିଷ୍ଠିଲାନି.. More

ଚିନି ଭାବି ଚୁଡ଼ାରେ ୟୁରିଆ ମିଶାଇ ଖାଇଦେଲେ; ଜଣେ ବୃଦ୍ଧା ଓ ୩ ଜଣ ଶିଶୁ ଗୁରୁତର

ଚିନି ଭାବି ଚୁଡ଼ାରେ ୟୁରିଆ ସାର ଗୋଳାଇ ଖାଇଦେଲେ ନାତି ନାତୁଣୀ। ମିଛ କହୁଥିବା ଭାବି ନାତିନାତୁଣୀ ଖାଇଥିବା ଚୁଡା ଖାଇଦେଲେ ଆଈ। More

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। More

ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀଙ୍କୁ ମିଳିବ ଏହିସବୁ ସବୁ ସୁବିଧା..

ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ? More

ବଢ଼ିଲା ସୁନା ଦର...

ସାମାନ୍ୟ ବୃଦ୍ଧି ପାଇଛି ସୁନା-ରୂପା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ... More

ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ରାଜ୍ୟରେ ୩ ଦିନ ହେଲା ୧୧ ଶହ ଉପରେ କରୋନା ଦୈନିକ ସଂକ୍ରମଣ... More

କେନ୍ଦ୍ରାପଡ଼ା ପୌର ପରିଷଦକୁ ୨୮ ଲକ୍ଷ ଟଙ୍କା ଫାଇନ୍‌

ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍‌ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି। More

ବୌଦ୍ଧ DFOଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

ବୌଦ୍ଧ ବନଖଣ୍ଡ ଅଧିକାରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ବୌଦ୍ଧ ବନ୍ୟାପ୍ରାଣୀ ତତ୍ତ୍ୱବଧାରକଙ୍କୁ ୨ ମାସର ଦରମା ଦେଇଥିବା ଅଭିଯୋଗ ହୋଇଛି।  More

ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ CRCCଙ୍କୁ କାର୍ଯ୍ୟାନ୍ତର କରାଯାଇଛି। More

ଔପଚାରିକତା ଶେଷ, କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ; ଉପାନ୍ତ ମୟୂରଭଞ୍ଜର ଆଦିବାସୀ ଝିଅ ଦ୍ରୌପଦୀ ଦେଶର ପ୍ରଥମ ନାଗରିକ

ଭାରତୀୟ ଗଣତାନ୍ତ୍ରିକ ଇତିସାହରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ । More

ଯୁବା ବୟସରେ ରୋଗ ଛଡ଼େଇନେଲା ଆୟୂଷ, କ୍ୟାନ୍ସର ସହ ଦୀର୍ଘଦିନ ଜୁଝିବା ପରେ ଆଖିବୁଜିଲେ ରାଜେଶ୍ୱରୀ

ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ପରଲୋକ । ଭୁବନେଶ୍ୱରର ଘରୋଇ ହସ୍ପିଟାଲ୍‌ରେ ରାଜେଶ୍ୱରୀଙ୍କ ପରଲୋକ । ସିନେମା ଓ ସିରିୟଲ ଜଗତରେ ଶୋକର ଛାୟା । More

ଡରାଇଲାଣି ଝାଡ଼ା ବାନ୍ତି ! ଗୋଟିଏ ପରେ ଗୋଟିଏ ନେଉଛି ଜୀବନ..

ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି । More

ଏମିତି ବି ଅଛନ୍ତି ପୋଲିସ ! ପାହାଡ଼ରୁ ତଳକୁ ୩ କିଲୋମିଟର କାନ୍ଧରେ ବୋହିଲେ ଶବ

ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ । More

‘ନିମନ୍ତ୍ରଣ’ରେ ମହା ଘୋଟାଲା: ମିଳିମିଶି ଚଳୁ କରିଦେଲେ ସାଢେ ୧୭ ଲକ୍ଷ ଟଙ୍କା

ରାଜଧାନୀର ଓଟିଡିସି ରେଷ୍ଟୁରାଂଟ୍ ନିମନ୍ତ୍ରଣର ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ମିଶି ଚଳୁକରିଦେଲେ ସାଢେ ୧୭ ଲକ୍ଷ ଟଙ୍କା... More