Advertisment

ଫୁଟୁଛି ଓଡ଼ିଶା, ୪୨ ଡିଗ୍ରୀ ପାଖରେ ତାତି

ଆଜି ରାଜ୍ୟର ୭ ସହରର ତାପମାତ୍ରା ୪୧ ଉପରେ । ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ।

ଅଦ୍ୟତନ ହୋଇଛି
undefined

Heat Wave

Advertisment

ତତଲା କଢ଼େଇରେ ସିଝୁଛି ସାରା ଓଡ଼ିଶା । ୪୨ ଡିଗ୍ରୀ ପାଖରେ ପହଞ୍ଚିଗଲା ରାଜ୍ୟରେ ତାତି। ଆଜି ରାଜ୍ୟର ୭ ସହରର ତାପମାତ୍ରା ୪୧ ଉପରେ ରହିଥିଲା। ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ହୋଇଥିବାବେଳେ ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣା ୪୧.୨ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ବରରେ ତାପମାତ୍ର ୩୭.୨ ଏବଂ କଟକ ୩୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏମିତିକି ସକାଳ ୮ଟା ବେଳକୁ ରାଜଧାନୀରେ ତାମପାତ୍ରା ୩୦
ଦଶମିକ ୮ ଡିଗ୍ରୀ ଛୁଇଁଯାଇଥିଲା। ଏଥର ଏପ୍ରିଲ ଅଧିକ ତତଲା ହେବ ବୋଲି ଗତକାଲି ଚେତାଇ ଦେଇଛି ପାଣିପାଗ ବିଭାଗ।

Advertisment
Temperature Heatwave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ