Advertisment

Shreyas Iyer:ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ, ଖୁସି ହୋଇଗଲେ ଫ୍ୟାନ୍ସ

ସେପ୍ଟେମ୍ବର ୯ରୁ ଏସିଆ କପ ଆରମ୍ଭ ହେବ। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପ ସ୍କ୍ୱାଡରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ବାଦ ଦିଆଯିବାରୁ ଏହାକୁ ନେଶ ବିବାଦ ହୋଇଥିଲା। ଶ୍ରେୟସ ଆୟରଙ୍କୁ ବିସିସିଆଇ କାହିଁକି ଟି-୨୦ ସ୍କ୍ୱାଡରୁ ବାଦ ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ କ୍ରିକେଟ ପଣ୍ଡିତ।

shreyas

shreyas

Advertisment

ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ବ । ବିସିସିଆଇ ଟିମ୍ ଶ୍ରେୟସ ଆୟରଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଭାରତ-A ଦଳର ଅଧିନାୟକ କରାଯାଇଛି।

Advertisment
shreyasshreyas

ସେପ୍ଟେମ୍ବର ୯ରୁ ଏସିଆ କପ ଆରମ୍ଭ ହେବ। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପ ସ୍କ୍ୱାଡରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ବାଦ ଦିଆଯିବାରୁ ଏହାକୁ ନେଶ ବିବାଦ ହୋଇଥିଲା। ଶ୍ରେୟସ ଆୟରଙ୍କୁ ବିସିସିଆଇ କାହିଁକି ଟି-୨୦ ସ୍କ୍ୱାଡରୁ ବାଦ ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ କ୍ରିକେଟ ପଣ୍ଡିତ।

shreyasshreyas

ଭାରତୀୟ ଏ ଟିମର ଅଧିନାୟକ ଭାବେ ଶ୍ରେୟସ ଆୟର ନିଯୁକ୍ତି ପାଇଛନ୍ତି। ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣିଆ ଇଣ୍ଡିଆ ଏ ଟିମର ନେତୃତ୍ୱ ଶ୍ରେୟସ ଆୟର ନେବେ। ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ୨ଟି ୪ ଦିନ ବିଶିଷ୍ଟ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ। ଏଥିପାଇଁ ଆୟରଙ୍କ ନେତୃତ୍ୱରେ ଭାରତୀୟ ଏ ଟିମର ଘୋଷଣା କରାଯାଇଛି।

Advertisment
shreyasshreyas

ଏହି ସିରିଜ ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ କେଏଲ ରାହୁଲ ଓ ମହମ୍ମଦ ସିରାଜ ଖେଳିବେ ନାହିଁ। କିନ୍ତୁ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଥିବା ଦ୍ୱିତୀୟ ମ୍ୟାଚ୍‌ରେ ଉଭୟ ସ୍କ୍ୱାଡରେ ସାମିଲ ହେବେ। କିନ୍ତୁ ଆୟର ଉଭୟ ମ୍ୟାଚ୍‌ରେ ଦଳର କମାଣ ସମ୍ଭାଳିବେ।

shreyasshreyas

ଆୟରଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ଇଣ୍ତିଆ ଏ’ ଉଭୟ ଅଭିଜ୍ଞ ଓ ଯୁବ ପ୍ରତିଭାଙ୍କୁ ସୁଯୋଗ ମିଳିଛି। ଟିମରେ ଧ୍ରୁବ ଜୁରେଲ ଉପ ଅଧିନାୟକ ଓ ୱିକେଟ କିପର ଭୂମିକାରେ ରହିବେ। ଦଳରେ ଓପନର ବ୍ୟାଟର ଅଭିମନ୍ୟୁ ଈଶ୍ୱରନ ଓ ଦେବଦତ୍ତ ପାଡିକ୍କଲ ରହିଛନ୍ତି। ଏମାନଙ୍କ ସହ ସାଇ ସୁଦର୍ଶନ ଓ ଆୟୁଷ ବଦୋନିଙ୍କୁ ମଧ୍ୟ ସ୍କ୍ୱାଡରେ ରଖାଯାଇଛି।

Advertisment
India Cricket Shreyas Iyer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ