Advertisment

National Sports Day: ମନେ ପଡ଼ନ୍ତି କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦ

କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’ ଭାବେ ପାଳନ କରାଯାଉଛି।

ଅଦ୍ୟତନ ହୋଇଛି
National Sports Day 2023

India celebrates birth anniversary of Major Dhyan Chand

Advertisment

ଆଜି ଅଗଷ୍ଟ ୨୯, ଜାତୀୟ କ୍ରୀଡା ଦିବସ। କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’(National Sports Day) ଭାବେ ପାଳନ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ହକି କ’ଣ ଭାରତର ଜାତୀୟ ଖେଳ…ଆସନ୍ତୁ ଜାଣିବା

ଆମ ଦେଶର ଜାତୀୟ ଖେଳ ହକି ପାଇଁ ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ଏହି ଦିବସ ପାଳନ କରାଯାଉଛି। ୧୯୨୬ ମସିହାରୁ ୧୯୪୯ ପର୍ଯ୍ୟନ୍ତ ମଇଦାନରେ ସକ୍ରିୟ ଥିବା ମେଜର ଧ୍ୟାନଚାନ୍ଦ ଦେଶ ପାଇଁ ଏକାଧିକ ସ୍ୱର୍ଣ୍ଣପଦକ ଆଣିବା ସହ ବହୁ ରେକର୍ଡ ସ୍ଥାପନ କରିଥିଲେ।

ଧ୍ୟାନଚାନ୍ଦଙ୍କ ଚମତ୍କାର ପ୍ରଦର୍ଶନ ପାଇଁ କିଏ ତାଙ୍କୁ ମ୍ୟାଜିସିଆନ୍ ଅଫ୍ ହକି ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ଯୁବପିଢିଙ୍କ ମଧ୍ୟରେ ସ୍ପୋର୍ଟର୍ସ ମ୍ୟାନ୍ ସ୍ପିରିଟ୍ ବଢାଇବା, ଏହି ଦିବସ ପାଳନର ଉଦ୍ଦେଶ୍ୟ।

Advertisment

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମେଜର ଧ୍ୟାନଚାନ୍ଦଙ୍କ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଉପଲବ୍ଧି...

National Sports Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ