ସଂକ୍ଷେପରେ ଆଜିର ତାଜା ଖବର - Sunday, 05 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । More

ସମୂହ ଇସ୍ତଫା ପରେ ଟିମ୍ ନବୀନର ନବକଳେବର, ପ୍ରଥମ ଥର ପାଇଁ ଲୋକସେବା ଭବନରେ ଶପଥପାଠ

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପୂର୍ବ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୨୧ ଥିଲା ବେଳେ ଏହା ସର୍ବୋଚ୍ଚସୀମା ୨୨କୁ ସଂପ୍ରସାରିତ ହୋଇଛି । More

ଏଇ ରଜରେ ‘ତରଙ୍ଗ’ର ନୂଆ ଭେଟି ‘ଗୌରୀ’

‘ଗୌରୀ’ ଏକ ଗାଉଁଲି ଚୁଲୁବୁଲି ଝିଅର କାହାଣୀ। ଗାଁ ପରିବେଶରୁ ଆସି ସାଜିଛି ବଡ ଘରର ବୋହୂ। ଯୁବପିଢିଙ୍କୁ ଆଖିରେ ରଖି ପ୍ରସ୍ତୁତ ହୋଇଥିବା ଏହି ଧାରାବାହିକ ସସ୍‌ପେନ୍ସ ଥ୍ରୀଲରରେ ପରିପୂର୍ଣ୍ଣ ହୋଇଥିବା ବେଳେ ରହିଛି ଏକ ନିଆରା ପ୍ରେମ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ଦେଖିବାକୁ ମିଳିବ। More

5Tରେ ଯୋଡ଼ି ହେଲା ଆଉ ଏକ T ! ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ

ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । More

କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା, ମହିଳାଙ୍କ ସହ ପ୍ରେମିକ ଗିରଫ

ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ । More

ନବୀନ ନିବାସରେ ନୂଆ ମନ୍ତ୍ରୀ, ସୁପ୍ରିମୋ ଦେଲେ ଗୁରୁମନ୍ତ୍ର

ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ଟୁକୁନି ସାହୁଙ୍କୁ ରିପିଟ୍ କରାଯାଇଛି । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ଏଥର ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ସାମିଲ କରାଯାଇଛି । More

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର ହସ୍ପିଟାଲ୍‌ରେ ଭର୍ତ୍ତି, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ଥିବା ସୂଚନା ମିଳିଛ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ୱିଟ୍‌ କରି ସୂର୍ଯ୍ୟ ପାତ୍ରଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। More

ନବୀନଙ୍କ ନୂଆ ଟିମରେ ମହିଳାଙ୍କୁ ଗୁରୁତ୍ୱ : ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୫ ଜଣ

ନବୀନଙ୍କ ନୂଆ ଟିମରେ ୫ ମହିଳା More

ବାଦ୍‌ ପଡ଼ିଲେ ପଞ୍ଚମ ପାଳିରେ ମନ୍ତ୍ରୀ ହୋଇଥିବା ୧୦ ଜଣ

୨୦୧୯ ନିର୍ବାଚନ ପରେ ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ହୋଇଥିବା ୧୦ ଜଣଙ୍କୁ ଏଥର ବାଦ୍ ଦିଆଯାଇଛି More

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ବିଭାଗ ? ଅର୍ଥମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ

କାହାକୁ ମିଳିଲା କେଉଁ ବିଭାଗ ? More

ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର : ନବୀନଙ୍କ ନୂଆ ଟିମକୁ ଫେରିଲେ ପୁରୁଣା ହେଭିୱେଟ୍ ପ୍ରମିଳା, ପ୍ରତାପ, ଉଷା ଓ ଅତନୁ

କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ ରହିଛନ୍ତି More

ନବୀନଙ୍କ ନୂଆ ଟିମ୍‌ରେ ୮ ରାଷ୍ଟ୍ର ମନ୍ତ୍ରୀ: ୨ ଜଣ ମନ୍ତ୍ରୀ ପଦ ବଜାୟ ରଖିଲେ, ୬ ଜଣଙ୍କୁ ମିଳିଲା ସୁଯୋଗ

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। More

ନବୀନଙ୍କ ନୂଆ ଟିମ୍‌: ଜାଣନ୍ତୁ, ନୂଆ ଟିମ୍‌ରେ କେଉଁମାନେ ସ୍ଥାନ ପାଇଲେ...

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  More

କାହିଁକି ଜନ୍ମ ଜନ୍ମର ସାଥୀ ହେଲେ ଶିବ-ପାର୍ବତୀ ?

ଭଗବାନ ଓ ଶିବ ଏକ ଓ ଅଭିନ୍ନ। ଶ୍ରୀମନ୍ଦିରରେ ହରିହର ଉପାସନା ପଦ୍ଧତି ରହିଛି। More

Daily Horoscope 5th June: ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍‌ ଖୁସି ଖବର ମିଳିବ

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ରବିବାର। କର୍କଟ ଓ ମକର ରାଶିର ଘାତ ବାର - ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,  ୧ ପାଦ - କୃଷିହାନି, ଭୂମିଦାନ। More

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

୨୧ ମନ୍ତ୍ରୀଙ୍କ ମଧ୍ୟରୁ ୧୩ଜଣଙ୍କୁ କ୍ୟାବିନେଟ୍ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିପାରେ।  More

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ୧୩ କ୍ୟାବିନେଟ୍, ୮ ରାଷ୍ଟ୍ରମନ୍ତ୍ରୀ !

ବିଧାୟକଙ୍କ ପାଖକୁ ଗଲା ନବୀନ ନିବାସରୁ ଫୋନ୍‌ କଲ୍‌ More

ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଗଲା ଫୋନ୍‌ କଲ

ମନ୍ତ୍ରିମଣ୍ଡଳର ସ୍ଥାନ କିଏ ପାଇବେ ଏହାର କାଉଣ୍ଟଡାଉନ୍ ଆରମ୍ଭ More

ପୁଣି ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍; ୨୨ ବର୍ଷ ଶାସନରେ ପ୍ରଥମ ଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା

ମନ୍ତ୍ରିମଣ୍ଡଳ ନବକଳେବର ପୂର୍ବରୁ ୨୨ ବର୍ଷ ଶାସନରେ ପ୍ରଥମ ଥର ପାଇଁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ, କାଲି ଲୋକସେବା ଭବନ କନ୍‌ଭେନ୍‌ସଲନ୍‌ ହଲ୍‌ରେ ଦିନ ୧୧ଟା ୪୫ରେ ନୂଆ ଟିମ୍‌ର ଶପଥଗ୍ରହଣ । More

‘ହାଇକୋର୍ଟରେ ମାମଲା ଥିଲା, ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ?’

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅପରାଜିତା More

ବିଜେପିରେ ବ୍ରଜରାଜନଗର କମ୍ପନ : ଆତ୍ମଘାତୀ କାର୍ଯ୍ୟ ନେଇ ସନ୍ଦେହ କଲେ ଦଳର ବରିଷ୍ଠ ନେତା

ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି, ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅର୍ଥବଳରେ ବିଜେଡି କିଣିଛି । More