Advertisment

ସ୍ୱର୍ଣ୍ଣ ଜିତିଲା ଓଡ଼ିଶା ମହିଳା ଖୋ ଖୋ ଟିମ୍

ରାଜ୍ୟ ସରକାର ବିଜୟୀ ଟିମ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଦ୍ୟତନ ହୋଇଛି
Odisha Girl's Kho Kho Team clinched gold  

Odisha Girl's Kho Kho Team clinched gold

Advertisment

ଦେଶରେ ଚମକିଲେ ଓଡ଼ିଆ ଝିଅ। ମହାରାଷ୍ଟ୍ରକୁ ପରାସ୍ତ କରି ଓଡ଼ିଶା ମହିଳା ଖୋ ଖୋ ଟିମ୍ ବିଜୟୀ। ବିଜୟ ସହ ସ୍ୱର୍ଣ୍ଣ ହାସଲ କରିଛି ଟିମ୍ ଓଡ଼ିଶା। ମଧ୍ୟପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଓଡ଼ିଶା ମହିଳା ଖୋ ଖୋ ଟିମ୍ ବିଜୟୀ ହୋଇଛନ୍ତି। ଏନେଇ ରାଜ୍ୟ ସରକାର ବିଜୟୀ ଟିମ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

Khelo India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ