Advertisment

Athletics: ପ୍ରଥମଥର ପାଇଁ ଭାରତରେ କଣ୍ଟିନେଣ୍ଟାଲ ଟୁର୍, ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଲକ୍ଷ୍ୟ

ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଇଭେଣ୍ଟରେ ଚମକିଲେ ଓଡିଆ ଆଥଲେଟ। ୧୦୦ ମିଟର ପୁରୁଷ ବର୍ଗ ଫାଇନାଲ୍ କୁ ଗଲେ ଲାଲୁ ଭୋଇ। ୨୦୦ ମିଟର ପୁରୁଷ ବର୍ଗ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଅନିମେଶ୍ କୁଜୁର୍। ସେହିଭଳି ମହିଳା ୧୦୦ ମିଟର ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରାବଣୀ ନନ୍ଦ।

ଅଦ୍ୟତନ ହୋଇଛି
Continental Tour

Continental Tour

Advertisment

ଭୁବନେଶ୍ବରରେ ଚାଲିଥିବା ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଇଭେଣ୍ଟରେ ଚମକିଲେ ଓଡିଆ ଆଥଲେଟ। ୧୦୦ ମିଟର ପୁରୁଷ ବର୍ଗ ଫାଇନାଲ୍ କୁ ଗଲେ ଲାଲୁ ଭୋଇ। ୨୦୦ ମିଟର ପୁରୁଷ ବର୍ଗ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଅନିମେଶ୍ କୁଜୁର୍। ସେହିଭଳି ମହିଳା ୧୦୦ ମିଟର ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରାବଣୀ ନନ୍ଦ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ୧୭ ଦେଶର ୧୬୦ ପ୍ରତିଯୋଗୀ । ୧୮ଟି ଇଭେଣ୍ଟରେ ଚାଲିଛି ପ୍ରତିଯୋଗିତା। ଏହି ଦିନିକିଆ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଟୋକିଓ ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ ଯୋଗ୍ୟତା ଅର୍ଜନ ପାଇଁ ଲକ୍ଷ୍ୟ ରଖିଛନ୍ତି ଆଥଲେଟ। ପ୍ରଥମଥର ପାଇଁ ଭାରତରେ ଣ୍ଟିନେଣ୍ଟାଲ ଟୁର୍ ଆୟୋଜିତ ହୋଇଛି ।

Advertisment

୧୦୦ ମିଟର ପୁରୁଷ ବର୍ଗ ଫାଇନାଲ୍ କୁ ଗଲେ ଲାଲୁ ଭୋଇ
୨୦୦ ମିଟର ପୁରୁଷ ବର୍ଗ ଫାଇନାଲରେ ଅନିମେଶ୍ କୁଜୁର୍
ମହିଳା ୧୦୦ ମିଟର ବର୍ଗ ଫାଇନାଲ୍ କୁ ଗଲେ ଶ୍ରାବଣୀ ନନ୍ଦ

ଅଧିକ ପଢ଼ନ୍ତୁ: କଂପାନୀର ଗୋଟିଏ ଭୁଲ ୨ ଯୁବକଙ୍କୁ ଆଣିଦେଲା ସୁଯୋଗ...ଫୋନ କଲେ କୋହଲି, ଏବି ଡିଭିଲିୟର୍ସ, ରଜତ ପାଟିଦାର

Advertisment
Odisha World Athletics Indian Athletes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ