ସଂକ୍ଷେପରେ ଆଜିର ତାଜା ଖବର - Sunday, 13 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାବଣ ବିନା ଶ୍ରୀରାମ ଏତେ ମହାନ ହୋଇପାରିନଥାନ୍ତେ?: ବଲିଉଡ୍‌ ଅଭିନେତା କିରଣ କୁମାର

ବଲିଉଡ୍‌ର ବ୍ୟାଡ୍‌ ମ୍ୟାନ୍‌ କିରଣ କୁମାର। ୨୫୦ ଫିଲ୍ମରେ ନାୟକ ହୋଇବି ବଲିଉଡ୍‌ ଭିଲେନ୍‌ ଭାବେ ସେ ଦର୍ଶକଙ୍କ ପ୍ରିୟ। ସେ ଓଡ଼ିଶା ଆସିବା ଅବସରରେ ତାଙ୍କର ସାକ୍ଷାତକାର ନେଇଛନ୍ତି ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ More

ଆଇପିଏଲ୍ ହାଟରେ ଯୁବ କ୍ରିକେଟର୍‌ଙ୍କ କ୍ରେଜ୍

ଆଇପିଏଲ୍‌ରେ ଏବେ ଯୁବ କ୍ରିକେଟର୍‌ଙ୍କ ଭୂମିକା ଦେଖିବାକୁ ମିଳିଛି। କୋଟି କୋଟି ଟଙ୍କାରେ ହେଉଛନ୍ତି ବିକ୍ରି। ଓଡିଆ କ୍ରିକେଟରମାନେ ମଧ୍ୟ ପଛରେ ପଡି ନାହାନ୍ତି। More

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ୟାମ୍ପେନ୍‌ରେ ଲାଗିପଡ଼ିଛନ୍ତି ଅଭିନେତା

ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଚାର ବନ୍ଦ ହେବ। More

ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ

ପ୍ରମିଳାଙ୍କ ଠାରୁ ସୋ କଜ୍ ନୋଟିସ୍‌ ଉତ୍ତର ପାଇବା ପରେ ପଦକ୍ଷେପ ନିଆଯାଇଛି। More

ଫେକ୍ ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ : ଧରାପଡ଼ିଲେ ଦିଆଯିବ ପୋଲିସ ଜିମା

ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ More

୧ ଟଙ୍କିଆ କ୍ଲିନିକକୁ ବର୍ଷେ ପୂରିଲା ! ବର୍ଷ ପୂର୍ତ୍ତି ଅବସରରେ ୧ ଟଙ୍କାରେ ଔଷଧ ବିତରଣ କାମ ଆରମ୍ଭ କଲେ ଡାକ୍ତର ଶଙ୍କର ରାମଚନ୍ଦାନୀ

କ୍ଲିନିକକୁ ବର୍ଷେ ପୂରିଥିବାରୁ ବିଶେଷ ଆୟୋଜନ କରାଯାଇଥିଲା । ନଡିଆ, କଳସ ବସାଇ, ଫିତାକାଟି ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏଥି ସହିତ ଆରମ୍ଭ ହୋଇଛି ଟଙ୍କିକିଆ ଔଷଧ ବିତରଣ । More

ଆସ ଖାଇବା ‘ଚିଙ୍ଗୁଡ଼ି ଦମ୍ ବିରିୟାନି’

ଖାଇବାରେ ଚିଙ୍ଗୁଡ଼ିର ରେସିପି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଦମ୍ ବିରିୟାନି’ । More

ଆଦିବାସୀ ପରିବାରକୁ ବାସନ୍ଦ କଲେ ଗାଁ ଲୋକେ

ପାନୀୟ ଜଳ ପ୍ରକଳ୍ପ ପାଇଁ ଜାଗା ନ ଦେବାରୁ ଜଣେ ଅସହାୟ ମହିଳାଙ୍କ ପରିବାର ଉପରେ ଦାଉ ସାଧିଲେ ଗ୍ରାମବାସୀ । ସଂପୃକ୍ତ ମହିଳାଙ୍କୁ ବାସନ୍ଦ କରିବା ଲାଗି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଠାରୁ ମାତ୍ର ୧ କିଲୋମିଟର ଦୂର ଜାମପଲ୍ଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । More

୧୬ରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

୧୬ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୁଖତଃ ଶୁଖିଲା ପାଗ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । More

ଦେବରକୁଣ୍ଡର ମହତ୍ତ୍ୱ ! ସୀତାଙ୍କ ପାଇଁ ଶରରେ କୁଣ୍ଡ ଖୋଳିଥିଲେ ଲକ୍ଷ୍ମଣ

ଭଦ୍ରକ ବ୍ୟତୀତ ଭଦ୍ରକ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟିଆସନ୍ତି । ଘରକରଣା ଜିନିଷଠାରୁ ଆରମ୍ଭ କରି ଛୋଟପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳି ଭଳି ସୁସ୍ୱାଦୁ ଖାଦ୍ୟ ଏଠାରେ ମିଳେ । ଗାଁଗହଳିରେ ଧାନ କଟାକଟି କାମ ସରି ଥିବାରୁ ଏଠାରେ ସଂଧ୍ୟା ସମୟରେ ଆଖପାଖ ଲୋକଙ୍କ ସମାଗମ ବଡମ ହୋତ୍ସବର ଭ୍ରମ ସୃଷ୍ଟି କରିଥାଏ । More

କୁବେର ଅଧିକାରୀ ଗିରଫ : ସୁନ୍ଦରଗଡ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

୧୯୯୭ରେ OAS ପାଇବା ପରେ ୯୯ ମସିହାରେ ଭୁବନେଶ୍ୱର ସେଟେଲମେଣ୍ଟ ଅଫିସରେ ଚାକିରି ଆରମ୍ଭ କରିଥିଲେ ବିଶ୍ୱଜିତ ମହାପାତ୍ର । ପରେ ପରେ ବିଭିନ୍ନ ସ୍ଥାନରେ ସେଟେଲମେଣ୍ଟ ଅଫିସର, ଅତିରିକ୍ତ ତହସିଲଦାର, ତହସିଲଦାର ଓ ବିଡିଓ ହୋଇଥିଲେ । More

ରାଜ୍ୟରେ ଚହଳ ପକାଇଥିବା ସ୍ୱାମୀସ୍ତ୍ରୀଙ୍କ କଳି ! ସେହି ଚର୍ଚ୍ଚିତ ଯୋଡ଼ିଙ୍କ ଉପରେ ନଜର ପକାନ୍ତୁ . .

ରାଜ୍ୟରେ ଏହି ୪ ସ୍ୱାମୀ-ସ୍ତ୍ରୀ କଳି ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା । More

ଭୋଜି ଖାଇ ଫେରୁଥିବା ବେଳେ ଛକି ବସିଥିଲା ମୃତ୍ୟୁ ! ଦୁର୍ଘଟଣାରେ ୪ ମୃତ; ୫ ଗୁରୁତର

ଭୋଜି ଖାଇ ଫେରିବା ବେଳେ ବିଳମ୍ବିତ ରାତିରେ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବାରୁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । More

ମୋ ଭୋଟର ମୋ ଅଧିକାର ସଚେତନତା କର୍ମଶାଳା

ଜନସାଧାରଣ ସବୁ ନିୟମ ପାଳନ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଥିଲେ। More

ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ତ: ପରୀକ୍ଷା ଦିଅ, ପ୍ରାର୍ଥୀ ହୁଅ

ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର । More

ପଞ୍ଚାୟତ ପ୍ରଚାରରେ ମାତୁଛନ୍ତି ସରକାରୀ ବାବୁ

ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି? More

ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା

'ମୋ ଭୋଟ୍ ମୋ ଅଧିକାର' ତଥା କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା ।  ସଚେଚନତାର କର୍ମଶାଳାର ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସୂଚନା ଓ  ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ର ଜନ ସଂପର୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ,SHG ଗୋଷ୍ଠିର ମାଆ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ । More

ଆଖି ଆଗରେ ପୋଲିସ ନେଇଗଲେ ୨୦ ବର୍ଷର ଅର୍ଜିତ କଳା ଟଙ୍କା

ଘରୁ ବାହାରୁଛି ବିଡା ବିଡା ଟଙ୍କ।। ପୋଲିସ କର୍ମଚାରୀ ମଧ୍ୟ ଦେଖିକି ତାଜୁବ More