Advertisment

ଗୋଆରେ ଆରମ୍ଭ ହେଲା ୩୭ତମ ଜାତୀୟ କ୍ରୀଡ଼ା ଉତ୍ସବ

ମୋଟ ୪୩ଟି ଇଭେଣ୍ଟରେ ଦେଶର ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସେମାନଙ୍କ ଶ୍ରେଷ୍ଠତା ପ୍ରଦର୍ଶନ କରିବେ।

National games 2023 Goa

National games 2023 Goa

Advertisment

ରଙ୍ଗାରଙ୍ଗ ପରିବେଶତରେ ଉଦଘାଟିତ ହୋଇଛି ୩୭ତମ ଜାତୀୟ କ୍ରୀଡ଼ା ଉତ୍ସବ । ଗୋଆର ମାର୍ଗାଓ ସ୍ଥିତ ଜବାହାରଲାଲ୍ ନେହେରୁ ଷ୍ଟାଡ଼ିୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ପ୍ରମୁଖ ଅତିଥି ଥିଲେ। ଗୋଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟ କ୍ରୀଡ଼ା ଉତ୍ସବ। ଆଜିଠୁ ନଭେମ୍ବର ୯ ତାରିଖ ଯାଏଁ ଚାଲିବ ଦେଶର ଏହି କ୍ରୀଡ଼ା ମହାକୁମ୍ଭ। ଏଥିରେ ମୋଟ ୪୩ଟି ଇଭେଣ୍ଟରେ ଦେଶର ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସେମାନଙ୍କ ଶ୍ରେଷ୍ଠତା ପ୍ରଦର୍ଶନ କରିବେ।

Advertisment
National Games
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ