ଅଦ୍ୟତନ ହୋଇଛି
Winter start
Advertisment
ଆରମ୍ଭ ହୋଇ ଗଲାଣି ଶୀତ ଋତୁ। ସମଗ୍ର ରାଜ୍ୟ ଆସ୍ତେଆସ୍ତେ ଶୀତ ଅନୁଭୂତ ହେଲାଣି । ଆଜିଠୁ ରାଜ୍ୟରେ ଆହୁରି ଶୀତ ବଢିବ। ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ କମିବା ଫଳରେ ହାଲୁକା ଶୀତ ଅନୁଭୂତ ହେବ।
Advertisment
୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ ଏବଂ ଏହାପରେ ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଦୀପାବଳିରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699497031.jpg)