Advertisment

ଆସିଲାଣି ଥଣ୍ଡା, ପଡ଼ିଲାଣି କାକର ! ସିମିଳିଗୁଡ଼ା ଏବେ ସବୁଠୁ ଥଣ୍ଡା ସହର

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀକୁ ଖସିଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ ଓ ଚିପିଲିମା ୧୪.୬ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା ।

ଅଦ୍ୟତନ ହୋଇଛି
Cold Wave

Cold Wave

Advertisment

ଖସିଲାଣି ପାରଦ । ଆସିଲାଣି ଥଣ୍ଡା । ଏଥର ଥରିବ ଶରୀର । ବଢ଼ିଲାଣି ଶୀତ । ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୭ ସହରର ରାତି ତାପମାତ୍ରା । ଆଉ ୯.୫ ଡିଗ୍ରୀ ସହ କୋରାପୁଟର ସିମିଳିଗୁଡ଼ା ପାଲଟିଛି ସବୁଠୁ ଥଣ୍ଡା ସହର । ସେହିଭଳି ଜି. ଉଦୟଗିରିରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୧୧.୫ ଡିଗ୍ରୀ ରହିଛି । ସେହିଭଳି ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀକୁ ଖସିଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ ଓ ଚିପିଲିମା ୧୪.୬ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା ।

Advertisment
Cold Wave Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ