ସଂକ୍ଷେପରେ ଆଜିର ତାଜା ଖବର - Thursday, 30 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆମେରିକାରେ ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍

ଆମେରିକା ଦେଖିବ ଓଡ଼ିଆ ଗୀତ, ସଂସ୍କୃତିର ଝଲକ More

ଗିରଫ ପାଇଁ ଏତେ ତରତର କାହିଁକି ?

ଜାମିନ୍ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ ଦାସ । ବିଚାର ବିଭାଗୀୟ ହାଜତକୁ ଗଲେ ଘରୋଇ ନ୍ୟୁଜ୍ ଚାନେଲ ସଂପାଦକ ଅର୍ଦ୍ଧେନ୍ଦୁ । ସରକାରଙ୍କ ବିରୋଧରେ ଯିବାରୁ ଆକ୍ରୋଶମୂଳକ ପଦକ୍ଷେପ ନେବାରୁ ଏପରି କରାଯାଇଥିବା ଅର୍ଦ୍ଧେନ୍ଦୁ କହିଛନ୍ତି । More

ଦରସିଝା ଖେଚୁଡି ଖାଇ, ସାତ ପାହାଚ ଦେଇ ଦଇତାଙ୍କ କାନ୍ଧରେ ଝୁଲିଝୁଲି ବଡ଼ଦାଣ୍ତକୁ ବିଜେ କରିବେ କାଳିଆ ସାଆନ୍ତ

ରଥଯାତ୍ରାରେ ପୁରୀରେ ହେବ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ । ସୁରକ୍ଷା, ଟ୍ରାଫିକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ୫ ସ୍ତରୀୟ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ପ୍ରବେଶ ପଥରେ କଡ଼ା ଚେକିଂ କରାଯିବ । ମାଳତିପାଟପୁର ଓ ତାଳବଣିଆରେ ଭାରୀ ଯାନ ପାର୍କିଂ ବ୍ୟବସ୍ଥା ରହିଛି । More

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ More

ପୁରୀ ଆସିନପାରିଲେ ଟିଭିରେ ଦେଖନ୍ତୁ ରଥଯାତ୍ରା: ଗଜପତି ମହାରାଜ

ଯେଉଁମାନେ ପୁରୀ ଆସି ପାରୁନାହାନ୍ତି ସେମାନେ ଘରେ ରହି ବି ଟେଲିଭିଜନ୍‌ରେ ଶ୍ରୀଜିଉଙ୍କୁ ଦେଖିପାରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରଦ୍ଧାଳୁଙ୍କ ପାଇଁ ଏପରି ପରାମର୍ଶ ଦେଇଛନ୍ତି । More

ଏଣିକି ଆଉ ଏଣେତେଣେ ବୁଲିବେନି ଗାଈ, ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ରହିଛି ସୁବିଧା...

କୌଣସି ସରକାରୀ ନୁହେଁ ବରଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଛି ଗୋସେବା ା ଏଇଠି ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ସୁବିଧା ରହିଛି।  More

ଯେତେ ଚାପ ପ୍ରୟୋଗ କଲେ ମଧ୍ୟ ମୁଁ ନଇଁବି ନାହିଁ : ଅର୍ଦ୍ଧେନ୍ଦୁ ଦାସ

ହସ୍ପିଟାଲ ନେବା ବାଟରେ ଗଣମାଧ୍ୟମ ଆଗରେ ଅର୍ଦ୍ଧେନ୍ଦୁଙ୍କ ପ୍ରତିକ୍ରିୟା More

ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲେନି ସରକାର: ନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

ସରକାର ନ ଶୁଣିବାରୁ ନାଳ ଭିତରେ ଫଶି ପ୍ରତିବାଦ କରିଛନ୍ତି ବିଧାୟକ ମହମ୍ମଦ ମୋକିମ। More

ରାଜ୍ୟରେ ପୁଣି ଦେଢ଼ଶହ ପାର ଦୈନିକ କରୋନା ସଂକ୍ରମଣ

ଚିନ୍ତା ବଢ଼ାଉଛି କରୋନା, ଦିନକରେ ୧୫୫ ନୂଆ ପଜିଟିଭ୍ ଚିହ୍ନଟ... More

ହିତାଧିକାରୀଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲି ଟଙ୍କା ହଡ଼ପ !

ନିରୀହ ଆଦିବାସୀଙ୍କ ନାଁରେ ବ୍ୟାଙ୍କରେ ଖାତା ଖୋଲି ସରକାରଙ୍କ ବିଭିନ୍ନ ଯୋଜନାରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଗୋଟିଏ ଖାତାରୁ ଟଙ୍କା ଉଠା ଯାଇଥିବା ଜଣାପଡ଼ିଛି।  More

ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି। EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। More

Daily Horoscope 30th June 2022: ଏହି ରାଶିର ବ୍ୟକ୍ତିଙ୍କ ଦରମା ବଢ଼ିପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ, ଗୁରୁବାର। ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ରଥଯାତ୍ରା ପାଇଁ ଆସିଲା ଟ୍ରାଫିକ୍‌ ରୁଟ୍‌ ଚାର୍ଟ: ଜାଣନ୍ତୁ, କେଉଁ ବାଟେ ଯିବେ ପୁରୀ...

ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି।  ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।  More

ରାତି ଅଧରେ ବାଲ୍‌ଟି ଧରି ଆନ୍ଦୋଳନକୁ ଓହ୍ଲାଇଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ

ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି। ଫଳରେ ରାତି ଅଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି।  More

ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ଏଥିମଧ୍ୟରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। More

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଯୁଦ୍ଧଂଦେହୀ

 ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ଓ ତୃଣମୂଳସ୍ତରେ ସଙ୍ଗଠନ ମଜବୁତ୍ କରିବା ଫୋକସରେ ରହିଛି। More

ପାଣି ଭିତରେ ବୁଡ଼ିଗଲା ସତ୍ୟମ୍ବଦଙ୍କ ସ୍ୱପ୍ନ, ପୁଅକୁ ହରାଇ ନିର୍ବାକ ବାପା-ମାଆ

ଯେଉଁ ମେଧାବୀ ପୁଅକୁ ନେଇ ସେ ଦିନେ ଗର୍ବ କରୁଥିଲେ, ଆଗକୁ ଆଇଏଏସ ହେବାର ସ୍ୱପ୍ନ ଦେଖୁଥିଲେ, ଶେଷରେ ତାସଘର ଭଳି ଭାଙ୍ଗିଗଲା More

ଛଳ ଛଳ ଭକ୍ତପ୍ରାଣ, ଭାବବିହ୍ୱଳ ଶ୍ରଦ୍ଧାଳୁ; ନବଯୌବନ ଦର୍ଶନ ଲାଗି ଗହଳ ଚହଳ ବଡ଼ଦାଣ୍ଡ

ଦୁଇ ବର୍ଷର ବ୍ୟବଧାନରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତପ୍ରାଣ..... More

ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ : ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ନିଷେଧ କଲା କେନ୍ଦ୍ର

ଗ୍ରାହକ ଓ ବ୍ୟବସାୟୀ କହିଲେ ଆଗ ବନ୍ଦ କର ଉତ୍ପାଦନ More

ଦୃଷ୍ଟିବାଧିତ ଛାତ୍ରଙ୍କ ପ୍ରଶ୍ନ ପରେ ଚେତିଲା ପ୍ରଶାସନ; ନିଯୁକ୍ତ ହେଲେ ୩ ଶିକ୍ଷକ

ବେହେରାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ହେଲେ ୩ ଶିକ୍ଷକ... More